କରନ୍ତିୟମାନଙ୍କୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
କରନ୍ତି ଲକ୍ମଃନ୍କେ ପେରିତ୍ ପାଉଲାର୍ ହଃର୍ତୁ ଚିଟି
୧ କରନ୍ତି ଚିଟି ବିସୟେ ହଃଦେକ୍
କରନ୍ତି ମଣ୍ଡ୍ଳିକେ ପାଉଲାର୍ ହଃର୍ତୁ ଚିଟି ଜିସୁକ୍ରିସ୍ଟର୍ ଜଃଲମାର୍ ହାକାହାକି ୫୫ ବଃର୍ସ୍ ହଃଚେ ଲେକା ଅୟ୍ଆଚେ ୧:୧ । ଅଃମାର୍ ହାକ୍ ରିଲା ଜଳେକ୍ ଚିଟି ବିତ୍ରେ ଇରି ପାଉଲ୍ କରନ୍ତିକେ ଲେକ୍ଲା ହଃର୍ତୁ ଚିଟି । ପାଉଲ ଇ ଚିଟି ଏପିସିଏ ରଃୟ୍କଃରି କରନ୍ତିକେ ଜାତା ଆଗ୍ତୁ ମାସିଦନିଆୟ୍ ହୁଣି ଜାତା ବଃଳ୍ ଲେକ୍ଲା ଚିଟି ୧୬:୫-୯ । ଇ ଚିଟି ତଃୟ୍ ମଣ୍ଡ୍ଳିର୍ କଃତିଗଟ୍ ନେତାମଃନାର୍ ବିତ୍ରେ କଃତେକ୍ ଦୁର୍ବୁଳ୍ ଅବ୍ୟାସ୍ ରିଲା ବିସୟେ ଆର୍ ଦାରିକାମ୍ ସଃଙ୍ଗ୍ ଦଃଳ୍ ବାଗ୍ କଃର୍ତାର୍ ବିସୟ୍ ମଃନ୍ ଲେକୁଲା । କରନ୍ତି ଗଃଳ୍ ଦାରିକାମେ ଜାଣାସୁଣା ରିଲି ସେତାକ୍ ଇ ମଣ୍ଡ୍ଳି ହେଁ ଇ ବିସୟେ ଜଃଞ୍ଜାଳେ ହଃଳିରିଲି । କରନ୍ତି ପୁସ୍ତକେ ହେଁ ଲାଡ୍ ବିସୟେ ୧୩ ହଃଦେ ଗଟ୍ ମୁଳ୍ ବିସୟ୍ ଲେକା ଆଚେ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ କରନ୍ତିୟ ମଣ୍ଡ୍ଳିକେ ଦନ୍ୟବାଦ୍ ଆର୍ ଜୁଆର୍ ଜାଣାଉଁଲା । ୧:୧-୯
୨. ପାଉଲ ମଣ୍ଡ୍ଳିର୍ ଦଃଳ୍ବାଗ୍ ବିସୟେ ଲେକୁଲା । ୧:୧୦–୪:୨୧
୩. ପାଉଲ୍ ଦାରିକାମ୍ ଆର୍ ଜଃୟ୍ଲ୍ କଃଟାଉତା ବିସୟେ ଲେକୁଲା । ୫–୬
୪. ପାଉଲ ବିବାକଃତା, ମୁର୍ତିହୁଜା, ସେବା ଆର୍ଦ୍ନା, ଆତ୍ମାର୍ ଦାନ୍, ମଃରି ଉଟ୍ତାର୍ ବିସୟ୍ ମଃନ୍ କଃଉଁଲା । ୭–୧୫
୫. ସଃରାସଃରି ନିଜାର୍ ଚାଲ୍ଚାଲ୍ତି ବିସୟେ ଲେକୁଲା । ୧୬
1
1 ମୁୟ୍ଁ ପାଉଲ୍ ଆର୍ ଇସ୍ୱରାର୍ ଇଚା ହଃର୍କାରେ କୁଦ୍ଲାର୍ ଜିସୁ କ୍ରିସ୍ଟର୍ ପେରିତ୍ ଅଃମାର୍ ବାୟ୍ ସସ୍ତିନାକେ ଜୁଆର୍ ହଃଟାଉଁଲୁ ।
2 ✡ପେରି ୧୮:୧.କରନ୍ତି ଗଃଳେ ରିଲା ଇସ୍ୱରାର୍ ମଣ୍ଡ୍ଳିକେ ଇ ଚିଟି ଲେକୁଲାୟ୍, ଜୁୟ୍ମଃନ୍ ଇସ୍ୱରାର୍ ହାୟ୍ ନିର୍ମୁଳ୍ ଲକ୍ ଅଃଉଁକେ କୁଦ୍ଲାର୍ ଆର୍ ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ଇସ୍ୱରାର୍ ଅୟ୍ ଆଚ୍ତି ଆର୍ ସଃବୁବଃଳ୍ ଅଃମାର୍ ମାପ୍ରୁ ଜିସୁକ୍ରିସ୍ଟର୍ ସେବା କଃରୁଲାୟ୍ ।
3 ସେ ସଃବୁଲକେ ଅଃମିମଃନାର୍ ଉବା ଇସ୍ୱରାର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ଅଃଉଅ ।
କ୍ରିସ୍ଟର୍ତଃୟ୍ ଆସିର୍ବାଦ୍
4 ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ତୁମିମଃନ୍କେ ଦିଆ ଅୟ୍ଲାର୍ ଇସ୍ୱରାର୍ ଜୁୟ୍ ଦଃୟା ଆୟ୍ଲି, ସେତାର୍ ଗିନେ ମୁୟ୍ଁ ସଃବୁବଃଳ୍ ତୁମିମଃନ୍କାର୍ କଃତାୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, 5 କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ତାର୍ ତଃୟ୍ ସଃବୁ କଃତାୟ୍, ମୁଳ୍କଃରି ସଃବୁ ରଃକମ୍ କଃତା କଃଉତାର୍ ସଃକ୍ତି ତଃୟ୍ ଆର୍ ସଃବୁରଃକମ୍ ଗିଆନେ ତୁମିମଃନ୍ ମାଜନ୍ ଅୟ୍ ଆଚାସ୍ । 6 କ୍ରିସ୍ଟର୍ ସଃବୁ ବିସୟ୍ ତୁମିମଃନ୍କାର୍ ବିତ୍ରେ ତିର୍ କଃରାଅୟ୍ଆଚେ 7 ସେତାର୍ଗିନେ ତୁମିମଃନ୍କେ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗିରଃୟ୍ ପବିତ୍ର ଆତ୍ମାର୍ ଦାନେ ହେଁ ଉଣା ନଃହେଳାସ୍ । 8 ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦିନେ ଜଃନ୍କଃରି ତୁମିମଃନ୍ ଲିନ୍ଦା ନଃହାଉଆସ୍, ଇତାର୍ ଗିନେ ସେ ତୁମିମଃନ୍କେ ସେସ୍ଦିନ୍ ହଃତେକ୍ ବାଚାୟ୍ଦ୍ । 9 ଜୁୟ୍ ଇସ୍ୱର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ରେତାର୍ ଗିନେ ତୁମିମଃନ୍କେ କୁଦିଆଚେ ସେ ସଃବୁବଃଡ୍, ସଃତ୍ ।
ବିସ୍ୱାସି ବିତ୍ରେ ଦଃଳ୍ ବାଗ୍ ଅଃଉତାର୍
10 ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା । 11 ଏ ମର୍ ବାୟ୍ବେଣିମଃନ୍, କ୍ଲୟ୍ ଗଃରାର୍ ଲକାର୍ ତଃୟ୍ହୁଣି ତୁମାର୍ କଃତା ମକେ ଜାଣା ହଃଳିଆଚେ ଜେ, ତୁମାର୍ ବିତ୍ରେ ବେଗଳ୍ ଆଚେ 12 ✡ପେରି ୧୮:୨୪.ମର୍ କଃତାର୍ ବାବ୍ ଇରି, ତୁମିମଃନ୍କାର୍ ବିତ୍ରେ କୁୟ୍ କୁୟ୍ ଲକ୍ମଃନ୍, କଃଉଁଲାୟ୍, “ମୁଁୟ୍ ପାଉଲାର୍;” କେକେ କଃଉଁଲାୟ୍ “ମୁଁୟ୍ ଆପଲାର୍;” କେକେ କଃଉଁଲାୟ୍ “ମୁଁୟ୍ କେପାର୍;” ଆର୍ କେକେ କଃଉଁଲାୟ୍ “ମୁଁୟ୍ କ୍ରିସ୍ଟର୍ ହଃଚେ ଜଃଉଁଲେ ।” 13 କ୍ରିସ୍ଟ କାୟ୍ ବାଗ୍ ଅୟ୍ଆଚେ ? ତୁମାର୍ ଗିନେ କାୟ୍ ପାଉଲ କ୍ରୁସେ ମଃରି ରିଲା ? ଆର୍ ତୁମିମଃନ୍କେ କାୟ୍ ପାଉଲାର୍ ନାଉଁଏ ବାପ୍ତିସମ୍ ଅୟ୍ରିଲାସ୍ ?
14 ✡ପେରି ୧୮:୮; ପେରି ୧୯:୨୯; ରମି ୧୬:୨୩.କ୍ରିସ୍ପ ଆର୍ ଗାୟକ୍ ଚାଡି ତୁମିମଃନ୍କାର୍ ବିତ୍ରେ ଆର୍ କାକେହେଁ ବାପ୍ତିସମ୍ ନଃଦେୟ୍ଁ ବଃଲି ମୁଁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, 15 ଇତାର୍ ଗିନେ କେ ତୁମିମଃନ୍କେ ମର୍ ନାଉଁଏ ବାପ୍ତିସମ୍ ଅୟ୍ ଆଚାସ୍ ବଃଲି କେ ନଃକଃଉଅତ୍ । 16 ✡୧ କର ୧୬:୧୫.ହେଁ ସ୍ତିପାନାର୍ କୁଟୁମ୍କେ ହେଁ ବାପ୍ତିସମ୍ ଦଃୟ୍ଆଚି; ଇରି ଚାଡି ମୁୟ୍ଁ ଆର୍ କାକେ ବାପ୍ତିସମ୍ ଦଃୟ୍ଆଚି ବଃଲି ମୁୟ୍ଁ ଏତୁ କଃରୁଲେ । 17 କାୟ୍ତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।
କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଗିଆନ୍
18 କାୟ୍ତାକ୍ବଃଲେକ୍ ନାସ୍ ଅଃଉତା ଲକ୍ମଃନାର୍ ଗିନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ କଃତା ନିର୍ବୁଦିଆ, ମଃତର୍ ମୁକ୍ତି ହାଉତାର୍ ଅଃମିମଃନାର୍ ଗିନେ ସେରି ଇସ୍ୱରାର୍ ସଃକ୍ତି । 19 ତଃବେ ସାସ୍ତରେ ଲେକା ଆଚେ,
“ମୁଁ ଗିଆନି ଲକ୍ମଃନାର୍ ଗିଆନ୍ ନଃସ୍ଟ୍ କଃରିନ୍ଦ୍,
ଆର୍ ବୁଦିମାନ୍ ମଃନାର୍ ବୁଦିକ୍ ନଃଚି ।”
20 ଗିଆନି କଃୟ୍ ? ହଃଣ୍ଡିତ୍ କଃୟ୍ ? ଇ ଜଃଗତାର୍ କଃତାକାଟୁ ଗିଆନି କଃୟ୍ ? ଇସ୍ୱର୍ କାୟ୍ ଜଃଗତାର୍ ଗ୍ୟାନ୍କ୍ ନିର୍ବୁଦିଆ ବଃଲି କୟ୍ ନଃକେରେ ?
21 କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଗିଆନ୍ ଜାଣାହଃଳି ରିଲେକ୍ ହେଁ ଜଃଗତ୍ ନିଜାର୍ ଗିଆନେ ଇସ୍ୱର୍କେ ନଃଜାଣ୍ଲାକ୍ ଇସ୍ୱର୍ ବଃକୁଆ ହାଣେ ବିସ୍ୱାସ୍ କଃଲେକ୍ ମୁକ୍ତି ହାଉତାର୍ ସେରି ଇସ୍ୱର୍ ତିର୍ କଃଲା ଆଚେ । 22 କାୟ୍ତାକ୍ବଃଲେକ୍ ଜିଉଦି ମଃନ୍ କାବା ଅଃଉତା ଚିନ୍ ଲଳ୍ତି, ଆର୍ ଗ୍ରିକ୍ମଃନ୍ ଗିଆନ୍ ଲଳ୍ତି । 23 ମଃତର୍ ଅଃମିମଃନ୍ କ୍ରୁସେମଃଲା କ୍ରିସ୍ଟକେ ପର୍ଚାର୍ କଃରୁଲୁ, ଜେ ଜିଉଦିମଃନାର୍ ଗିନେ ବାଦା ହର୍ ଆର୍ ଅଜିଉଦିମଃନାର୍ ଗିନେ ଅଗ୍ୟାନ୍ ହର୍ । 24 ମଃତର୍ ଜିଉଦି ଅଃଉଆ କି ଅଜିଉଦି ଲକ୍ ଅଃଉଆ, ଜୁୟ୍ ଲକ୍ମଃନ୍କେ ଇସ୍ୱର୍ କୁଦିଆଚେ, ସେମଃନାର୍ ଗିନେ କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଇସ୍ୱରାର୍ ଗିଆନ୍ ହର୍ ଅୟ୍ଦ୍ । 25 ବଃଲେକ୍ ଜୁୟ୍ରି ଇସ୍ୱରାର୍ ନିର୍ବୁଦିଆର୍ କଃତା ମାନାୟ୍ର୍ ଗିଆନେ ହୁଣି ଅଃଦିକ୍ ହୁର୍ନ୍ ଗିଆନ୍ ହର୍, ଆର୍ ଇସ୍ୱରାର୍ ବଃଳ୍ ନାୟ୍ଲାର୍ ମାନାୟ୍ର୍ ବଃଳ୍ ତଃୟ୍ ହୁଣି ଅଃଦିକ୍ ସଃକାତ୍ ହର୍ ।
26 ଏ ବାୟ୍ ଆର୍ ବେଣିମଃନ୍, ଇସ୍ୱର୍ କୁଦ୍ଲା ବଃଳ୍ ତୁମିମଃନ୍ କଃନ୍କାର୍ ରିଲାସ୍ ସେରି ଏତାୟ୍ ଦଃକା, ଜଃଗତାର୍ ଇସାବେ ବାବିଦଃକା ସଂସାରାର୍ କଃତା ହଃର୍କାରେ ତୁମିମଃନାର୍ ବିତ୍ରେ କଃତେକ୍ ଲକ୍ ଗିଆନି, ସଃକ୍ତିସାଳି ଆର୍ କଃତେକ୍ ଡାକେ ହୁଟି ରିଲାୟ୍ । 27 ମଃତର୍ ଜଃନ୍କଃରି କୁୟ୍ ଜଃଗତ୍ ଇସ୍ୱରାର୍ ମୁଏଁ ଗର୍ବ୍ ନଃକେରେ, ଇତାକ୍ ମୁର୍କ୍ ବିସୟ୍ ବାଚି ଆଚେ । 28 ଇତାର୍ ଗିନେ ଇସ୍ୱର୍ ଗିଆନି ମଃନ୍କେ ଲାଜ୍ କଃରାଉଁକ୍ ଜଃଗତାର୍ ଅଗ୍ୟାନିମଃନ୍କେ ବାଚିଆଚେ, ଆରେକ୍ ବଃଳ୍ବାନ୍ମଃନ୍କ୍ ଲାଜ୍ କଃରାଉଁକ୍ ଇସ୍ୱର୍ ଜଃଗତାର୍ ବଃଳ୍ ନଃୟ୍ଲା ଲକ୍କେ ବାଚ୍ଲା । 29 ଆର୍ ଜାୟ୍ରି ଜଃଗତାର୍ ଆକାୟ୍ ମାୟ୍ନ୍କାରି, ସେ ସଃବୁ ତିନିହଲ୍ୟା କଃରୁକେ ଇସ୍ୱର୍ ଜଃଗତାର୍ ମଲ୍ ନୟ୍ଲାର୍ ଆର୍ ନଃହେଚାର୍ଲା କଃତାକ୍ ହେଁ, ଗଣିତା ନାୟ୍ଲାରିମଃନ୍ ବାଚ୍ଲା ଆଚେ । 30 ମଃତର୍ ଇସ୍ୱର୍ ତୁମିମଃନ୍କେ ଜିସୁର୍ ତଃୟ୍ ମିସାୟ୍ ଆଚେ, ଆର୍ ସେ କ୍ରିସ୍ଟ ହଃକା ଅଃମାର୍ ଗିନେ ଗ୍ୟାନ୍ ହର୍ ଅୟ୍ଆଚେ । ତାର୍ ଗିନେ ଇସ୍ୱରାର୍ ସଃଙ୍ଗ୍ ଅଃମିମଃନାର୍ ମିସାଣ୍ ଟିକ୍ ଅୟ୍ଆଚେ, ତଃବାର୍ ଗିନେ ଦଃର୍ମି ଆର୍ ପବିତ୍ର ଲକ୍ ଅୟ୍ ମୁକ୍ଳି ଆଚୁ । 31 ଇତାର୍ ଗିନେ ସାସ୍ତରେ ଜଃନ୍କାର୍ ଲେକା ଅୟ୍ଆଚେ, “ଜେ ଗଃର୍ବ୍ କଃରୁକେ ମଃନ୍ କଃରେଦ୍, ସେ ମାପ୍ରୁ ଜାୟ୍ରି କଃରିଆଚେ ସେତାର୍ ଗିନେ ସେ ଗଃର୍ବ କଃର ।”