3
1 ✡ପେରି ୧୭:୧୫.ଇତାର୍ ଗିନେ ଅଃମିମଃନ୍ ଆରେକ୍ ସଃମ୍ବାଳୁ ନଃହାର୍ଲୁ । ତଃବେ ଆତିନି ତଃୟ୍ ଏକ୍ଲା ରେଉଁକ୍ ତିର୍ କଃଲୁ, 2 ଆରେକ୍ ତୁମିମଃନ୍କେ ତିର୍ ଆର୍ ତାହୁନ୍ କଃରୁକେ ଆର୍ ତୁମିମଃନାର୍ ବିସ୍ୱାସାର୍ କଃତାୟ୍ ତୁମିମଃନ୍କେ ସାସ୍ ଦେଉଁକ୍ କ୍ରିସ୍ଟର୍ ନିକ କବୁର୍ ପର୍ଚାର୍ କଃର୍ତା କାମେ ଇସ୍ୱର୍ ସଃଙ୍ଗ୍ କାମ୍ କଃର୍ତା ଅଃମାର୍ ବାୟ୍ ତିମତିକେ ହଃଟାୟ୍ଲୁ, 3 ଜଃନ୍କଃରି କେ ହେଁ ଇ ସଃବୁ ଦୁକ୍ କଃସ୍ଟାର୍ ଗିନେ ବିସ୍ୱାସ୍ ଚାଡି ହଃଚେ ନଃଗୁଚ୍ତି । ଇତାର୍ ଗିନେ ଇସ୍ୱର୍ ଅଃମିମଃନ୍କ୍ ବାଚିଆଚେ ବଃଲି ତୁମିମଃନ୍ ତ ନିଜେ ଜାଣି ଆଚାସ୍ । 4 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜେ ଦୁକ୍ ବୟଃଗ୍ କଃରୁକେ ଅୟ୍ଦ୍, ଇରି ଅଃମିମଃନ୍ ତୁମାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନ୍କେ ଆଗ୍ତୁ ତର୍କେ ତର୍ କୟ୍ରିଲୁ, ଆରେକ୍ ସେବାନ୍ୟା ଗଃଟିଆଚେ, ଆର୍ ତୁମିମଃନ୍ ସେରି ଜାଣାସ୍ । 5 ଇତାର୍ ଗିନେ, କଃଡେବଃଳ୍ ସୟ୍ତାନ୍ ତୁମିମଃନ୍କେ କଃଟ୍ହାଳ୍ ବୁଜି ରଃୟ୍ଦ୍ ଆର୍ ଅଃମିମଃନାର୍ କାମ୍ ହଲ୍ୟାୟ୍ ଜାୟ୍ ରଃୟ୍ଦ୍, ଇ ମଃନେ ବାବି ମୁୟ୍ଁ ହେଁ ଆରେକ୍ ସଃମ୍ବାଳି ରେଉଁ ନାହାର୍ଲାକ୍ ତୁମିମଃନାର୍ ବିସ୍ୱାସାର୍ କଃତା ଜାଣୁକେ ତିମତିକ୍ ହଃଟାୟ୍ଲେ ।
6 ✡ପେରି ୧୮:୫.ମଃତର୍ ଅଃବେ ତିମତି ତୁମାର୍ ଲଃଗେ ହୁଣି ଅଃମିମଃନାର୍ ଲଃଗେ ବାଉଳି ଆସିଆଚେ, ଆର୍ ସେ ତୁମାର୍ ବିସ୍ୱାସ୍ ଆର୍ ଲାଡ୍ ବିସୟେ ସଃର୍ଦାର୍ କବୁର୍ ଆଣିଆଚେ । ସେ ଅଃମିମଃନ୍କେ ଜାଣାୟ୍ ଆଚେ, ତୁମିମଃନ୍କେ ସଃବୁବଃଳ୍ ଅଃମାର୍ ନିକ ଚିତା କଃରୁଲାସ୍ ଆର୍ ଅଃମିମଃନ୍ ଜଃନ୍କଃରି ତୁମିକେ ଦଃକୁକ୍ ମଃନ୍ କଃରୁଲୁ, ତୁମିମଃନ୍ ହେଁ ସେବାନ୍ୟା ଅଃମିମଃନ୍ ଦଃକୁକ୍ ମଃନ୍ କଃରୁଲାସ୍ । 7 ଇତାର୍ ଗିନେ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ସଃବୁ ବିପ୍ତି ଆର୍ ଦୁକ୍ବୟ୍ଗ୍ ବଃଳ୍ ତୁମାର୍ କଃତାୟ୍ ଦୁକ୍ ହାସ୍ରି ଆଚି । ତୁମିମଃନାର୍ ଅଃଟୁଆ ବିସ୍ୱାସ୍ ହଃକା ଅଃମିମଃନ୍କେ ବାଚାୟ୍ ଆଚେ । 8 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଅଃବେ ଜିବନ୍ ଆଚୁ, ଜଦି ତୁମିମଃନ୍ ଅଃବେ ହଃତେକ୍ ମାପ୍ରୁର୍ ତଃୟ୍ ତିର୍ ଆଚାସ୍ । 9 ସେତାକ୍, ଅଃମାର୍ ଇସ୍ୱର୍ ତଃୟ୍ ତୁମିମଃନାର୍ ଗିନେ ଅଃମିମଃନ୍ ଜୁୟ୍ ସଃବୁ ସଃର୍ଦାୟ୍ ସଃର୍ଦା ଅଃଉଁଲୁ, ସେତାର୍ ବାଦୁଲେ ତୁମାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ । 10 ତୁମିମଃନାର୍ ବିସ୍ୱାସେ ଜାୟ୍ରି ଉଣା ଆଚେ, ସେରି ହୁରୁଣ୍ କଃରୁକେ ଅଃମିମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କଃରି ମିସୁ ହାରୁ, ଇତାର୍ ଗିନେ ଦିନ୍ରାତି ଇସ୍ୱର୍କେ ପାର୍ତ୍ନା କଃରୁଲୁ ।
11 ଅଃମାର୍ ଇସ୍ୱର୍ ଉବା ନିଜେ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ ତୁମିମଃନାର୍ ଲଃଗେ ଆସୁକ୍ ଅଃମାର୍ ବାଟ୍ ତିଆର୍ କଃରିଦେଅ । 12 ଆର୍ ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଜଃନ୍କଃରି ଜଃବର୍, ସେବାନ୍ୟା ନିଜାର୍ ନିଜାର୍ ବିତ୍ରେ ଆର୍ ବିନ୍ ସଃବୁ ଲକାର୍ ଗିନେ ମାପ୍ରୁ ତୁମିମଃନାର୍ ଲାଡ୍କେ ଅଃଦିକ୍ ବାଡାଅ । 13 ସେ ତୁମିମଃନାର୍ ମଃନ୍ ତିର୍ କଃର, ତଃବେ ଅଃମାର୍ ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ଦଃର୍ମିମଃନାର୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ତୁମିମଃନ୍କେ ଅଃମାର୍ ଉବା ଇସ୍ୱରାର୍ ମୁଏଁ ନିର୍ଦସି ଆର୍ ପବିତ୍ର ଦଃକା ଜାହାସ୍ ।