ପିତରଙ୍କ ଲିଖିତ ଦ୍ୱିତୀୟ ପତ୍ର
ପିତର୍ ଲେକ୍ଲା ଦୁୟ୍ ଲଃମର୍ ଚିଟି
୨ ପିତର୍ ବଇ ବିସୟେ ହଃଦେକ୍
ପିତାରାର୍ ଆରେଗଟ୍ ଚିଟି କଃଉଁଲି ଜେ, ଇ ଚିଟି ପେରିତ୍ ପିତର୍ ଲେକିଆଚେ । ମଃତର୍ ଅଃବେ ଗାଦେକ୍ ହଃଣ୍ଡିତ୍ମଃନ୍ ଇରି ସଃତ୍ ନୟ୍ ବଃଲି କଃଉଁଲାୟ୍ । ଅଃଉଁ ହାରେ ଇରି ପିତର୍ ନଃଲେକେ ମଃତର୍ ଗଟ୍ ବିନ୍ ଲକ୍ ଲେକି ଆଚେ । ଲେକୁ ମାନାୟ୍ କଃଉଁଲା ଜେ, ସେ ଜିସୁ କ୍ରିସ୍ଟକେ ନିଜ୍ ଆକାୟ୍ ଦଃକିରିଲା ସାକି । ମୁଳ୍କଃରି ଜିସୁର୍ ରୁହ୍ ବାଦୁଲ୍ତାର୍ ବିସୟେ କଃଉଁଲା ୧:୧୭-୧୮ ଜଦି ପିତର୍ ଇ ଚିଟି ଲେକ୍ଲା ଅଃଉଁ ହାରେ କ୍ରିସ୍ଟର୍ ଜଃଲମାର୍ ୫୬-୬୯ ବିତ୍ରେ ତାର୍ ମଃର୍ନ୍ ଗଃଟ୍ତା ଆଗ୍ତୁ ଇ ଚିଟି ଲେକିଆଚେ । ପିତର୍ ହେଁ ଇରି ତାର୍ ଦୁୟ୍ ଆରେକ୍ ଗଟେକ୍ ଚିଟି ବଃଲି କଃଉଁଲା ୩:୧ ।
ପିତରାର୍ ହଃର୍ତୁ ଚିଟି ଲେକା ଅୟ୍ଲା ହଃଚେ ସେ ଲେକାର୍ ସଃମୟ୍କେ ଜଃଗା ଦଃୟ୍ ଇତାକ୍ ଆରେକ୍ ଗଟେକ୍ ଚିଟି ବଃଲି କଃଉଁଲା । ସେ ସଃବୁ କ୍ରିସ୍ଟିଆନ୍ମଃନ୍କେ ଇ ଚିଟି ତଃୟ୍ ଟିକ୍ଣା ଜାଣାଉଁଲା । ପିତର୍ ବିସ୍ୱାସିମଃନ୍କେ ସାସ୍ ଦେଉଁକେ ଆର୍ ନିକ ଜିବନ୍ କାଟ୍ତା ହାୟ୍ଁ ଆର୍ ମିଚ୍ ଗୁରୁମଃନାର୍ ହଃଚେ ନଃଜଃଉଁକେ ଜାଗ୍ରତ୍ କଃରୁକେ ଇ ଚିଟି ଲେକୁଲା ୨ । ଜିସୁ ଆସ୍ତାର୍ ବୁତ୍ ଦିନ୍ ଅୟ୍ଦ୍ ବଃଲି କଃଉତି ରିଲା ଲକ୍ମଃନ୍କେ ମଃନା କଃରୁକେ ସାସ୍ ଦଃୟ୍ଆଚେ । ଇସ୍ୱର୍ ବିଲମ୍ ନଃକେର୍ତି ମଃତର୍ ସଃବୁଲକ୍ ଉଦାର୍ ହାଉତି ଇରି ଇସ୍ୱରାର୍ ଇଚା ୩:୮-୯ ଇରି ଗଟେକ୍ ଜିବନାର୍ ନିକ କଃତା ୩:୧୪ ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିତର୍ ନିଜାର୍ ଟିକ୍ଣା ଜାଣାଉଁଲା ଆର୍ ତର୍ ଚିଟି ହଳୁମଃନ୍କେ ଟିକ୍ଣା ଦେଉଁଲା । ୧:୧-୨
୨. ତାର୍ହଃଚେ ବିସ୍ୱାସିମଃନ୍କେ ନିକ ଜିବନ୍ କାଟୁକେ ମଃନେ ଏତୁକଃରି ଦେଉଁଲା, ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ସଃକ୍ତି ଦଃୟ୍ଆଚେ । ୧:୩-୨୧
୩. ସେ ଟକ୍ ଗୁରୁମଃନ୍କେ ଜାଗ୍ରତ୍ କଃରାୟ୍ ସେସ୍ କାଳ୍ହଃତେକ୍ ସେ ମଃନ୍କାର୍ ଉହ୍ରେ କାୟ୍ରି ଗଃଟେଦ୍ ସେରି କଃୟ୍ ଆଚେ । ୨:୧-୨୨
୪. ପିତର୍ ଜିସୁ କ୍ରିସ୍ଟର୍ ଆରେକ୍ ଗଟେକ୍ ତର୍ ଆସ୍ତା ଜଃଗ୍ରାତ୍ ରଃୟ୍ ନିକ ଜିବନ୍ କାଟୁକେ ସାସ୍ ଦେଉଁଲା । ୩:୧-୧୭
1
ପିତରାର୍ ହଃଚାର୍ ଚିଟି
1 ସିମନ୍ ପିତର୍, ଜିସୁ କ୍ରିସ୍ଟର୍ ଗଟେକ୍ ଗତିଦଃଙ୍ଗ୍ଳା ଆର୍ ପେରିତ୍ ଅଃମିମଃନାର୍ ଇସ୍ୱରାର୍ ଆର୍ ମୁକ୍ତିକାରି ଜିସୁକ୍ରିସ୍ଟାର୍ ଦଃର୍ମି ଲାଗି ଜୁୟ୍ମଃନ୍ ଅଃମିମଃନାର୍ ସଃଙ୍ଗେ ସଃମାନ୍ ବାବେ ଜଃବର୍ ମଲାର୍ ବିସ୍ୱାସ୍ ହାୟ୍ ଆଚ୍ତି ସେମଃନାର୍ ହାକ୍ ଚିଟି ଲେକୁଲେ ।
2 ଇସ୍ୱର୍ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟାର୍ ଗିଆନ୍ ଗିନେ ତୁମିମଃନ୍କେ ଦଃୟା ଆର୍ ସୁସ୍ତା ବୁତେକ୍ ଅଃଉଅ ।
ଇସ୍ୱର୍ କୁଦ୍ଲାର୍ ଆର୍ ବାଚ୍ଲାର୍
3 *ତାର ନିଜାର୍ ବାଗିଦାର୍ ଅଃଉଁକେ, କଃତେକ୍ ହର୍ନା ଲେକାୟ୍ ତାର୍ ଦଃୟ୍ ବଃଲି ଆଚେ । ଜେ ଅଃହ୍ଣାର୍ ଜଃଜ୍ମାନ୍ ଆର୍ ସଃତ୍ଗୁଣେ ଅଃମିମଃନ୍କ୍ କୁଦିଆଚେ, ତାର୍ ବିସୟାର୍ ଗିଆନ୍ ତଃୟ୍ ଇସ୍ୱରାର୍ ସଃକ୍ତି ଅଃମିମଃନ୍କ୍ ଜିବନ୍ ଆର୍ ଦର୍ମି ଜିବନ୍ ଅଃଉଁକେ ସଃବୁ ଲଳାରିଲାର୍ ବିସୟ୍ ଦାନ୍ ଦଃୟ୍ ଆଚେ । 4 ସେତାର୍ଗିନେ ସେ ଅଃମିମଃନ୍କ୍ ବଃଡେ ମଲାର୍ ଆର୍ ସଃବ୍କେ ଉଟ୍ୟା ସଃୟ୍ତ୍ମଃନ୍ ଦିଲାଆଚେ, ଜଃନ୍କଃରି ସେରିସଃବୁ ତଃୟହୁଣି ତୁମିମଃନ୍ କଃରାବ୍ ଇଚା ତଃୟ୍ହୁଣି ଜୁୟ୍ ନାସ୍ଅଃଉତା ଜଃଗତେ ଆଚେ, ସେତିହୁଣି ବାଚିକ୍ରି ଇସ୍ୱରାର୍ ଗୁଣାର୍ ବାଟା ହାଉଆସ୍ । 5 ହେଁ ଇତାର୍ ଗିନେ ତୁମିମଃନ୍ ବଃଡେ ଜଃତୁନାର୍ ସଃଙ୍ଗ୍ ବିସ୍ୱାସ୍ ସଃଙ୍ଗ୍ ସଃତ୍ଗୁଣ୍, ସଃତ୍ଗୁଣ୍ ସଃଙ୍ଗ୍ ଗିଆନ୍, 6 ଗିଆନାର୍ ସଃଙ୍ଗ୍ ନିଜ୍କେ ସଃମ୍ୱାଳ୍ତାର୍, ସଃମ୍ୱାଳ୍ତା ସଃଙ୍ଗ୍ ସାସ୍, ସାସ୍ ସଃଙ୍ଗ୍ ଦଃର୍ମି ଜିବନ୍, 7 ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍ ଲାଡ୍, ଆରେକ୍ ବାୟ୍ ଲାଡ୍ ସଃଙ୍ଗ୍ ଲାଡ୍ ମିସାଉଆ । 8 ଇସଃବୁ ତୁମାର୍ ତଃୟ୍ ବାଡ୍ଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟାର୍ କଃତାର୍ ଗିଆନେ ହୁର୍ନ୍ ଅଃଉଁକେ ତୁମିମଃନ୍କେ ଅଃଳ୍ସିଆ ଆର୍ ହଃଳ୍ ନୟ୍ଲା ହର୍ ନଃଉଁଆସ୍ । 9 ମଃତର୍ ଇ ସଃବୁ ଜାର୍ ତଃୟ୍ ନାୟ୍, ସେ ଦୁରିକ୍ ଦଃକ୍ତା ହର୍ ନଃୟ୍କଃରି କାଣା ଅୟ୍ଆଚେ, ଆରେକ୍ ଅଃହ୍ଣାର୍ ଆଗେ କ୍ରିରିଲା ହାହେହୁଣି ନିର୍ମୁଳ୍ ଅୟ୍ଲା କଃତା ହାସ୍ରି ଆଚେ ।
10 †ବିସ୍ୱାସ୍ ବାଡାଉ, ହାହେ ହଃଳ୍ସି । ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କୁଦ୍ଲାର୍ ଆର୍ ବାଚ୍ଲାର୍ ତିର୍ କଃରୁକେ ଅଃଦିକ୍ ଜାଗ୍ରତ୍ ଅଃଉଆ; ବଃଲେକ୍ ଇବାନ୍ୟା କଃଲେକ୍ ତୁମିମଃନ୍ କଃବେହେଁ ବିସ୍ୱାସେ ହୁଣି ଜଟ୍ୟାୟ୍ ନଃଉଁଆସ୍ । 11 ଆର୍ ଇରଃକମ୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକଃର୍ତା ଜିସୁ କ୍ରିସ୍ଟର୍ ସଃବୁ ଦିନାର୍ ରାଇଜେ ସଃର୍ଦାୟ୍ ଜଃଉଁକେ ତୁମିମଃନ୍କେ ଦିଆ ଅୟ୍ଦ୍ ।
12 ବଃଲେକ୍ ତୁମିମଃନ୍ ଜଦି ଇ ସଃବୁ କଃତା ଜାଣାସ୍ ଆର୍ ହାୟ୍ରିଲା ସଃତି ତିର୍ କଃରା ଅୟ୍ ଆଚାସ୍, ଅୟ୍ଲେ, ହେଁ ମୁଁୟ୍ ଇ ସଃବୁ କଃତା ତୁମିମଃନ୍କେ ଏତାୟ୍ ଦେଉଁକେ ସଃବୁବଃଳ୍ ଜାଗ୍ରତ୍ ଅୟ୍ନ୍ଦ୍ ରଃୟ୍ଦ୍ । 13 ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ ମକେ ଜଃନ୍କଃରି ଜାଣାୟ୍ ଆଚେ, ସେ ହଃର୍କାରେ ବେଗି ମକେ ଇ ଗଃଗାଳ୍ ହର୍ ତୁମ୍ ଜେ ଚାଡୁକ୍ ଟିକ୍ ଅୟ୍ଦ୍ । 14 ବେଗି ମୁୟ୍ଁ ଇ ନଃସ୍ଟ୍ ଅଃଉତା ଗଃଗାଳେ ହୁଣି ଦୁରି ଜାୟ୍ନ୍ଦ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ କୟ୍ ଆଚେ । 15 ଆର୍ ମୁୟ୍ଁ ମଃଲା ହଃଚେ ତୁମିମଃନ୍ ଇସଃବୁ କଃତା ଜଃନ୍କଃରି ସଃବୁବଃଳ୍ ଏତାଉଁ ହାରାସ୍, ଇତାର୍ ଗିନେ ମୁୟ୍ଁ ଜଃତୁନ୍ କଃରିନ୍ଦ୍ ।
କ୍ରିସ୍ଟର୍ ଜଃଜ୍ମାନାର୍ ସାକି
16 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜଃଡ୍ବଳ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ସଃକ୍ତି ଆର୍ ଆସ୍ତା କଃତା ତୁମିମଃନ୍କେ ଜାଣାୟ୍ଲୁ, ସଃଡେବଃଳ୍ ଚଃଲାକି ସଃଙ୍ଗ୍ କାୟ୍ କଃତା ହେଁ ମଃନେ ହାଜି କୟ୍ ନଃରିଲୁ ମଃତର୍ ତାର୍ ଜଃଜ୍ମାନାର୍ ଆକାୟ୍ ଦଃକ୍ଲା ସାକି ଅୟ୍ରିଲୁ । 17 ✡ମାତି ୧୭:୧-୫; ମାର୍କ ୯:୨-୭; ଲୁକ ୯:୨୮-୩୫.ବଃଲେକ୍ ଜଃଡ୍ବଳ୍ ବଃଡେ ଜଃଜ୍ମାନ୍ ବିତ୍ରେହୁଣି ତାର୍ ଗିନେ ଇ କଃତା ସୁଣାଗଃଲି, “ଏ ମର୍ ଲାଡାର୍ ହଅ, ତର୍ ତଃୟ୍ଁ ମର୍ ବଃଡେ ସଃଲ୍ମତ୍, ସଃଡେବଃଳ୍ ସେ ଉବା ଇସ୍ୱରାର୍ ତଃୟହୁଣି ମାୟ୍ନ୍ ଆର୍ ଜଃଜ୍ମାନ୍ ହାୟ୍ଲା ।” 18 ଅଃମିମଃନ୍ ତାର୍ ସଃଙ୍ଗ୍ ପବିତ୍ର ହଃର୍ବାତେ ରିଲାବଃଳ୍ ନିଜେ ଅଃଗାସେ ହୁଣି ଆୟ୍ଲାର୍ ଇ କଃତା ସୁଣ୍ଲୁ ।
19 ଇତାକ୍ ବାବ୍ବାଦିମଃନ୍ କୟ୍ରିଲା ବାବ୍ବାଣି ଅଃମିମଃନାର୍ ତଃୟ୍ ଅଃଦିକ୍ ଅଃଟୁଆ ଅୟ୍ଆଚେ, ତୁମିମଃନ୍ ସେରି ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଟାଣେ କଃଚ୍ତା କୁପି ହର୍ ମଃନେ ବାବି ଉଜାଳ୍ ନଃହାଉତା ହଃତେକ୍ ଆର୍ ତୁମିମଃନାର୍ ମଃନେ ହାଉଁତିଆ ତାରା ନଃଉଦ୍ତା ହଃତେକ୍ ତାକେ ମଃନ୍ ଦିଆନ୍ କଃଲେକ୍ ନିକ ଅୟ୍ଦ୍ । 20 ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍ କୁୟ୍ ହେଁ ବଃଚନ୍ ଅଃଲ୍ଗା ବାବେ ବାଡାୟ୍କଃରି କଃଉତା ବିସୟ୍ ନଃୟ୍ ।
21 କାୟ୍ତାକ୍ ବଃଲେକ୍ କୁୟ୍ ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ କଃତା କୟ୍ରିଲାୟ୍ ।