ଥେସଲନିକୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
ତେସଲନିକି ଲକ୍ମଃନ୍କେ ପେରିତ୍ ପାଉଲାର୍ ଦୁୟ୍ ଲଃମ୍ବର୍ ଚିଟି
୨ ତେସଲନିକି ଚିଟି ବିସୟେ ହଃଦେକ୍
ତେସଲନିକି ମଣ୍ଡ୍ଳିକେ ଦୁୟ୍ ଲଃମରାର୍ ଚିଟିହେଁ ପାଉଲ ଲେକିରିଲା ୧:୧ । ସେ ତେସଲନିକି ମଣ୍ଡ୍ଳିକେ ହଃର୍ତୁ ଚିଟି ଲେକ୍ଲା ଲଃଗାଲଃଗି ଜିସୁକ୍ରିସ୍ଟର୍ ଜଃଲମାର୍ ୫୧ ବଃର୍ସ୍ ହଃଚେ ଇ ହଃଚାର୍ ଚିଟି ହେଁ ଲେକି ରିଲା । ପାଉଲ ଇ ଚିଟି ତେସଲନିକି ମଣ୍ଡ୍ଳିକେ ଲେକ୍ତାବଃଳ୍ ସେ ଜୁୟ୍ ହଚାର୍ ତର୍ ମିସ୍ନେରି ଅୟ୍ ଜାୟ୍ କରନ୍ତି ମଣ୍ଡ୍ଳିକେ ଜାୟ୍ ରିଲା ସେ ସେତି ହୁଣି ଇ ଚିଟି ଲେକ୍ଲା । ପେରି ୧୭:୧-୧୦ । ଇରି କଃଉଆ ଜଃଉଁଲି ଜେ କଃତେକ୍ ଜିଉଦି ଆର୍ ଅଃନେକ୍ ଗ୍ରିକ୍ ଲକ୍ମଃନ୍ ଇ ମଣ୍ଡ୍ଳି ତିଆର୍ କଃରିରିଲାୟ୍ । ତେସଲନିକି ମଣ୍ଡ୍ଳିକେ ଚିଟି ଜିସୁର୍ ଆରେକ୍ ବାୟ୍ଦ୍ରେ ଆସ୍ତାର୍ ବିସୟେ ଲେକା ଅୟ୍ଲା ଚିଟି, କାୟ୍ତାକ୍ବଃଲେକ୍ ପାଉଲ ଇ ହଃଚାର୍ ଚିଟି ତଃୟ୍ ହେଁ ଇ ବିସୟେ ବେସି ଲେକୁଲା । ପାଉଲ ଅଃଳ୍ସ୍ ହାଣ୍ ଚାଡୁକ୍ ଜଃଗ୍ରାତ୍ କଃରାଉଁଲା, ସଃବୁଲକ୍ ସେମଃନାର୍ କାଦିର୍ ଗିନେ ହାୟ୍ଟି କଃର୍ତା ଲଳା ୩:୬-୧୦ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତାର୍ ଆର୍ ତାର୍ ସଃଙ୍ଗୁଆଳି ମଃନାର୍ ଚିନାଜାଣା କଃରୁଲା । ୧:୧-୨
୨. ପାଉଲ ମଃଣ୍ଡ୍ଳିର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ପାର୍ତନା କଃଲା । ୧:୩-୧୨
୩. ପାଉଲ ସେସ୍ କାଳ୍ ବିସୟେ କଃଉଁଲା । ୨
୪. ସେ ଅଃଳ୍ସିଆ ବିସୟେ ବିରଦ୍ କଃରୁଲା । ୩:୧-୧୫
୫. ପାଉଲ ଜୁଆର୍ ଜାଣାୟ୍ ଲେକୁକ୍ ସେସ୍ କଃଲା । ୩:୧୬-୧୮
1
ତେସଲନି ମଣ୍ଡ୍ଳିକେ ପେରିତ୍ ପାଉଲାର୍ ଚିଟି
1 ✡ପେରି ୧୭:୧.ପାଉଲ୍, ସିଲା ଆର୍ ତିମତି ତଃୟ୍ହୁଣି ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ ରିଲା ତେସଲନିକି ବିସ୍ୱାସି ଦଃଳ୍କେ ଚିଟି ଲେକୁଲେ ।
2 ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
କ୍ରିସ୍ଟ ଆସ୍ତାବ୍ଳାର୍ ବିଚାର୍
3 ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି, 4 ଇବାନ୍ୟା ତୁମିମଃନ୍ ଜୁୟ୍ ସଃବୁ କଃସ୍ଟ୍ ଆର୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ବିତ୍ରେ ତୁମିମଃନାର୍ ସଃମ୍ବାଳ୍ତାର୍ ଆର୍ ବିସ୍ୱାସ୍ ଗିନେ ଅଃମିମଃନ୍ ନିଜେ ଇସ୍ୱରାର୍ ବିସ୍ୱାସି ଦଃଳ୍ ତଃୟ୍ମଃନ୍ ତୁମିମଃନାର୍ ଗିନେ ଗଃର୍ବ୍ କଃରୁଲୁ ।
5 ଇସ୍ୱରାର୍ ରାଇଜ୍ ଗିନେ ତୁମିମଃନ୍ ଜୁୟ୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ଜୟ୍ଗ୍ ବଃଲି ଜାଣାଉଁକେ ଇରି ତ ଇସ୍ୱରାର୍ ଟିକ୍ ବିଚାର୍ ଆର୍ ହଃର୍ମାଣ୍ । 6 ଜୁୟ୍ରି ଟିକ୍ ସେରି ସେ ସାଦୁନ୍ କଃରେଦ୍ ଆର୍ ଜୁୟ୍ ମଃନ୍ ତୁମିମଃନ୍କେ ତାଳ୍ନା କଃରୁଲାୟ୍ ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ । 7 ଇସ୍ୱର୍ ତୁମାର୍ ଦୁକ୍ବଗାର୍ ସେସ୍ କଃରି ଅଃମିକ୍ ହେଁ ବିସାଉଁଣି ଦଃୟ୍ଦ୍ ଇସ୍ୱର୍ ଇ କାମ୍ ସାଦୁନ୍ କଃରେଦ୍, ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ସଃକ୍ତିମାନ୍ ଦୁତ୍ମଃନାର୍ ସଃଙ୍ଗ୍ ଲାଗ୍ତା ଜୟ୍ସଃଙ୍ଗ୍ ସଃର୍ଗେହୁଣି ଆସେଦ୍ । 8 ଜୁୟ୍ ଲକ୍ମଃନ୍ ଇସ୍ୱର୍କେ ନଃଜାଣ୍ତି ଆର୍ ଅଃମିମଃନାର୍ ମାପ୍ରୁ ଜିସୁର୍ ନିକ କବୁର୍ ନଃମାନ୍ତି, ସେମଃନ୍କେ ସେ ସଃଡେବଃଳ୍ ଟିକ୍ ଡଃଣ୍ଡ୍ ଦଃୟ୍ଦ୍ । 9 ସେ ଦିନ୍ ସେମଃନ୍ ଡଃଣ୍ଡ୍ ହାଉତି, ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ଆର୍ ତାର୍ ସଃକ୍ତିର୍ ଜଃଜ୍ମାନ୍ ତଃୟ୍ହୁଣି ବାର୍କଃରା ଅୟ୍ ସଃବୁ ଦିନାର୍ ନାସ୍ ବୟଃଗ୍ କଃର୍ତି, 10 ମଃତର୍ ସେଦିନ୍ ସେ ତାର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ସଃବୁ ବିସ୍ୱାସି ମଃନାର୍ ତଃୟ୍ହୁଣି ମାନ୍ତି ଆର୍ ଜଃଜ୍ମାନ୍ ହାୟ୍ଦ୍, ଇମଃନାର୍ ବିତ୍ରେ ତୁମିହେଁ ମିସାସ୍ । କାୟ୍ତାକ୍ ବଃଲେକ୍ ଅଃମି ତୁମିକେ ଜୁୟ୍ ସଃବୁ ଦଃୟ୍ ରିଲୁ ସେରି ତୁମି ସଃତ୍ କଃରି ଆଚାସ୍ ।
11 ଇତାର୍ ଗିନେ ଅଃମାର୍ ଇସ୍ୱର୍ ନିଜେ ଜଃନ୍କଃରି ତୁମିମଃନ୍କେ କୁଦ୍ଲାର୍ ଜୟ୍ଗ୍ ବଃଲି ଗଃଣିତା କଃରେଦ୍, ଆରେକ୍ ତୁମିମଃନାର୍ ସଃବୁ ସଃତ୍ଇଚା ଆର୍ ବିସ୍ୱାସାର୍ କାମ୍ ତାର୍ ସଃକ୍ତିୟେ ହୁରୁଣ୍ କଃରେଦ୍, ସେତାର୍ଗିନେ ହେଁ ଅଃମିମଃନ୍ ସଃବୁବଃଳ୍ ତୁମିମଃନାର୍ ଗିନେ ପାର୍ତ୍ନା କଃରୁଲୁ । 12 ସେବାନ୍ୟା ଅୟ୍ଲେକ୍ ଅଃମିମଃନାର୍ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ହଃର୍କାରେ ଅଃମିମଃନାର୍ ମାପ୍ରୁ ଜିସୁର୍ ନାଉଁ ତୁମିମଃନାର୍ ତଃୟ୍ ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ତାର୍ ତଃୟ୍ ଜଃଜ୍ମାନ୍ ହାଉଆସ୍ ।
✡1:1 ପେରି ୧୭:୧.