ଯୋହନଙ୍କ ଲିଖିତ ତ୍ରୁତୀୟ ପତ୍ର
ଜହନ୍ ଲେକ୍ଲା ତିନି ଲଃମର୍ ଚିଟି
୩ ଜହନ୍ ଚିଟି ବିସୟେ ହଃଦେକ୍
ତିନି ଲମର ଜହନାର୍ ଚିଟି ୫୦–୧୦୦ ମଃସିଆ ବିତ୍ରେ ଜହନ୍ ଲେକିରିଲା ଜହନ୍ ନିଜେ ଲେକୁ ବଃଲି ନଃକୟ୍ ନିଜେ ପାରାଚିନ୍ ବଃଲି ଲେକୁଲା ୧:୧ ସେ ଦୁୟ୍ ତରାର୍ ଚିଟି ତଃୟ୍ ଜଃନ୍କଃରି ଲେକି ରିଲା ୨ ଜହ ୧:୧ ଇରି ଜାଣା ହଃଳୁଲି ଜେ, ସେ ଏପିସିଏ ରିଲା ବଃଳ୍ ଜହନ୍ ନିକ କବୁର୍ ସଃଙ୍ଗ୍ ୩ ଗଟ୍ ଚିଟି ହେଁ ଲେକିରିଲା, ଜୁୟ୍ରିମଃନ୍ ଅଃଉଁଲି ୧ ଜହନ୍, ୨ ଜହନ୍ ଆର୍ ୩ ଜହନ୍ ।
ଜହନ୍ ଗାୟ ନାଉଁଆର୍ ଗଟ୍ ବିସ୍ୱାସିକେ ଇ ଚିଟି ତଃୟ୍ ଲେକୁଲା । ସେ ଗାୟକେ ଗଟେକ୍ ସଃଙ୍ଗୁଆଳି ବାବେ କୟ୍କଃରି ସେ ଜଃଗାୟ୍ ଏଣେ ତେଣେ ଅୟ୍ରିଲା କ୍ରିସ୍ଟିଆନ୍ ବାୟ୍ବେଣିମଃନ୍କେ ଲେକୁଲା ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜହନ୍ ତାର୍ ଚିଟିର୍ ଟିକ୍ଣା ଜାଣାଉଁଲା । ୧:୧
୨. ଜହନ୍ ଗାୟକେ ସାସ୍ ଦେତାର୍ ଆର୍ ବିସ୍ୱାସି ମଃନ୍କେ ସିକ୍ୟା ଦେଉଁଲା । ୧:୨-୮
୩. ଜହନ୍ ଦିଅତ୍ରପା ଆର୍ ଦିମତ୍ରିଅସ୍ ବିସୟେ କଃଉଁଲା । ୧:୯-୧୨
୪. ଜହନାର୍ ସଃରାସଃରି କଃତା । ୧:୧୩-୧୪
1
1 ✡ପେରି ୧୯:୨୯; ରମି ୧୬:୨୩; ୧ କର ୧:୧୪.ପାରାଚିନ୍ ଜହନ୍ ଜେ ମୁୟ୍ଁ, ମର୍ ଲାଡାର୍ ଗାୟର୍ ହାକ୍ ଇ ଚିଟି ଲେକୁଲେ, ତାକେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ ।
2 ଲାଡାର୍ ସଃଙ୍ଗ୍, ତର୍ ଆତ୍ମାର୍ ଜଃନ୍କଃରି ସୁବ୍ ଅଃଉଁଲି, ସେନ୍କଃରି ସଃବୁ ବିସୟେ ତର୍ ସୁବ୍ ଅଃଉଅ ଆର୍ ତର୍ ଗଃଗାଳ୍ ସଃବୁବଃଳ୍ ନିକ ରେଅ, ଇରି ମର୍ ପାର୍ତନା । 3 କାୟ୍ତାକ୍ବଃଲେକ୍ କଃତେକ୍ ବିସ୍ୱାସି ବାୟ୍ମଃନ୍ ଆସି ଜଃଡେବଃଳ୍ ସଃତ୍ ଉହ୍ରେ ତର୍ ସଃର୍ଦା, ଆଚେ ଆର୍ କଃନ୍କଃରି ଜିବନେ ସଃତ୍ ଚାଲାଚାଲ୍ତି କଃରୁଲିସ୍, ଇ କଃତା ସାକି ଦିଲାୟ୍ ସଃଡେବଃଳ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ଲେ । 4 ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
ଗାୟର୍ ସଃତ୍କାମାର୍ ଗୁଣ୍କଃତା
5 ଲାଡାର୍ ସଃଙ୍ଗ୍, ତୁମି ବାୟ୍ମଃନ୍କେ ମୁଳ୍କଃରି ହଃର୍ବାସି କ୍ରିସ୍ଟିଆନ୍ ଗୁରୁମଃନ୍କେ ଜାୟ୍ରି କଃରୁଲିସ୍ ସେରି ସଃତ୍କଃରି କଃରୁଲିସ୍ । 6 ସେମଃନ୍ ମଣ୍ଡ୍ଳିଏ ତର୍ ଲାଡ୍ କଃତା ସାକି ଦଃୟ୍ ଆଚ୍ତି; ଜୁୟ୍ ଜଦି ସେମଃନ୍କେ ଇସ୍ୱରାର୍ ଜୟ୍ଗ୍ ଉହ୍କାର୍ ଦଃୟ୍ ବାଟ୍ କାଡାୟ୍ ଦେସି, ତଃବେ ନିକ କାମ୍ କଃର୍ସି, 7 ବଃଲେକ୍ ସେମଃନ୍ ଅଜିଉଦିମଃନାର୍ ତଃୟ୍ହୁଣି କାୟ୍ରି ହେଁ ଉହ୍କାର୍ ନଃନେୟ୍ କ୍ରିସ୍ଟର୍ ନାଉଁ ଗିନେ ବାରାୟ୍ ଆଚ୍ତି ।
8 ବଃଲେକ୍ ଅଃମିମଃନ୍ ଜଃନ୍କଃରି ସଃତ୍ ଗିନେ ସେମଃନାର୍ ସଃଙ୍ଗ୍ କାମ୍ କଃରୁ ହାରୁନ୍ଦ୍; ଇତାର୍ ଗିନେ ସେମଃନାର୍ ଉହ୍କାର୍ କଃର୍ତାର୍ ଅଃମାର୍ କାମ୍ ।
ଦିଅତ୍ରପା ଆର୍ ଦିମାତ୍ରିୟ
9 ମୁଁୟ୍ ତୁମାର୍ ମଣ୍ଡ୍ଳିକେ ଗଟେକ୍ ସାନ୍ ଚିଟି ଲେକି ରିଲେ, ମଃତର୍ ମଣ୍ଡ୍ଳି ବିତ୍ରେ ବଃଡ୍ ଅଃଉଁକେ ମଃନ୍କଃରି ଦିୟତ୍ରପା ମର୍ କଃତାକ୍ ନଃଦେର୍ଲାୟ୍ । 10 ସେ ଅଃମିମଃନାର୍ ବିରଦେ କଃରାବ୍ କଃତା କୟ୍ ଅଃମିମଃନ୍କ୍ ଲିନ୍ଦା କଃରୁଲା, ଆରେକ୍ ସଃତେକ୍ସେ ନୟ୍, ନିଜେ ବାୟ୍ମଃନାର୍ ସେବା ନଃକେରୁଲା, ଆରେକ୍ ବିନ୍ ଲକ୍ମଃନ୍ ଉହ୍କାର୍ କଃରୁକେ ମଃନ୍ କଃଲେକ୍, ସେମଃନ୍କେ ନଃକେରାଉଁଲା, ଆର୍ ମଣ୍ଡ୍ଳି ତଃୟ୍ହୁଣି ସେନଃନ୍କେ ବାର୍କଃରୁଲା; ମୁଁୟ୍ ଗଃଲେକ୍ ତାର୍ ଇରି ସଃବୁ କଃଲା କଃରାବ୍ କାମ୍ ମଃନେ ଏତାୟ୍ ଦଃୟ୍ନ୍ଦ୍ ।
11 ଲାଡାର୍ ସାଙ୍ଗ, ଜୁୟ୍ ମଃନ୍ଦ୍ କାମାର୍ ହଃଚେ ନଃଜାୟ୍କଃରି ସଃତ୍ କାମାର୍ ହଃଚେ ଜାଆ, ଜେ ସଃତ୍ କାମ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ କଃରାବ୍ କାମ୍ କଃରେଦ୍ ସେ ଇସ୍ୱର୍କେ ନଃଜାଣେ ।
12 ଦିମିତ୍ରିୟର୍ କଃତା ସଃବୁଲକ୍ ନିକ ସାକି ଦେଉଁଲାୟ୍; ସଃତ୍ ନିଜେ ହେଁ ସାକି ଦେଉଁଲି; ଅଃମିମଃନ୍ ହେଁ ସାକି ଦେଉଁଲୁ । ଆର୍ ଅଃମିମଃନାର୍ ସାକି ଜେ ସଃତ୍ ଇରି ତୁମି ଜାଣୁଲାସ୍ ।
ସଃରାସଃରି କଃତା
13 ତୁମାର୍ହାକ୍ ମର୍ ଗାଦେକ୍ କଃତା କଃଉତାର୍ ଆଚେ, ମଃତର୍ ସିରାୟ୍ ଆର୍ ପେନ୍ ତଃୟ୍ଁ ସେରି ଲେକୁକେ ମଃନ୍ ନଃକେରୁଲେ । 14 ମର୍ ଆସା ଜେ, ବେଗି ତୁମାର୍ ସଃଙ୍ଗ୍ ବେଟ୍ ଅୟ୍ଦ୍ ଆର୍ ଅଃମିମଃନ୍ ଗଟେତଃୟ୍ ବଃସି ଗଟିକଃତା କଃରୁଆଁ ।
15 ତୁମାର୍ ଉହ୍ରେ ସୁସ୍ତା ଅଃଉଅ; ତୁମାର୍ ମିତ୍ରମଃନ୍ ତୁମିକେ ନାଉଁ ଦଃରି ଜୁଆର୍ ଜାଣାଉଁଲାୟ୍ ।
ଅଃମାର୍ ସଃବୁ ମିତ୍ରମଃନ୍କେ ମର୍ ନିଜାର୍ ଜୁଆର୍ ଜାଣାଉଆ ।
✡1:1 ପେରି ୧୯:୨୯; ରମି ୧୬:୨୩; ୧ କର ୧:୧୪.