6
ଆୟା ଉବା ଆର୍ ହିଲାମଃନ୍
1 ✡କଲ ୩:୨୦.ଏ ହିଲାମଃନ୍, ମାପ୍ରୁର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; 2 ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟ୍ଆଚେ । 3 ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ “ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।”
4 ✡କଲ ୩:୨୧.ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପ୍ରୁର୍ ଗୁଣ୍ ଆର୍ ସିକ୍ୟା ଦଃୟ୍ ବାଡାଉଆ ।
ଗତିଦଃଙ୍ଗ୍ଳା ଆର୍ ସାଉକାର୍
5 ✡କଲ ୩:୨୨-୨୫.ଏ ଗତିଦଃଙ୍ଗ୍ଳାମଃନ୍, ତୁମିମଃନ୍ କ୍ରିସ୍ଟର୍ ବଲ୍କେ ଜଃନ୍କଃରି ମାନୁଲାସ୍, ସେନ୍କଃରି ମାନ୍ତି ସଃଙ୍ଗ୍, ମଃନ୍ ଦଃୟ୍କଃରି ଇ ଜଃଗତାର୍ ନଃର୍ ସାଉକାର୍ମଃନାର୍ ବଲ୍ ମାନା । 6 ସାଉକାର୍ ତୁମିକେ ଦଃକ୍ତି ରିଲା ବଃଳ୍ ତାର୍ତଃୟ୍ ବଃଲ୍ ବଃଲାୟ୍ ଅଃଉଁକେ ଇରି ନଃକେରି, କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହର୍ ତୁମାର୍ ସଃବୁ ମଃନ୍ହଃରାଣ୍ ଦଃୟ୍ ଇସ୍ୱରାର୍ ଇଚା ହୁରୁଣ୍ କଃରା । 7 ଲକ୍ମଃନାର୍ ସେବା କଃରୁଲୁ ବଃଲି ନଃବାବି ମାପ୍ରୁର୍ ସେବା କଃଲା ହର୍ ସଃର୍ଦା ମଃନେ କଃରା । 8 ଏତାଉଆ, ସେ ଗତିଦଃଙ୍ଗ୍ଳା ଅଃଉଅ କି ନିଜାର୍ ତଃଳେ ରେଉଅ ମାପ୍ରୁ ସଃବୁ ଲକେ ତାର୍ ସଃତ୍ କାମ୍ ହାଁୟ୍ ପୁରିସ୍କାର୍ ଦଃୟ୍ଦ୍ ।
9 ✡କଲ ୪:୧; କଲ ୩:୨୫.ଆର୍ ଏ ସାଉକାର୍ମଃନ୍ ସଃବୁ ତୁମାର୍ ଗତିକଃଟୁମଃନ୍କେ ନିକ ବେବାର୍ କଃରା ଆର୍ ସେମଃନ୍କେ ଦଃମ୍କାଉଆ ନାୟ୍ । ମଃନେରଃକା ତୁମି ଆର୍ ତୁମାର୍ ଦଃଙ୍ଗ୍ଳାମଃନ୍ ସଃବୁଲକ୍ ସେ ସଃର୍ଗାର୍ ମାପ୍ରୁର୍ ତଃଳେ; ସେ ସଃବ୍କେ ସଃମାନ୍ ବିଚାର୍ କଃରେଦ୍ ।
ଆତ୍ମିକ୍ ଜୁଜ୍ ସଃଜ୍ବାଜ୍
10 ସଃରାସଃରି କଃତା ଇରି, ମାପ୍ରୁର୍ ସଃକ୍ତି ହାୟ୍ ତାର୍ ବଃଳେ ତିଆର୍ ଅୟ୍ ସଃକ୍ତିମାନ୍ ଅଃଉଅ । 11 ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ । 12 ବଃଲେକ୍ ଅଃମିମଃନ୍ ଇ ଜଃଗତାର୍ ମାନାୟ୍ ମଃନାର୍ ବିରଦେ ଜୁଜ୍ ନଃକେରୁ; ଅଃମି ଅଃଗାସାର୍ ସୟ୍ତାନାର୍ ସଃକ୍ତି ଆର୍ ଇ ଅଃନ୍ଦାର୍ ଜୁଗାର୍ ସାସନ୍କଃର୍ତା, ଅଃଦିକାରି ଆର୍ ସଃବୁ ହୁର୍ତିବିର୍ ସଃକ୍ତି ବିରଦେ ଜୁଜ୍ କଃରୁଲୁ । 13 ତଃବେ ଅଃବେ ଇସ୍ୱର୍ ଦିଲା ଜୁଜ୍ ସାଜଃବାଜ୍ ହିନ୍ଦା, ତଃନ୍ଅଃୟ୍ଲେକ୍ ବିପ୍ତି ବଃଳ୍ ତୁମିମଃନ୍ ସଃତ୍ରୁ ଜୁଜ୍ କଃରୁକେ ଆୟ୍ଲେକ୍ ଚେକୁ ହାରାସ୍ ଆର୍ ସଃରାସଃରି ହଃତେକ୍ ଜୁଜ୍ କଃରି ଅଃଟୁଆ ରେଉଁ ହାରାସ୍ ।
14 ତଃବେ ସଃତ୍ହର୍ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍ହାଟା ହିନ୍ଦା, 15 ହାଦେ ସୁସ୍ତାର୍ ନିକ କବୁର୍ ହର୍ ହାଣ୍ଡାୟ୍ ହିନ୍ଦି ଅଃଟୁଆ ଅୟ୍ରିଆ । 16 ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା । 17 ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା । 18 ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା । 19 ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ । 20 ଅଃବେ ସିକ୍ଳାୟ୍ ବାନ୍ଦାୟ୍ ଅୟ୍ରିଲେକ୍ ହେଁ ମୁଁ ନିକ କବୁର୍ ଗିନେ ଗଟେକ୍ କବୁର୍ କାରିଆ । ପାର୍ତ୍ନା କଃରା, ଜଃନ୍କଃରି ମୁୟ୍ଁ ସାସ୍ ସଃଙ୍ଗ୍ ଟିକ୍ ବାବେ ନିକ କବୁର୍ ପର୍ଚାର୍ କଃରୁ ହାରିନ୍ଦ୍ ।
ସଃରାସଃରି କଃତା
21 ✡ପେରି ୨୦:୪; ୨ ତିମ ୪:୧୨.✡କଲ ୪:୭,୮.ମର୍ ଜୁଆର୍ ବଃଲେକ୍ ମୁୟ୍ଁ କଃନ୍କାର୍ ଆଚି, ଇରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଲାଡାର୍ ବାୟ୍ ଆର୍ ମାପ୍ରୁର୍ କାମେ ବିସ୍ୱାସାର୍ ଜୟ୍ଗ୍ ସେବାକାରି ତୁକିକ, ସେ ତୁମିମଃନ୍କେ ସଃବୁ କଃତା ଜାଣାୟ୍ଦ୍ । 22 ଅଃମି ସଃବୁଲକ୍ କଃନ୍କାର୍ ଆଚୁ, ସେ କଃତା କୟ୍ ତୁମିମଃନ୍କେ ମଃନ୍ବିତ୍ରେ ସଃର୍ଦା କଃର୍ତା ହାଁୟ୍ ମୁୟ୍ଁ ତାକେ ତୁମିମଃନାର୍ ହାକ୍ ହଃଟାୟ୍ ଆଚି ।
23 ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ସଃବୁ ବିସ୍ୱାସି ବାୟ୍ ଆର୍ ବେଣିମଃନ୍କେ ସୁସ୍ତା, ଲାଡ୍ ଆର୍ ବିସ୍ୱାସ୍ ଦେଉଅ । 24 ଜଃତେକ୍ ଲକ୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟକେ କଃବେ ନଃସେର୍ତା ଲାଡେ ଲାଡ୍ କଃରୁଲାୟ୍, ସେମଃନ୍କେ ଇସ୍ୱରାର୍ ଦଃୟା ଅଃଉଅ ।