ଯାକୁବଙ୍କ ଲିଖିତ ପତ୍ର
ଜାକୁବ ଲେକ୍ଲା ଚିଟି
ଜାକୁବ ଚିଟି ବିସୟେ ହଃଦେକ୍
ଜାକୁବ୍ ଚିଟି ଜାକୁବ୍ ନାଉଁଆର୍ ଗଟ୍ ଲକ୍ ଆଚେ। ଇ ଜାକୁବ୍ ଅଃଉଁ ହାରେ ଜିସୁ କ୍ରିସ୍ଟର୍ ବାୟ୍ ରିଲା, ଜେ କି ଆରୁମ୍ ମଣ୍ଡ୍ଳିର୍ ଗଟେକ୍ ନେତା ଆର୍ ଜିରୁସାଲେମ୍ ବଃଡ୍ ବେରାଣାର୍ ମେମର୍ ରିଲା ପେରି ୧୫:୧୩ । ପେରିତ୍ ପାଉଲ୍ ହେଁ ଜାକୁବକେ ଗାଲାତିୟ ମଣ୍ଡ୍ଳିର୍ ମୁଣ୍ଡା ବଃଲି କଃଉଁଲା ଗାଲା ୨:୯ । ଜାକୁବ ପୁସ୍ତକ୍ ଜିସୁକ୍ରିସ୍ଟାର୍ ଜଃଲମାର୍ ୫୦ ମଃସିଆ ହଃଚେ ଲେକା ଜାୟ୍ ଆଚେ ବଃଲି ବାଇବଲ୍ ହଃଣ୍ଡିତ୍ମଃନ୍ ବିସ୍ୱାସ୍ କଃରୁଲାୟ୍ । ଜାକୁବ ଜିରୁସାଲେମାର୍ ନେତା ରିଲା ସେତାର୍ ଗିନେ ଅଃଉଁ ହାରେ ସେତି ବାସା କଃର୍ତି ରିଲା ବଃଳ୍ ସେ ଇ ପୁସ୍ତକ୍ ଲେକିରିଲା । ଜାକୁବ ସଃବୁ ଦେସେ ଜଃତ୍କଃତ୍ ଅୟ୍ରିଲା ବାର୍ ଗସ୍ଟିମଃନ୍କେ ତାର୍ ବଇଲଃଗେ ଟିକ୍ଣା ଜାଣାଉଁଲା ୧:୧ ।
ଅଃଉଁ ହାରେ ଜାକୁବ୍ ବଇର୍ ବେବାର୍ ଜୟ୍ଗ୍ ବିସୟ୍ ସଃବୁ କ୍ରିସ୍ଟିଆନ୍ମଃନାର୍ ଗିନେ, ମଃତର୍ ବାରଗସ୍ଟି ବିସୟେ ବେବାର୍ କଃରାଜାୟ୍ ରିଲା ସଃବ୍ଦ୍ ଅଃଉଁ ହାରେ ଜାକୁବ ସଃଳ୍କେ ଜିଉଦି କ୍ରିସ୍ଟିଆନ୍ମଃନ୍କେ ଲେକିରିଲା । ବଃଲେକ୍ ଇ ପୁସ୍ତକ୍ ଚିନ୍ବିନ୍ ଅୟ୍ରିଲା ହଳୁମଃନ୍କେ ହଚାଉତା ବିସୟେ ଟିକ୍ଣା ଜାଣାଉଁଲି । ଜାକୁବ୍ ବିସ୍ୱାସ୍ ଆର୍ କାମାର୍ ଗବିର୍ ମିସାଣ୍ ବିସୟେ ଜାଣାୟ୍ କଃଉଁଲା ଜେ, ସଃତ୍ ବିସ୍ୱାସ୍ କାମେ ଡିସାହଃଳେଦ୍ ୨:୧୭ । ସେ ଦଃନି ଲକମଃନାର୍ ଗିନେ ମୁକ୍ମେଟ୍ ବିସୟେ ଜଃଗ୍ରାତ୍ କଃରାଉଁଲା ୨:୧-୪ ଜାଣି ବିଚାରି କଃତା ବାର୍ତା ଅଃଉତା ବିସୟେ ହେଁ ଜାଗ୍ରତ୍ ଅଃଉଁକେ କଃଉଁଲା । ୩:୧-୧୨
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜାକୁବ୍ ତାର୍ ଚିଟି ହଳୁମଃନ୍କେ ଜୁଆର୍ ଜାଣାଉଁଲା । ୧:୧
୨. ସେ କ୍ରିସ୍ଟିଆନ୍ମଃନ୍କେ ଦୁକ୍ ବଃଳ୍ ସାସ୍ଦଃରି ରେଉଁକେ ସାସ୍ ଦେଉଁଲା । ୧:୨-୨୭
୩. କାମେ କଃନ୍କଃରି ବିସ୍ୱାସ୍କେ ଦଃକାଉଁକେ ଦଃର୍କାର୍ ସେବିସୟେ କଃଉଁଲା । ୨:୧-୨୬
୪. ବାକ୍ୟ କଃନ୍କଃରି ସଃକ୍ତି ଅଃଉଁ ହାରେ ସେରି ସେ ଜାଣାଉଁଲା । ୩:୧-୧୨
୫. ଜାକୁବ୍ ଇସ୍ୱରାର୍ ଗିଆନ୍ ଜଃଗତାର୍ ଗ୍ୟାନ୍ ତଃୟ୍ହୁଣି ବିନ୍ ସେରି କଃଉଁଲା । ୩:୧୩–୪:୧୦
୬. ହଃଚେ ସେ ତାର୍ ଚିଟି ହଳୁମଃନ୍କେ ଗଃର୍ବ୍ ନଃକେରୁକେ ଜାଗ୍ରତ୍ କଃରୁଲା । ୪:୧୧–୫:୬
୭. ସଃରାସଃରି ଜାକୁବ କଃତେକ୍ ସାଦାରଣ୍ ସିକ୍ୟା ଦଃୟ୍ ଲେକା ସେସ୍ କଃରୁଲା । ୫:୭-୨୦
1
ଜକୁବର୍ ଚିଟି
1 ✡ମାତି ୧୩:୫୫; ମାର୍କ ୬:୩; ପେରି ୧୫:୧୩; ଗାଲା ୧:୧୯.ମୁୟ୍ଁ ଜାକୁବ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହୁର୍ତି ସଃରା ଜଃତ୍କଃତ୍ ଅୟ୍ରିଲା ଇସ୍ୱରାର୍ ବାରଗଟ୍ ବଃଉଁସାର୍ ଲକ୍ମଃନ୍କେ ଜୁଆର୍ ଜାଣାୟ୍କଃରି ଇ ଚିଟି ଲେକୁଲେ ।
ବିସ୍ୱାସ୍ ଆର୍ ସଃମ୍ବାଳ୍ତାର୍
2 ଏ ମର୍ ବାୟ୍ବେଣିମଃନ୍, ତୁମିମଃନ୍ ଜଃଡେବଃଳ୍ ବିନ୍ବିନ୍ ରଃକମାର୍ ପରିକ୍ୟାୟ୍ ହଃଳାସ୍, ସଃଡେବଃଳ୍ ସେରି ବଃଡେ ବାୟ୍ଗାର୍ କଃତା ବଃଲି ମଃନେ ବାବା । 3 କାୟ୍ତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ୍ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟ୍ ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ । 4 ଆର୍ ତୁମିମଃନ୍ ଜଃନ୍କଃରି କୁୟ୍ କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ । 5 ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟ୍ ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ । 6 ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟ୍ରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟ୍ତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ । 7 ସେରଃକମ୍ ଲକ୍ ମାପ୍ରୁର୍ ତଃୟ୍ହୁଣି କାୟ୍ରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ । 8 ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟ୍ ନଃରେୟ୍ ।
ମାଜନ୍ ଆର୍ ଅଃର୍କିତ୍
9 ଅଃର୍କିତ୍ କ୍ରିସ୍ଟବିସ୍ୱାସି ବାୟ୍ବେଣିକେ ଇସ୍ୱର୍ ଉଟାୟ୍ଲେକ୍ ଗଃର୍ବ୍ କଃର, 10 କ୍ରିସ୍ଟିଆନ୍ ମାଜନ୍ ଜଃଡେବଃଳ୍ ତଃଳେ ହଃଳେଦ୍ ସଃଡେବଃଳ୍ ସେ ଗଃର୍ବ୍ କଃର । କାୟ୍ତାକ୍ବଃଲେକ୍ ରଃନାର୍ ହୁଲ୍ ହର୍ ସେ ଜଃଳି ଜାୟ୍ଦ୍ । 11 ବେଳ୍ ଉଦି ଜଃବର୍ କଃରା କଃଲେକ୍ ରଃନ୍ ଜଃନ୍କଃରି ସୁକି ଜାୟ୍ଦ୍ ଆର୍ ତାର୍ ହୁଲ୍ ଜଃଳି ଜାୟ୍ଦ୍, ଆରେକ୍ ତାର୍ ସୁନ୍ଦୁର୍ ରୁହ୍ ନଃସ୍ଟ୍ ଅୟ୍ଦ୍; ସେବାନ୍ୟା ଦଃନି ଲକ୍ ହେଁ ଅଃହ୍ଣାର୍ ସଃବୁ ବାଟ୍ କମ୍ଜି ଜାୟ୍ଦ୍ ।
ପରିକ୍ୟା ଆର୍ ଆସା ଦଃକାଉତାର୍
12 ଜୁୟ୍ ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନ୍କେ ଜୁୟ୍ ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ । 13 କେ ପରିକ୍ୟାୟ୍ ହଃଳ୍ଲେକ୍, “ମର୍ ଇ ପରିକ୍ୟା ଇସ୍ୱର୍ ତଃୟ୍ହୁଣି ଅଃଉଁଲି,” ବଃଲି କଃଉଅ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ କଃରାବ୍ ତଃୟ୍ ପରିକ୍ୟା କଃରାୟ୍ ଅଃଉଁ ନାହାରେ, ଆର୍ ସେ ନିଜେ କାକେ ପରିକ୍ୟା ନଃକେରେ । 14 ମଃତର୍ ମାନାୟ୍ ଅଃହ୍ଣାର୍ କଃରାବ୍ ଇଚା ତଃଳେ ହଃଳି ଆର୍ ଆସା ଅୟ୍ ପରିକ୍ୟାୟ୍ ହଃଳ୍ତି । 15 ତାର୍ହଃଚେ ସେ କଃରାବ୍ ଇଚା ଆଙ୍ଗେ ଅୟ୍କଃରି ହାହ୍କେ ଜଃଲମ୍ କଃରେଦ୍, ଆରେକ୍ ହାହ୍ ବାଡିକଃରି ହୁର୍ନ୍ ଅୟ୍ ମଃର୍ନ୍ ଗଃଟାୟ୍ଦ୍ ।
16 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ଉଲୁ ଅଃଉଆ ନାୟ୍ । 17 ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ । 18 ସଃବୁ ଜଃଗତ୍ ବିତ୍ରେ ଅଃମି ଜଃନ୍କଃରି ହଃର୍ତୁ ଟାଣ୍ ହାଉଁନ୍ଦ୍ ଇତାର୍ ଗିନେ ସେ ନିଜାର୍ ଇଚାୟ୍ ସଃତ୍ ବଚନେ ଅଃମିମଃନ୍କ୍ ତିଆର୍ କଃଲା ।
ସୁଣ୍ତାର୍ ଆର୍ କାମ୍ କଃର୍ତାର୍
19 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ । 20 କାୟ୍ତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ । 21 ତଃବେ ତୁମିମଃନ୍ ସଃବୁ ରଃକମାର୍ କଃରାବ୍ ଅବ୍ୟାସ୍ ଆର୍ ଦୁସ୍ଟ୍ କାମ୍ ଚାଡି, ଇସ୍ୱରାର୍ ତଃୟ୍ ନିଜ୍କେ ସଃହ୍ରି ଦିଆସ୍ ଆର୍ ତୁମାର୍ ମଃନ୍ବିତ୍ରେ ସେ ଜୁୟ୍ ବାକ୍ୟ ବୁଣି ଆଚେ ଆର୍ ଜୁୟ୍ରି ତୁମିମଃନାର୍ ଆତ୍ମାକ୍ ମୁକ୍ଳାଉଁକ୍ ହାରେଦ୍ ସେରି ଦଃରିରିଆ ।
22 ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପ୍ରୁର୍ ବାକ୍ୟ ହଃର୍କାରେ କାମ୍ କଃରା । 23 କାୟ୍ତାକ୍ବଃଲେକ୍ ଜଦି କେ ମାପ୍ରୁର୍ କଃତା ହଃର୍କାରେ କାମ୍ ନଃକେରି ଅଃବ୍କା ସୁଣି ସୁଣି ରଃୟ୍ଦ୍, ତଃବେ ସେ ଦଃର୍ହାଣେ ଅଃହ୍ଣାର୍ ମୁଉଁକେ ଦଃକ୍ତା ମାନାୟ୍ ହର୍ । 24 ତଃବେ ସେ ଅଃହ୍ଣାକ୍ ଦଃକ୍ଲା ହଃଚେ ବାରାୟ୍ ଜାୟ୍ ସେ କଃନ୍କା ଲକ୍, ସେରି ସେଦାହ୍ରେ ହାସ୍ରି ଜାୟ୍ଦ୍ । 25 ମଃତର୍ ନଃର୍ମଃନାର୍ ମୁକ୍ତି ହାୟ୍ଁ ଗଟେକ୍ ହୁର୍ନ୍ ବିଦି ଆଚେ । ଜୁୟ୍ଲକ୍ ସେରି ସୁଣିକଃରି ହାସ୍ରି ନଃଜାୟ୍ ଆର୍ ସେ ବିଦିକେ ମଃନ୍ହଃରାଣ୍ ଦଃୟ୍ ନିଜାର୍ ଜିବନେ ମାନେଦ୍, ତାର୍ ସଃବୁ କାମ୍କେ ଇସ୍ୱର୍ ଆସିର୍ବାଦ୍ କଃରେଦ୍ ।
26 ଜଦି କେ ଅଃହ୍ଣାକ୍ ଦଃର୍ମିଲକ୍ ବଃଲି ମଃନେ ବାବେଦ୍, ଆର୍ ନିଜାର୍ ଜିବ୍କେ ଆୟ୍ତ୍ ନଃକେରେ ସେ ନିଜ୍କେ ଟକୁଲା ତାର୍ ଦଃର୍ମ୍ କାମ୍ ସଃବୁ ହଲ୍ୟା । 27 ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।
✡1:1 ମାତି ୧୩:୫୫; ମାର୍କ ୬:୩; ପେରି ୧୫:୧୩; ଗାଲା ୧:୧୯.