6
ଜିସୁ ହାଁଚ୍ ଆଜାର୍ ଲକ୍କେ କାଉଁକେ ଦିଲା
(ମାତି ୧୪:୧୩-୨୧; ମାର୍କ ୬:୩୦-୪୪; ଲୁକ ୯:୧୦-୧୭)
1 ଇତାର୍ ହଃଚେ ଜିସୁ ଗାଲିଲି ସଃମ୍ନ୍ଦାର୍ ବଃଲେକ୍ ତିବିରିଆ ସଃମ୍ନ୍ଦାର୍ ସେହାଟି ଗଃଲା । 2 ଆର୍ ରଗିମଃନ୍କେ ଜୁୟ୍ ଜୁୟ୍ କାବା ଅଃଉତା ଚିନ୍ କଃର୍ତିରିଲା, ସେରିସଃବୁ ଦଃକି ବୁତେକ୍ ଲକ୍ ତାର୍ ହଃଚେ ହଃଚେ ଜଃଉଁକେ ଦଃର୍ଲାୟ୍ । 3 ସେତାକ୍ ଜିସୁ ହଃର୍ବାତ୍ ଉହ୍ରେ ଜାୟ୍ ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ସେତି ବଃସ୍ଲା । 4 ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସ୍ତି ରିଲି । 5 ତାର୍ ଲଃଗେ ଅଲେକାର୍ ଲକ୍ମଃନ୍କେ ଆସ୍ତାର୍ ଦଃକି ଜିସୁ ପିଲିପ୍କେ ହଃଚାର୍ଲା, “ଅଃତେକ୍ ଲକ୍ମଃନାର୍ କାଉଁକେ କୁୟ୍ତି ହୁଣି କାଦି ଗେନୁଆଁ ?”
6 ମଃତର୍ ପିଲିପକେ କଃଟ୍ହାଳ୍ ବୁଜୁକ୍ ଜିସୁ ଇ କଃତା କୟ୍ରିଲା, କାୟ୍ତାକ୍ବଃଲେକ୍ ଜିସୁ କାୟ୍ କଃରୁକେ ଜାତିରିଲା ସେ ନିଜେ ଜାଣି ରିଲା ।
7 ପିଲିପ୍ ଜିସୁକେ କୟ୍ଲା, “ଇ ସଃବୁ ଲକାର୍ ଗିନେ କଃଣ୍ଡେକ୍ କଃଣ୍ଡେକ୍ ଦେଉଁକ୍ ହାଁଚ୍କଳି ରୁହା ଟଃକାର୍*ଗଟେକ୍ ରୁହା ଟଃକା ଗଟେକ୍ ଲକାର୍ ଗଟ୍ ଦିନାର୍ କୁଲି ଡାବୁ । ରୁଟି ହେଁ ନଃକେଟେ ।”
8 ଜିସୁର୍ ଆରେକ୍ ଗଟ୍ ଚେଲା ସିମନ୍ ପିତର୍ ତାର୍ ବାୟ୍ସି ଆନ୍ଦ୍ରିଅ କୟ୍ଲା, 9 “ଇତି ଗଟେକ୍ ହିଲାଆଚେ, ତାର୍ ଲଃଗେ ଜଃବ ତଃୟ୍ ତିଆର୍ ଅୟ୍ରିଲା ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ବାଜ୍ଲା ମାଚ୍ ଆଚେ, ମଃତର୍ ଅଃତେକ୍ ଲକାର୍ ଗିନେ କାୟ୍ ଅୟ୍ଦ୍ ?”
10 ଜିସୁ ଚେଲାମଃନ୍କେ କୟ୍ଲା, “ଲକ୍ମଃନ୍କେ ବଃସାଉଆ ।” ସେତି ଜଃବର୍ ରଃନ୍ ରିଲି, ସେ ରଃନ୍ ଉହ୍ରେ ସଃବୁଲକ୍ ବଃସ୍ଲାୟ୍; ସେତି ଅଃଣ୍ଡ୍ରାହିଲା ହଃକା ହାକାହାକି ହାଁଚ୍ ଆଜାର୍ ରିଲାୟ୍ । 11 ସେତାକ୍ ଜିସୁ ସେ ରୁଟି ଦଃରି ଇସ୍ୱର୍କେ ପାର୍ତ୍ନା କଃରି ସେତି ବଃସି ରିଲା ଲକ୍ମଃନ୍କେ ବାଟାକଃରି ଦିଲା । ସେନ୍କଃରି ଜଳେକ୍ ମାଚ୍କେ ହେଁ ବାଟାକଃରି ଦିଲା, ସେମଃନ୍ ଜଃତେକ୍ ମଃନ୍କଃଲାୟ୍ ସଃତେକ୍ ଦିଲା । 12 ଆର୍ ସେମଃନାର୍ ଆଦାର୍ ହୁର୍ଲାକ୍ ଜିସୁ ଚେଲାମଃନ୍କେ କୟ୍ଲା, “ଜଃନ୍କଃରି କାୟ୍ରି ନଃସ୍ଟ୍ ନୟେ, ଇତାର୍ ଗିନେ ବାଙ୍ଗ୍ଲା କୁଦ୍ରି ଜାୟ୍ରି ଉବ୍ରି ଆଚେ ସେରି ବେଟା ।” 13 ସେତାକ୍ ଚେଲାମଃନ୍ ଲକ୍ମଃନ୍ ଜଃବ ତଃୟ୍ ତିଆର୍ ଅୟ୍ଲା ହାଁଚ୍ ଗଟ୍ ରୁଟି କାୟ୍ ଉବୁର୍ଲାର୍ ବେଟି ବାର ଡଃଲା ବଃର୍ତି କଃଲାୟ୍ ।
14 ସେତାକ୍ ସେତି ରିଲା ଲକ୍ମଃନ୍ ଜିସୁ କଃଲାର୍ କାବା ଅଃଉତା ଚିନ୍ ଦଃକି କଃଉଁକେ ଦଃର୍ଲାୟ୍, “ଜୁୟ୍ ବାବ୍ବାଦି ଜଃଗତାର୍ ଆସ୍ତାର୍ ରିଲି, ଏ ବାୟ୍ଦ୍ରେ ସେ ।” 15 ଇତାକ୍ ଲକ୍ମଃନ୍ ଜିସୁକେ ବଃଳ୍ମାଡ୍କଃରି ଦଃରି ନଃୟ୍ ରଃଜା କଃରୁକେ ଉପାୟ୍ କଃରୁଲାୟ୍ ବଃଲି ଜାଣି, ଜିସୁ ସେମଃନାର୍ ତଃୟ୍ହୁଣି ଅଃଲ୍ଗା ଅୟ୍ ଏକ୍ଲା ହଃର୍ବାତ୍ ଉହ୍ରେ ଆରେକ୍ ବାରାୟ୍ ଗଃଲା ।
ଜିସୁ ହାଣି ଉହ୍ରେ ଇଣ୍ଡ୍ଲା
(ମାତି ୧୪:୨୨-୩୩; ମାର୍କ ୬:୪୫-୫୨)
16 ସେଦିନ୍ ସଃଞ୍ଜ୍ ଅୟ୍ଲାକ୍ ଜିସୁର୍ ଚେଲାମଃନ୍ ସଃମଃନ୍ଦ୍ କଃଣ୍ଡାୟ୍ ଗଃଳାୟ୍, 17 ଆର୍ ଡଙ୍ଗାୟ୍ ବଃସି ସଃମଃନ୍ଦ୍ ସେହାଟି ରିଲା କପୁର୍ନାହୁମ୍ ଗଃଳେ ଜଃଉଁକେ ଦଃର୍ଲାୟ୍ । ସଃଡେବଃଳ୍ ରାତି ଅୟ୍ ଆସ୍ତି ରିଲି, ଜିସୁ ସଃଡେବଃଳ୍ ହଃତେକ୍ ସେମଃନାର୍ ଲଃଗେ ଆସି ନଃରିଲା । 18 ସଃଡେବଃଳ୍ ଅଃପର୍ବଳ୍ ବାଉ ଆୟ୍ଲାକ୍ ହାଣାୟ୍ ଉଲାଳ୍ ଉଟ୍ତିରିଲି । 19 ଇତାର୍ ହଃଚେ ଚେଲାମଃନ୍ ହାକାହାକି ଦୁୟ୍ ତିନି କସ୍ ଡଙ୍ଗା ଗାଟି ଗଃଲା ହଃଚେ ଜିସୁ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଚଃମେ ଆସ୍ତିରିଲାର୍ ଦଃକି ଜଃବର୍ ଡିର୍ଲାୟ୍ । 20 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଇରି ତ ମୁୟ୍, ଡିରି ଜାହାନାୟ୍ ।” 21 ତାର୍ହଃଚେ ଚେଲାମଃନ୍ ଜିସୁକେ ଡଙ୍ଗା ବିତ୍ରେ ନେଉଁକ୍ ମଃନ୍ କଃଲାୟ୍, ଆରେକ୍ ସେମଃନ୍ ଜୁୟ୍ ଟାଣେ ଜାତିରିଲାୟ୍ ଡଙ୍ଗା ତଃତ୍କାଣ୍ ସେଟାଣେ କଃଣ୍ଡିଏ ହଚ୍ଲି ।
ଲକ୍ମଃନ୍ ଜିସୁକେ ଲଳ୍ଲାୟ୍
22 ସେଟାଣେ ଗଟେକ୍ ଡଙ୍ଗା ଚାଡି ବିନ୍ କୁୟ୍ ଡଙ୍ଗା ହେଁ ନଃରିଲି, ଆର୍ ସେତି ଜେ ଜିସୁ ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ଜାୟ୍ନଃରିଲା, ଇରି ଜୁୟ୍ ଲକ୍ମଃନ୍ ତାର୍ ଆର୍କ ବିନ୍ ସଃମଃନ୍ଦ୍ ସେହାଟି ଟିଅୟ୍ ରିଲାୟ୍ ସେମଃନ୍ ଦଃକି ରିଲାୟ୍ । 23 ଜୁୟ୍ତି ମାପ୍ରୁ ଜିସୁ ପାର୍ତ୍ନା କଃରି ଲକ୍ମଃନ୍କେ ରୁଟି କାଉଁକେ ଦଃୟ୍ରିଲା, ସେ ଜଃଗା ଲଃଗେ ତିବିରିଆ ତଃୟ୍ହୁଣି ଆରେକ୍ କଃତିଗଟ୍ ଡଙ୍ଗା ଆସି ହଚ୍ଲି । 24 ମଃତର୍ ଜିସୁ କି ତାର୍ ଚେଲାମଃନ୍ ସେତି ନଃରିଲାୟ୍, ଇରି ଦଃକି ଲକ୍ମଃନ୍ ଜିସୁକେ ଲଳି ଲଳି ଡଙ୍ଗାୟ୍ ଚଃଗି କପୁର୍ନାହୁମ୍ ଗଃଳେ ଗଃଲାୟ୍ ।
ଜିସୁ ଜିବନାର୍ ଆଦାର୍
25 ଆର୍ ସଃମ୍ନ୍ଦାର୍ ସେହାଟି ଜିସୁକେ ଦଃକି ଲକ୍ମଃନ୍ ହଃଚାର୍ଲାୟ୍, “ଏ ଗୁରୁ, ତୁୟ୍ କଃଡେବଃଳ୍ ଆସି ଇତି ହଚ୍ଲିସ୍ ?”
26 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମର୍ କାବା ଅଃଉତା ଚିନ୍ ଦଃକି, ମକେ ଲଳୁକ୍ ନାସାସ୍ । ମଃତର୍ ରୁଟି କାୟ୍ ଆଦାର୍ ହୁର୍ଲାକ୍ ମକେ ଲଳୁଲାସ୍ । 27 ଜୁୟ୍ କାଦି ନଃସ୍ଟ୍ ଅୟ୍ଦ୍ ତାର୍ ଗିନେ କଃସ୍ଟ୍ କଃରା ନାୟ୍ । ମଃତର୍ ଜୁୟ୍ କାଦି ନଃସ୍ଟ୍ ନୟ୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍, ସେତାର୍ ଗିନେ କଃସ୍ଟ୍ କଃରା; ଇ କାଦି ନଃରାର୍ ହୟ୍ସି ତୁମିମଃନ୍କେ ଦଃୟ୍ଦ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ ଉବା ସେତାର୍ ଗିନେ ତାକ୍ ମୁଦ୍ରା ଦଃୟ୍ ଆଚେ ।”
28 ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ଇସ୍ୱର୍ ଜୁୟ୍ରି ମଃନ୍ କଃରୁଲା ସେରି ଅଃମି କଃରୁକେ ଅଃମିକ୍ କାୟ୍ରି କଃରୁକେ ହଃଳେଦ୍ ?”
29 ଜିସୁ ସେମଃନ୍କେ କୟ୍ଲା, “ଜାକେ ଇସ୍ୱର୍ ହଃଟାୟ୍ ଆଚେ, ତାକ୍ ବିସ୍ୱାସ୍ କଃଲେକ୍ ତୁମିମଃନ୍ ସେରି କଃରୁ ହାରାସ୍ ।”
30 ସେତାକ୍ ସେମଃନ୍ ଜିସୁକେ ହଃଚାର୍ଲାୟ୍, “ତକେ ଅଃମି ଜଃନ୍କଃରି ବିସ୍ୱାସ୍ କଃରୁନ୍ଦ୍ ସେତାର୍ ଗିନେ ଅଃମିକ୍ କାୟ୍ କାବା ଅଃଉତା ଚିନ୍ ଦଃକାଉଁ ହାର୍ସି ? କଃଉ କାୟ୍ କଃରୁ ହାର୍ସି ? 31 ଅଃମାର୍ ଦାଦିବାବୁମଃନ୍ ଟଃଙ୍ଗ୍ରାବଃଟାୟ୍ ମାନା କାୟ୍ଲାୟ୍, ଅଃମାର୍ ସାସ୍ତରେ ଲେକା ଆଚେ, ‘ସେ ଇ କାଦି ସଃର୍ଗେ ହୁଣି ଦିଲା ।’ ”
32 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଜାୟ୍ରି ମସା ତୁମିମଃନ୍କେ ଦଃୟ୍ରିଲା, ସେରି ସଃର୍ଗେ ହୁଣି ଆୟ୍ଲା କାଦି ନାୟ୍; ମଃତର୍ ମର୍ ଉବା ତୁମିମଃନ୍କେ ସଃର୍ଗେ ହୁଣି ସଃତ୍ୟା କାଦି ଦଃୟ୍ଦ୍ । 33 ଜେ ସଃର୍ଗେ ହୁଣି ଉତ୍ରି ଆସି ଜଃଗତାର୍ ଜିବନ୍ ଦଃୟ୍ଦ୍, ସେ ଅଃଉଁଲା ସେ ଇସ୍ୱର୍ ଦେତା କାଦି ।”
34 ସେମଃନ୍ ଜିସୁକେ କୟ୍ଲାୟ୍, “ମାପ୍ରୁ, ଅଃମିକ୍ ସଃବୁବଃଳ୍ ଇ କାଦି ଦେ ।”
35 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସେ ଜିବନ୍ ଦେତା କାଦି, ଜେ ମର୍ ତଃୟ୍ ଆସେଦ୍, ତାକ୍ କଃବେ ହେଁ ବୁକ୍ ନୟ୍ । ଜେ ମକେ ବିସ୍ୱାସ୍ କଃରେଦ୍, ତାକ୍ କଃବେ ହେଁ ସସ୍ ନୟ୍ । 36 ମୁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନ୍ ମକେ ଦଃକି ହେଁ ବିସ୍ୱାସ୍ ନଃକେରୁଲାସ୍ । 37 ଜୁୟ୍ମଃନ୍କ୍ ମର୍ ଉବା ମକେ ଦଃୟ୍ ଆଚେ, ସେମଃନ୍ ମର୍ ଲଃଗେ ଆସ୍ତି; ଆର୍ ଜେ ମର୍ ଲଃଗେ ଆସେଦ୍ ମୁୟ୍ କଃବେ ହେଁ ତାକ୍ ବାର୍କଃରି ନଃଦେୟ୍ଁ । 38 କାୟ୍ତାକ୍ବଃଲେକ୍ ମୁୟ୍ ମର୍ ଇଚା ହୁରୁଣ୍ କଃରୁକେ ନାୟ୍, ମଃତର୍ ମକ୍ ହଃଟାୟ୍ଲା ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମୁୟ୍ ସଃର୍ଗେ ହୁଣି ଆସି ଆଚି । 39 ଆର୍ ଜେ ମକେ ହଃଟାୟ୍ ଆଚେ ସେ ଜୁୟ୍ମଃନ୍କ୍ ମକ୍ ଦିଲା ଆଚେ, ସେମଃନାର୍ ବିତ୍ରେ ମୁୟ୍ ଗଟେକ୍ ଲକ୍କେ ହେଁ ଆରାୟ୍ ନଃକେରି, ମଃତର୍ ସେସ୍ ଦିନ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍, ଇରି ତାର୍ ଇଚା ।
40 କାୟ୍ତାକ୍ବଃଲେକ୍ ଉବା ମଃନ୍ କଃରୁଲା, ଜୁୟ୍ ଲକ୍ମଃନ୍ ତାର୍ ହୟ୍ସିକ୍ ଦଃକି ତାର୍ ତଃୟ୍ ବିସ୍ୱାସ୍ କଃର୍ତି, ସେମଃନ୍ ଅଃମ୍ବର୍ ଜିବନ୍ ହାଅତ୍ । ଇତାକ୍ ସେସ୍ ଦିନ୍ ମୁୟ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍ ।”
41 ଜିସୁ ନିଜ୍କେ ସଃର୍ଗେ ହୁଣି ଆୟ୍ଲା କାଦି ବଃଲି କୟ୍ଲାକ୍, ଜିଉଦିମଃନ୍ ଇ କଃତାକ୍ ଲିନ୍ଦା କଃରୁକେ ଦଃର୍ଲାୟ୍ । 42 ଆର୍ ସେମଃନ୍ କୟ୍ଲାୟ୍, “ଇ ମାନାୟ୍ ତ ଜିସୁ ତାର୍ ଉବାସି କାୟ୍ ଜସେପ୍ ନୟ୍ ? ତାର୍ ଆୟ୍ସି ଉବାସିକ୍ ଅଃମି ଜାଣୁ, ତଃବେ ସେ ସଃର୍ଗେ ହୁଣି ଆସି ଆଚି ବଃଲି କଃନ୍କଃରି କଃଉଁଲା ?”
43 ଜିସୁ ସେମଃନ୍କେ କୟ୍ଲା, “ଇ ସଃବୁ ଗାଣେଞ୍ଜ୍ କଃତା ଚାଡା ।” 44 ଜୁୟ୍ ଉବା ମକେ ହଃଟାୟ୍ ଆଚେ, ସେ ମର୍ ହାକ୍ ଜିକି କଃରି ନାଣ୍ଲେକ୍, କେହେଁ ମର୍ ଲଃଗେ ଆସୁ ନାହାରେ; ଜୁୟ୍ ଲକ୍ମଃନ୍ ଆସ୍ତି ସେମଃନ୍କେ ମୁୟ୍ ସେସ୍ ଦିନ୍ ଆରେକ୍ ଉଟାୟ୍ନ୍ଦ୍ । 45 ବାବ୍ବାଦିମଃନ୍ ଦଃର୍ମ୍ ସାସ୍ତରେ ଲେକି ଆଚ୍ତି, “ଇସ୍ୱର୍ ତଃୟ୍ ହଃକା ସଃବୁ ଲକ୍ ସିକ୍ୟା ହାଉତି ।” ଜୁୟ୍ ଲକ୍ ଉବାର୍ କଃତା ସୁଣି ତାର୍ ତଃୟ୍ହୁଣି ସିକ୍ୟା ହାୟ୍ଦ୍, ସେ ମର୍ ତଃୟ୍ ଆସେଦ୍ । 46 ଇତାର୍ ଅଃର୍ତ୍ ନାୟ୍ ଜେ, ବିନ୍ ଲକ୍ କେ ଉବାକ୍ ଦଃକି ଆଚେ, ସେରି ନାୟ୍, ଜେ ଇସ୍ୱର୍ ତଃୟ୍ହୁଣି ଆସି ଆଚେ ସେ ହଃକା ତାକେ ଦଃକିଆଚେ । 47 ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟ୍ ଲକ୍ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଆଚେ । 48 ମୁୟ୍ ଜିବନ୍ ଦେତା କାଦି । 49 ତୁମାର୍ ଦାଦିବାବୁମଃନ୍ ଟଃଙ୍ଗ୍ରାବଃଟାୟ୍ ମାନା କାୟ୍ଲାୟ୍, ଅୟ୍ଲେକ୍ ହେଁ ସେମଃନ୍ ମଃଲାୟ୍ । 50 ମଃତର୍ ଜୁୟ୍ କାଦି ସଃର୍ଗେ ହୁଣି ଆସେଦ୍, ତାକ୍ ଜେ କାୟ୍ଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
51 ମୁୟ୍ ସଃର୍ଗେ ହୁଣି ଆୟ୍ଲା ସେ ଜିବନ୍ ଦେତା କାଦି । ଇ କାଦି ଜେ କାୟ୍ଦ୍ ସେ ସଃବୁ ଦିନ୍ ହାୟ୍ଁ ଜିବନ୍ ହାୟ୍ଦ୍ । ମୁୟ୍ ଜୁୟ୍ କାଦି ଦଃୟ୍ନ୍ଦ୍ ସେରି ମର୍ ଗଃଗାଳ୍ । ଜଃଗତ୍କେ ବଚାଉଁକ୍ ମୁୟ୍ ସେରି ଦଃୟ୍ନ୍ଦ୍ ।
52 ସେତାକ୍ ଇରି ସୁଣି ଜିଉଦିମଃନ୍ ରିସା ଅୟ୍ ଉରାଟୁ ଅୟ୍ କଃରି କଃଉଁକେ ଦଃର୍ଲାୟ୍, “ଇମାନାୟ୍ ତାର୍ ଗଃଗାଳ୍ କଃନ୍କଃରି ଅଃମିକ୍ କାଉଁକେ ଦଃୟ୍ଦ୍ ?”
53 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ନଃରାର୍ ହୟ୍ସିର୍ ଗଃଗାଳ୍ ନଃକାୟ୍ଲେକ୍ ଆର୍ ତାର୍ ବଃନି ନଃସୁର୍ଲେକ୍ ତୁମିମଃନ୍ ଜିବନ୍ ହାଉଁ ନାହାରାସ୍ । 54 ଜୁୟ୍ ଲକ୍ ମର୍ ମାସ୍ କାୟ୍ଦ୍ ଆର୍ ମର୍ ବଃନି ସୁରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ଆର୍ ମୁୟ୍ ସେସ୍ ଦିନ୍ ତାକେ ଆରେକ୍ ଉଟାୟ୍ନ୍ଦ୍ । 55 କାୟ୍ତାକ୍ବଃଲେକ୍ ମର୍ ମାସ୍ ସଃତ୍ କାଦି ଆର୍ ମର୍ ବଃନି ସଃତ୍ ସୁର୍ତାର୍ । 56 ଜୁୟ୍ ଲକ୍ ମର୍ ମାସ୍ କାୟ୍ଦ୍ ଆର୍ ମର୍ ବଃନି ସୁରେଦ୍, ସେ ମର୍ ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ହେଁ ତାର୍ ତଃୟ୍ ରଃୟ୍ନ୍ଦ୍ । 57 ଜିବନାର୍ ଉବା ମକେ ହଃଟାୟ୍ ଆଚେ, ଆର୍ ତାର୍ ଗିନେ ମୁୟ୍ ହେଁ ଜିବନ୍ ଆଚି, ସେବାନ୍ୟା ଜେ ମର୍ ମାସ୍ କାୟ୍ଦ୍, ମର୍ ଗିନେ ସେ ହେଁ ଜିବନ୍ ରଃୟ୍ଦ୍ । 58 ଜୁୟ୍ କାଦି ସଃର୍ଗେ ହୁଣି ଆସି ଆଚେ, ସେରି ଇ କାଦି । ତୁମାର୍ ଦାଦିବାବୁମଃନ୍ ଜଃନ୍କଃରି ସେ କାଦି କାୟ୍କଃରି ମଃଲାୟ୍, ଇରି ସେନ୍କାର୍ ନାୟ୍; ଜେ ଇ କାଦି କାୟ୍ଦ୍, ଅଃମ୍ବର୍ ଜିବନ୍ ହାୟ୍ ବାଚି ରଃୟ୍ଦ୍ ।”
59 ଜିସୁ କପୁର୍ନାହୁମ୍ ଗଃଳାର୍ ଗଟେକ୍ ପାର୍ତ୍ନା ଗଃରେ ସିକ୍ୟା ଦେତାବଃଳ୍ ଇରି ସଃବୁ କୟ୍ଲା ।
ଅଃମ୍ବର୍ ଜିବନାର୍ କଃତା
60 ତଃବେ ଜିସୁର୍ ଚେଲାମଃନାର୍ ବିତ୍ରେ କଃତେକ୍ ଇ ସଃବୁ କଃତା ସୁଣି କୟ୍ଲାୟ୍, “ଇରି ବାନ୍ୟା କଃତା, କେ ଇରି ସଃବୁ ସୁଣୁ ହାରେ ?”
61 ମଃତର୍ ଜିସୁ, ତାର୍ ଚେଲାମଃନ୍ ଜେ ସେ କଃତାକ୍ ଗାଣେଞ୍ଜ୍ କଃଉଁଲାୟ୍, ସେରି ମଃନେ ଜାଣୁ ହାରି ସେମଃନ୍କେ କୟ୍ଲା, “ଇରି କାୟ୍ ତୁମିମଃନାର୍ ବାଦା ଅଃଉଁଲି ? 62 ତଃବେ ନଃରାର୍ ହୟ୍ସି ଜୁୟ୍ତି ହୁଣି ଆସି ଆଚେ, ସେଟାଣେ ଲେଉଟି ଜାତାର୍ ଦଃକ୍ଲେକ୍, କାୟ୍ କଃରାସ୍ ? 63 ଇସ୍ୱରାର୍ ଆତ୍ମା ହଃକା ଜିବନ୍ ଦେଉଁ ହାରେ । ନଃରାର୍ ଗଃଗାଳ୍ ତଃୟ୍ର୍ ସଃକ୍ତି କାୟ୍ରି ହେଁ କଃରୁ ନାହାରେ । ଇସ୍ୱରାର୍ ସେ ଜିବନ୍ ଦେତା ଆତ୍ମାକେ ତୁମିମଃନ୍ ଜଃନ୍କଃରି ଜାଣୁ ହାରାସ୍, ସେତାର୍ ଗିନେ ମୁୟ୍ ଇ ସଃବୁ କଃତା କୟ୍ଲେ । 64 ଅୟ୍ଲେକ୍ ହେଁ ତୁମିମଃନାର୍ ବିତ୍ରେ କେ କେ ସଃତ୍ ନଃକେରୁଲାୟ୍ ।” କାୟ୍ତାକ୍ବଃଲେକ୍ ଜିସୁକେ ଜୁୟ୍ ଲକ୍ମଃନ୍ ସଃତ୍ ନଃକେର୍ତି ଆର୍ ତାକେ ସଃତ୍ରୁ ଆତେ କେ ସଃହ୍ରି ଦଃୟ୍ଦ୍, ସେରି ସେ ଆଗ୍ତୁ ହୁଣି ଜାଣି ରିଲା । 65 ଜିସୁ ଆରେକ୍ କୟ୍ଲା, “ଇତାର୍ ଗିନେ ମୁୟ୍ କଃଉଁଲେ, ଉବା ନଃହେଟାୟ୍ଲେକ୍, କେ ମର୍ ତଃୟ୍ ଆସୁ ନାହାରେ ।”
66 ଇ କଃତା ସୁଣି ସଃଡେବଃଳ୍ ହୁଣି ଜିସୁର୍ ଚେଲାମଃନାର୍ ବିତ୍ରେ କଃତେକ୍ ତାର୍ ସଃଙ୍ଗ୍ ଜଃଉଁକେ ମଃନ୍ ନଃକେରି ବାଉଳି ଗଃଳାୟ୍ । 67 ସେତାକ୍ ଇରି ଦଃକି ଜିସୁ ତାର୍ ବାର ଗଟ୍ ଚେଲାମଃନ୍କେ ହଃଚାର୍ଲା, “ତୁମିମଃନ୍ ହେଁ କି ମକେ ଚାଡି ଜଃଉଁକେ ମଃନ୍ କଃରୁଲାସ୍ ?”
68 ✡ମାତି ୧୬:୧୬; ମାର୍କ ୮:୨୯; ଲୁକ ୯:୨୦.ସିମନ୍ ପିତର୍ ଜିସୁକେ କୟ୍ଲା, “ମାପ୍ରୁ, ଅଃମି ଆର୍ କାର୍ ଲଃଗେ ଜଃଉଁନ୍ଦ୍ ? ତର୍ ତଃୟ୍ ତ ଅଃମ୍ବର୍ ଜିବନାର୍ କଃତାଆଚେ । 69 ତୁୟ୍ ତ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ପବିତ୍ର ମାନାୟ୍, ଇ କଃତା ଅଃମି ଅଃବେ ସଃତ୍କଃରି ଆଚୁ ।”
70 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ କାୟ୍ ତୁମିକେ ବାର ଲକ୍କେ ବାଚ୍ଲାର୍ ନାୟ୍ ? ଅୟ୍ଲେକ୍ ହେଁ ତୁମାର୍ ବିତ୍ରେ ଗଟ୍ ଲକ୍ ସୟ୍ତାନ୍ ।” 71 ଜିସୁ ଇସ୍କାରିଅତ୍ ସିମନାର୍ ହୟ୍ସି ଜିଉଦାକେ ଦଃକିକଃରି ଇ କଃତା କୟ୍ଲା, କାୟ୍ତାକ୍ବଃଲେକ୍ ବାର ଗଟ୍ ଚେଲା ବିତ୍ରେ ଗଟେକ୍ ଚେଲା ଅୟ୍କଃରି ହେଁ ଜିଉଦା ଜିସୁକେ ସଃତ୍ରୁ ଆତେ ଦଃରାୟ୍ ଦେଉଁକ୍ ଜାତିରିଲା ।