15
ସଃରାସଃରି ମଃର୍ଡି
1 ତାର୍ହଃଚେ ମୁୟ୍ଁ ସଃର୍ଗେ ଆରେକ୍ ଗଟେକ୍ ବଃଡେ ବୟଃଙ୍କାର୍ ଚିନ୍ ଦଃକ୍ଲେ, ସାତ୍ଗଟ୍ ଦୁତ୍, ସେମଃନାର୍ ଆତେ ସାତ୍ଗଟ୍ ମଃର୍ଡି, କାୟ୍ତାକ୍ବଃଲେକ୍ ଇ ମଃର୍ଡିମଃନାର୍ ଇସ୍ୱରାର୍ ସଃରାସଃରି ରିସା ।
2 ଆର୍ ମୁୟ୍ଁ ଦଃକ୍ଲେ, ଜଃନ୍କଃରି ଜୟ୍ ମିସ୍ଲା ଗଟେକ୍ କାଚ୍ ସଃମ୍ନ୍ଦ୍, ଆରେକ୍ ଜୁୟ୍ ଲକ୍ମଃନ୍ ଜଃତୁ, ତାର୍ ମୁର୍ତି ଆର୍ ତାର୍ ନାଉଁଆର୍ ଲଃମ୍ବର୍ ଉହ୍ରେ ଜିଣି ଆଚ୍ତି, ସେମଃନ୍ ଇସ୍ୱରାର୍ ବିଣା ଦଃରି କାଚାର୍ ସଃମ୍ନ୍ଦେ ଟିଆ ଅୟ୍ଆଚ୍ତି । 3 ସେମଃନ୍ ଇସ୍ୱରାର୍ ଦଃଙ୍ଗ୍ଳା ମସା ଆର୍ ମେଣ୍ଡାହିଲାର୍ ଗିତ୍ କୟ୍ କଃଉଁଲାୟ୍,
“ଏ ମାପ୍ରୁ, ସଃବ୍କେ ସଃକ୍ତିମାନ୍ ଇସ୍ୱର୍,
ତର୍ କାମ୍ ସଃବୁ କଃଡେକ୍ ବଃଡ୍ ଆର୍ କାବା ଅଃଉତାର୍;
ଏ ସଃବୁ ଜାତିମଃନାର୍*କଃତେକ୍ ତଃୟ୍ ଜାତି ଆର୍ କଃତେକ୍ ତଃୟ୍ ବଃର୍ସ୍ ବଃଲି ଆଚେ । ରଃଜା,
ତର୍ ବାଟ୍ ସଃବୁ ଟିକ୍ ଆର୍ ସଃତ୍ ।
4 ଏ ମାପ୍ରୁ, କେ ତକ୍ ନଃଡିରେ ?
କେ ତର୍ ନାଉଁଏ ଜଃଜ୍ମାନ୍ ଗିତ୍ ନଃକୟ୍ଁ ?
କାୟ୍ତାକ୍ବଃଲେକ୍ ଅଃବ୍କା ତୁୟ୍ହଃକା ପବିତ୍ର;
ସଃବୁ ଜାତି ଆସି ତକ୍ ଜୁଆର୍ କଃର୍ତି,
କାୟ୍ତାକ୍ବଃଲେକ୍ ତର୍ ବିଦି କାମ୍ସଃବୁ ଜାଣା ହଃଳି ଆଚେ ।”
5 ଇତାର୍ହଃଚେ ମୁୟ୍ଁ ଦଃକ୍ଲେ, ସଃର୍ଗେ ରିଲା ସାକି ତୁମାର୍ ମନ୍ଦିରାର୍ ଦୁଆର୍ ଉଗାଳି ଅୟ୍ଲି । 6 ଆର୍ ମନ୍ଦିରେ ହୁଣି ସାତ୍ଗଟ୍ ମଃର୍ଡି ଦଃର୍ଲା ସାତ୍ଗଟ୍ ଦୁତ୍ ବାରାୟ୍ ଆୟ୍ଲାୟ୍, ସେମଃନ ମଣି ଲାଗିରିଲା ନିର୍ମୁଳ୍ ଆର୍ ଉଜାଳ୍ ମଃସ୍ଣି ବଃସ୍ତର୍ ହିନ୍ଦି ରିଲାୟ୍, ଆରେକ୍ ସେମଃନାର୍ ବୁକେ ସନାର୍ ବୁକ୍ହାଟାର୍ ବାନ୍ଦୁଣ୍ ବାନ୍ଦି ଅୟ୍ରିଲାୟ୍ । 7 ସେତାକ୍ ଚାରିଜଃତୁ ବିତ୍ରେ ଗଟେକ୍ ଜଃତୁ ସଃବୁବଃଳ୍ ଜିବନ୍ ରେତା ଇସ୍ୱରାର୍ ରିସାୟ୍ ହୁର୍ନ୍ ଅୟ୍ରିଲା ସାତ୍ଗଟ୍ ସନାର୍ କପା ସେ ସାତ୍ଗଟ୍ ଦୁତ୍କେ ଦିଲା । 8 ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ସଃକ୍ତିର୍ ଦୁଆଁୟ୍ ମନ୍ଦିର୍ ହୁର୍ନ୍ ଅୟ୍ଲି, ସାତ୍ଗଟ୍ ଦୁତ୍ମଃନାର୍ ସାତ୍ଗଟ୍ ମଃର୍ଡି ନଃସେର୍ତା ହଃତେକ୍ କେ ହେଁ ମନ୍ଦିରେ ହୁରୁ ନଃହାୟ୍ଲାୟ୍ ।