21
ନଃଉଆଁ ସଃର୍ଗ୍ ଆର୍ ନଃଉଆଁ ହୁର୍ତିବି
1 ✡୨ ପିତ ୩:୧୩.ସଃରାସଃରି ହଃଚେ ମୁୟ୍ ଗଟେକ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତି ଦଃକ୍ଲେ । ହଃର୍ନା ଅଃଗାସ୍, ହଃର୍ନା ହୁର୍ତି ନଃସ୍ଟ୍ ଅୟ୍ରିଲି, ଆର୍ ସଃମ୍ନ୍ଦ୍ ନଃରିଲି । 2 ✡ପ୍ରକା ୩:୧୨.ଆର୍ ଗଟେକ୍ ପବିତ୍ର ଗଃଳ୍, ନଃଉଆଁ ଜିରୁସାଲମ୍, କଃନ୍ୟା ବେସେ ତିଆର୍ ଅୟ୍ ସଃର୍ଗାର୍ ଇସ୍ୱରାର୍ ତଃୟ୍ହୁଣି ହୁର୍ତି ଉହ୍ରେ ଉତୁର୍ତାର୍ ଦଃକ୍ଲେ । 3 ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, “ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ । 4 ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟ୍ଆଚେ ।”
5 ସିଙ୍ଗାସଣ୍ ଉହ୍ରେ ବଃସ୍ଲା ଲକ୍ କୟ୍ଲା, “ହେଁ ମୁୟ୍ ସଃବୁ ବିସୟ୍ ନଃଉଆଁ କଃରିଆଚି ।” ଆରେକ୍ ସେ ମକ୍ ଆଦେସ୍ ଦିଲା, “ଇ ସଃବୁ କଃତା ଲେକ୍, କାୟ୍ତାକ୍ବଃଲେକ୍ ଇରି ସଃତ୍ ଆର୍ ବିସ୍ୱାସାର୍ ଜୟ୍ଗ୍ ।” 6 ଆରେକ୍ ହେଁ ସେ କୟ୍ଲା, “କାମ୍ ସଃରି ଆଚେ । ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ । ଜାକେ ସସ୍ ଲାଗୁଲି, ଜିବନ୍ ହାଜ୍ରା ହାଣି ବାରାଉତା ତଃୟ୍ହୁଣି ବିନାମଲେ କାଉଁକେ ଦଃୟ୍ନ୍ଦ୍ । 7 ଜୁୟ୍ମଃନ୍ ଜିଣ୍ତି, ମୁୟ୍ ସେମଃନ୍କେ ଇ ପୁରିସ୍କାର୍ ଦଃୟ୍ନ୍ଦ୍, ମୁୟ୍ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍ ଆର୍ ସେମଃନ୍ ମର୍ ହିଲା ଅଃଉତି । 8 ମଃତର୍ ଜୁୟ୍ମଃନ୍ ଡିର୍କୁଳା, ଅବିସ୍ୱାସି, କଃରାବ୍ ଚାଲାଚାଲ୍ତି, ନଃର୍ ମାରୁ, ଦାରିକଃରୁ, ହାଙ୍ଗୁଣ୍ କଃରୁ, ମୁର୍ତି ହୁଜାକଃରୁ ଆର୍ ମିଚ୍ କଃଉତା ଲକ୍, ଇବାନ୍ୟା ସଃବୁ କଃରାବ୍ କାମ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃଲା ଟାଣ୍ ଆଚେ, ଗଃନ୍ଦକ୍ ସଃଙ୍ଗ୍ ଜୟ୍ ଲାଗ୍ତା କୁଣ୍ଡ୍ ସେତି ଆଚେ, ସେମଃନ୍ ଦୁୟ୍ତରାର୍ ମଃର୍ନ୍ ବୟ୍ଗ୍ କଃର୍ତି ।”
ନଃଉଆଁ ଜିରୁସାଲେମ୍
9 ତାର୍ହଃଚେ ସାତ୍ ଗଟ୍ ସେସ୍ ମଃର୍ଡି ହୁର୍ନ୍ ଅୟ୍ଲା ସାତ୍ ଗଟ୍ କପା ଦଃରି ରିଲା ସାତ୍ ଗଟ୍ ଦୁତ୍ମଃନାର୍ ବିତ୍ରେ ଗଟେକ୍ ଲକ୍ ମର୍ ଲଃଗେ ଆସି କୟ୍ଲା, ଆଉ, ମେଣ୍ଡାହିଲାର୍ ଡକୁର୍ସି ନଃଉଆଁ କଃନ୍ୟାକେ ଦଃକ୍ସି । 10 ସେତାକ୍ ସେ ମକ୍ ଆତ୍ମାୟ୍ ଗଟେକ୍ ବଃଡ୍ ଆର୍ ଉଚ୍ ହଃର୍ବାତେ ନଃୟ୍ ପବିତ୍ର ଗଃଳ୍ ଜିରୁସାଲମ୍କେ ଦଃକାୟ୍ଲା, ସେରି ସଃର୍ଗାର୍ ଇସ୍ୱରାର୍ ଚଃମେ ହୁଣି ଉତ୍ରି ଆସ୍ତି ରିଲି ଆର୍ ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି । 11 ସେ ଗଃଳ୍ କାଚ୍ ହର୍ ଉଜାଳ୍ ଆର୍ ବଃଡେ ମଲାର୍ ମଣି ହର୍ ଜିକ୍ଜିକ୍ତି ରିଲି । ଆର୍ ତାର୍ ମଣି ଇସ୍ୱରାର୍ ଜଃଜ୍ମାନେ ଜଃଲ୍କ୍ତି ରିଲି । 12 ତାର୍ ଗଟେକ୍ ବଃଡ୍ ଉଚ୍ କଃତି ରିଲି । ଇ କଃତିର୍ ବାରଗଟ୍ ଦୁଆରେ ବାରଗଟ୍ ସଃର୍ଗ୍ ଦୁତ୍ ଜାଗି ରିଲାୟ୍ । ଆର୍ ସେ ଦୁଆର୍ ମଃନାର୍ ଉହ୍ରେ ଇସ୍ରାଏଲାର୍ ବାରଗଟ୍ ବଃଉଁସାର୍ ନାଉଁ ଲେକା ଅୟ୍ରିଲି । 13 କଃତିର୍ ଚାରିବାଟ୍ ତିନିଗଟ୍ ଲେକ୍ ଦୁଆର୍ ରିଲି, ବେଳ୍ ଉଦ୍ତି ଦିଗେ ତିନିଗଟ୍, ଦକିଣ୍ ଦିଗେ ତିନିଗଟ୍, ଉତୁର୍ ଦିଗେ ତିନି ଗଟ୍ ଆର୍ ପସ୍ଚିମ୍ ଦିଗେ ତିନି ଗଟ୍ । 14 ଗଃଳାର୍ ଇ କଃତି, ବାରଗଟ୍ ଟେଳାର୍ କୁନାଦି ଉହ୍ରେ ତିଆର୍ ଅୟ୍ରିଲି ଆର୍ ସେ ବାରଗଟ୍ କୁନାଦି ଉହ୍ରେ ମେଣ୍ଡାହିଲାର୍ ବାରଗଟ୍ ପେରିତ୍ ଚେଲାମଃନାର୍ ନାଉଁ ଲେକାୟ୍ରିଲି । 15 ମର୍ ସଃଙ୍ଗ୍ କଃତା ଅଃଉତା ଦୁତାର୍ ଆତେ ଗଃଳ୍, କଃତି, ଆର୍ ଦୁଆର୍ମଃନ୍କେ ନାହୁକ୍ ଗଟେକ୍ ସନାର୍ ନାହ୍ତା ଡାଙ୍ଗ୍ ରିଲି । 16 ଗଃଳ୍ ଚାରି କନିଆ ରିଲି, ତାର୍ ଡେଙ୍ଗ୍ ଆର୍ ଅଃସାର୍ ସଃମାନ୍ ରିଲି । ଦୁତ୍ ତାର୍ ନାହ୍ତା ଡାଙ୍ଗେ ଗଃଳ୍କେ ନାହ୍ଲା । ତାର୍ ଡେଙ୍ଗ୍, ଅଃସାର୍ ଆର୍ ଉଚ୍ ସଃମାନ୍ ୨,୪୦୦ କିଲମିଟେର୍ ରିଲି । 17 ଦୁତ୍ କଃତିର୍ ଉଚ୍ ହେଁ ନାହ୍ଲା । ସେରି ୬୦ ମିଟେର୍*କଃତେକ୍ ତଃୟ୍ ଉଚ୍ ଆର୍ କଃତେକ୍ ତଃୟ୍ ଗଃଳ୍ଗଃଳି ବଃଲି ଆଚେ । ରିଲି । 18 ସେ କଃତି ମଣି ତଃୟ୍ ତିଆର୍ ଅୟ୍ରିଲି ଆର୍ ଗଃଳ୍ କାଚ୍ ହର୍ ନିର୍ମୁଳ୍ ସୁଦ୍ ସନାୟ୍ ତିଆର୍ ଅୟ୍ରିଲି । 19 ଗଃଳାର୍ ଚାରିହାକ୍ ରିଲା କଃତିର୍ କୁନାଦି ଲଃଗେ ମଣି ମାଣିକ୍ୟ ଡଃସା ଅୟ୍ରିଲି, ହଃର୍ତୁ କୁନାଦି ଲଃଗେ ହିରା, ଦୁୟ୍ ଲଃମ୍ବର୍ ତଃୟ୍ ନିଳକାନ୍ତ ମଣି, ତିନି ଲଃମ୍ବର୍ ତଃୟ୍ ବଇଦୁର୍ଜ୍ୟ ମଣି, ଚାରି ଲଃମର୍ ତଃୟ୍ ମରକତ ମଣି, 20 ହାଚ୍ ଲଃମ୍ବର୍ ତଃୟ୍ ପୁଲକ ମଣି, ଚଅ ଲଃମ୍ବର୍ ତଃୟ୍ ମାଣିକ୍ୟ, ସାତ୍ ଲଃମ୍ବର୍ ତଃୟ୍ ପୁସ୍ପ ରାଗ୍ ମଣି, ଆଟ୍ ଲଃମ୍ବର୍ ତଃୟ୍ ପିରଜ୍ ମଣି, ନଅ ଲଃମ୍ବର୍ ତଃୟ୍ ଗମେଦକ୍ ମଣି, ଦଃସ୍ ଲଃମ୍ବର୍ ତଃୟ୍ ଲୁସନିୟ ମଣି, ଏଗାର୍ ଲଃମ୍ବର୍ ତଃୟ୍ ଇନ୍ଦ୍ରନିଳ ମଣି ଆର୍ ବାର ଲଃମ୍ବର୍ ତଃୟ୍ ବାସ୍ନା ମଣି ରିଲି । 21 ବାରଗଟ୍ ଦୁଆର୍ ଅଃଉଁଲି ବାରଗଟ୍ ମୁକ୍ତା, ହଃତି ଦୁଆର୍ ଗଟେକ୍ ଗଟେକ୍ ମୁକ୍ତା ସଃଙ୍ଗ୍ ତିଆର୍ ଅୟ୍ରିଲି । ଗଃଳାର୍ ବାଟ୍ ସଃବୁ ସୁଦ୍ ସନାୟ୍ ତିଆର୍ ଅୟ୍ରିଲି ।
22 ମୁୟ୍ ଗଃଳେ କୁୟ୍ ହେଁ ମନ୍ଦିର୍ ନଃଦେକି, କାୟ୍ତାକ୍ବଃଲେକ୍ ନିଜେ ସଃବ୍କେ ସଃକାତ୍ ମାପ୍ରୁ ଇସ୍ୱର୍ ଆର୍ ମେଣ୍ଡାହିଲା ସେତିର୍ ମନ୍ଦିର୍ । 23 ଗଃଳ୍କେ ଉଜାଳ୍ କଃରୁକେ ବେଳ୍ ଜନାର୍ ଲଳା ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଜଃଜ୍ମାନେ ସେରି ଉଜାଳ୍ ଅଃଉତି ରିଲି ଆର୍ ମେଣ୍ଡାହିଲା ସେତିର୍ କୁପି । 24 ହୁର୍ତିବିର୍ ସଃବୁ ଲକ୍ ତାର୍ ଉଜାଳେ ଚାଲାବୁଲା କଃର୍ତି । ହୁର୍ତିବିର୍ ରଃଜାମଃନ୍ ଇତି ସେମଃନାର୍ ଦଃନ୍ବିତ୍ ଆଣି ଦେତି । 25 ଗଃଳାର୍ ସଃବୁ ଦୁଆର୍ ସଃବୁବଃଳ୍ ଉଗାଳା ରଃୟ୍ଦ୍ । ସେତିର୍ ଦୁଆର୍ ସଃବୁ କଃବେ ହେଁ ବଃନ୍ଦ୍ କଃରା ନୟେ । କାୟ୍ତାକ୍ବଃଲେକ୍ ସେତି କଃବେ ରାତି ନୟେ । 26 ସଃବୁ ଦେସାର୍ ଦଃନ୍ବିତ୍ ଆର୍ ଜଃଜ୍ମାନ୍ ଇ ଗଃଳେ ଆସି ରୁଣ୍ଡେଦ୍ । 27 କାୟ୍ ହେଁ ବିଟାଳ୍ ଆସ୍ତି ଇତି ଆଣା ନୟେ । ବାନ୍ୟା କଃର୍ତା କାମେ ବୁଡ୍ଲା ଦୁସ୍ଟ୍ ଲକ୍ ଆର୍ ମିଚ୍ କଃଉତା ଲକ୍ମଃନ୍ ଇ ଗଃଳେ ହୁରୁ ନଃହାର୍ତି । ଜୁୟ୍ ଲକ୍ମଃନାର୍ ନାଉଁ ମେଣ୍ଡାହିଲାର୍ ଜିବନ୍ ପୁସ୍ତକ୍ ତଃୟ୍ ଲେକା ଅୟ୍ ରଃୟ୍ଦ୍, ସେମଃନ୍ ହଃକା ଇ ଗଃଳ୍ ବିତ୍ରେ ହୁରୁକ୍ ହାର୍ତି ।