12
ଇସ୍ୱରାର୍ ସେବାୟ୍ ଜିବନ୍ କାଟ୍ତାର୍
1 ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା । 2 ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
3 ବଃଲେକ୍ ମକ୍ ଦିଲା ଦଃୟା ଗିନେ ମୁୟ୍ଁ ତୁମାର୍ ବିତ୍ରେ ରିଲା ସଃବୁ ଲକ୍କେ କଃଉଁଲେ, ଅଃହ୍ଣାର୍ ବିସୟେ ଜଃନ୍କଃରି ମଃନେ ବାବ୍ତା କଃତା ତାର୍ ତଃୟ୍ହୁଣି ନିଜ୍କେ ଅଃଦିକ୍ ବଃଡ୍ ବଃଲି ମଃନେ ନଃକେରା; ମଃତର୍ ଇସ୍ୱର୍ ଜାକେ ଜଃତେକ୍ ବିସ୍ୱାସ୍ ଦିଲା ଆଚେ, ସେ ହର୍ ସଃବୁଲକ୍ ନିଜ୍କେ ବାବା । 4 ✡୧ କର ୧୨:୧୨.ବଃଲେକ୍ ଜଃନ୍କଃରି ଅଃମାର୍ ଗଟେକ୍ ଗଃଗାଳେ ଗାଦେକ୍ ଅଃଙ୍ଗ୍ମଃନ୍ ଆଚେ, ମଃତର୍ ସଃବୁ ଅଃଙ୍ଗ୍ମଃନାର୍ କାମ୍ ଗଟେ ରଃକମ୍ ନାୟ୍ । 5 ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟ୍ ଜଳି ଅୟ୍ ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ । 6 ✡୧ କର ୧୨:୪-୧୧.ଆର୍ ଅଃମିକ୍ ଦିଆ ଅୟ୍ଲା ଦଃୟା ହଃର୍କାରେ ଅଃଲ୍ଗା ଅଃଲ୍ଗା ଦାନ୍ ହାୟ୍ ଆଚୁ, ତଃବେ ସେ ଦାନ୍ ଜଦି ବାବ୍ବାଣି ଅୟ୍ଦ୍ ଆସା ଅଃମିମଃନ୍ ବିସ୍ୱାସ୍ ହଃର୍କାରେ କାମ୍ କଃରୁଆଁ; 7 ସେରି ଜଦି ସେବା କାମ୍ ଅୟ୍ଲେକ୍ ଆସା ଅଃମିମଃନ୍ ସେବା କାମେ ଲାଗି ରେଉଅ । ଜେ ସିକ୍ୟା ଦଃୟ୍ଦ୍ ସେ ସିକ୍ୟା ଦେଉଁକେଅଃୟ୍ଦ୍ । 8 ଆର୍ ଜେ ଉପ୍ଦେସ୍ ଦଃୟ୍ଦ୍ ସେ ଉପ୍ଦେସ୍ ଦେଉଁକେ କାମେ ଲାଗି ରେଉଅ, ଜେ ଦାନ୍ ଦଃୟ୍ଦ୍ ସେ ସଃର୍ଦା ମଃନେ ଦେଅ, ଜାର୍ ସଃବୁ ବୁଜ୍ତାର୍ ଦାୟ୍ତ୍ ଆଚେ ସେ ଜଃତୁନେ ସଃବୁ କାମ୍ କଃର; ଜେ ଦଃୟା କଃରେଦ୍ ସେ ସଃର୍ଦା ମଃନେ ସେରି କଃର୍ ।
9 ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ । 10 କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା । 11 ଅଃଳ୍ସିଆ ନଃୟ୍ ମାପ୍ରୁର୍ କାମେ କଃବାଳି ଅଃଉଆ, ଆତ୍ମାୟ୍ ହୁରୁଣ୍ ଅଃଉଆ; ମଃନ୍ ହଃରାଣେ ମାପ୍ରୁର୍ ସେବା କଃରା । 12 ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ । 13 କ୍ରିସ୍ଟ ବିସ୍ୱାସିମଃନାର୍ ଅକେଟ୍ ଦୁର୍ କଃରା, ଗତ୍ୟାମଃନାର୍ ସେବାକାରି ଅଃଉଆ ।
14 ✡ମାତି ୫:୪୪; ଲୁକ ୬:୨୮.ଜୁୟ୍ ଲକ୍ମଃନ୍ ତୁମିକେ ତାଳ୍ନା କଃର୍ତି ସେମଃନ୍କେ ଆସିର୍ବାଦ୍ କଃରା, ଆସିର୍ବାଦ୍ କଃରା ସାୟ୍ପ୍ ଦିଆସ୍ ନାୟ୍ । 15 ଜୁୟ୍ ଲକ୍ମଃନ୍ ସଃର୍ଦା କଃର୍ତି ସେମଃନାର୍ ସଃଙ୍ଗ୍ ମିସି ସଃର୍ଦା କଃରା; ଜୁୟ୍ ଲକ୍ମଃନ୍ ଦୁକ୍ କଃର୍ତି ସେମଃନାର୍ ସଃଙ୍ଗ୍ ମିସି ଦୁକ୍ କଃରା । 16 ସଃବ୍କେ ସଃମାନ୍ ଆକାୟ୍ ଦଃକା, ବଃଡ୍ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍ଲା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍ ।
17 ମଃନ୍ଦ୍ ବାଦୁଲେ କାର୍ ମଃନ୍ଦ୍ କଃରା ନାୟ୍, ସଃବାର୍ ଆକାୟ୍ ଜାୟ୍ରି ନିକ, ସେରିସଃବୁ କଃରା । 18 ସଃବୁଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ହାରୁସଃକାତ୍ ଚେସ୍ଟା କଃରା । 19 ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ନିଜେ ନିଜେ କାର୍ ବାଦ୍ଲା ନିଆ ନାୟ୍ । ଇସ୍ୱରାର୍ ଡଃଣ୍ଡାର୍ ଲକ୍ ଅଃଉତା ହାୟ୍ଁ ତାକେ ଚାଡି ଦିଆସ୍ । ବଃଲେକ୍ ସାସ୍ତରେ ଲେକାଆଚେ, “ମାପ୍ରୁ କଃଉଁଲା, ମୁୟ୍ଁ ତାର୍ ନ୍ୟାୟ୍ ବିଚାର୍ କଃରିନ୍ଦ୍ । 20 ଆରେକ୍ ହେଁ ଜଦି ତୁମାର୍ ସଃତ୍ରୁ ବୁକେ ଆଚେ, ତଃବେ ତାକେ କାଉଁକେ ଦିଆସ୍; ଜଦି ସସେ ଆଚେ, ତାକେ ସୁରାଉଆ; ବଃଲେକ୍ ଇହର୍ କଃଲେକ୍ ସେ ଲାଜେ ମୁଣ୍ଡ୍ ତଃଳେ କଃରେଦ୍ ।” 21 କଃରାବ୍ କାମେ ଆରି ନଃକେରି, ନିକକାମେ କଃରାବ୍ କାମ୍କେ ଆରାଉଆ ।