14
ବିନ୍ ଲକାର୍ ବିଚାର୍ କଃରା ନାୟ୍
1 ✡କଲ ୨:୧୬.ଦୁର୍ବଳ୍ ବିସ୍ୱାସିକେ ହେଁ ନିଜାର୍ ଦଃଳେ କୁଦା, ମଃତର୍ ତାର୍ ନିଜାର୍ ବିସ୍ୱାସ୍ ବିସୟେ ବିନ୍ବିନ୍ ଅଃଉଆ ନାୟ୍ । 2 ଜେ ବିସ୍ୱାସେ ଅଃଟୁଆ, ସେ ସଃବୁ କାଦି କଃଉଁକେ ହାରେ, ମଃତର୍ ଜାର୍ ବିସ୍ୱାସ୍ ଅଃଟୁଆ ନାୟ୍ ସେ ଅଃବ୍କା ଡାଳ୍ମାଳ୍ ସାଗ୍ କାଉଅ । 3 ଜେ ସଃବୁ ରଃକମ୍ କାଦି କାୟ୍ଦ୍, ସେ ନଃକାତା ଲକେ ନିଚ୍ ନଃକେର, ଆରେକ୍ ଜେ ନଃକାୟ୍ ସେ କାତା ଲକେ ବିଚାର୍ ନଃକେର୍; ବଃଲେକ୍ ଇସ୍ୱର୍ ତାକେ ଆଗଳି ଆଚେ । 4 ତୁମିମଃନ୍ କେ ଜେ, ବିନ୍ ଲକାର୍ ଗତିଦଃଙ୍ଗ୍ଳାର୍ ବିଚାର୍ କଃରୁଲାସ୍ ? ସେ ତାର୍ କାମ୍ କଃତେକ୍ ଦୁରି କଃରୁ ହାରୁଲା କି କଃରୁକେ ନଃହାରୁଲା, ସେରି ତାର୍ ସାଉକାର୍ ବିଚାର୍ କଃରେଦ୍, ସେ ବାୟ୍ଦ୍ରେ ସେରି କଃରୁକେ ହାରେଦ୍, କାୟ୍ତାକ୍ବଃଲେକ୍ ତାର୍ ସାଉକାର୍ ତାକ୍ ତାର୍ କାମ୍ କଃରାଉଁକ୍ ହାରେ ।
5 ଗଟ୍ଲକାର୍ ବିସ୍ୱାସେ ବିନ୍ ଦିନ୍ମଃନ୍ ତଃୟ୍ହୁଣି ଗଟେକ୍ ଟିକ୍ ଅଃଦିକ୍ ନିକ । ଆର୍ ବିନ୍ ଲକ୍ ସଃବୁ ଦିନ୍କେ ସଃମାନ୍ ବାବେ ବିଚାର୍ କଃରେଦ୍ । ମଃତର୍ ଜେ ଜୁୟ୍ରି ଟିକ୍ ବଃଲି ବାବେଦ୍ ସେ ସେରି କଃର୍ । 6 ଜେ ଗଟ୍ ଦିନ୍କେ ଅଃଦିକ୍ ନିକ ବଃଲି ମାନେଦ୍, ସେ ମାପ୍ରୁ ଜଃଜ୍ମାନ୍ ଗିନେ ସେରି କଃର; ଆର୍ ଜୁୟ୍ ଲକ୍ ଜାୟ୍ରି ହେଁ କାଉଁକେ ହାରେ, ସେ ମାପ୍ରୁର୍ ଜଃଜ୍ମାନ୍ ଗିନେ କାଅ, ବଃଲେକ୍ ସେ ଇସ୍ୱର୍କେ ଦନ୍ୟବାଦ୍ ଦଃୟ୍ଦ୍; ଆରେକ୍ ଜୁୟ୍ ଲକ୍ କାୟ୍ କାଦି କାଉଁକେ ନଃଚେ, ସେ ମାପ୍ରୁର୍ ଜଃଜ୍ମାନ୍ ଗିନେ ସେରି କଃର, ଆର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଅ । 7 କେହେଁ ନିଜାର୍ ହାଁୟ୍ ନଃବଚେ, ଆର୍ ନିଜାର୍ ହାଁୟ୍ ନଃମେରେ । 8 ଜଦି ଅଃମିମଃନ୍ ବଚୁଆଁ, ତଃବେ ମାପ୍ରୁର୍ ଗିନେ ବଚୁଆଁ, ନୟ୍ଲେକ୍ ଜଦି ମଃରୁଆଁ ତଃବେ ମାପ୍ରୁର୍ ହାଁୟ୍ ମଃରୁଆଁ । ତଃବେ ଜଦି ଅଃମିମଃନ୍ ବଚୁଆଁ କି ମଃରୁଆଁ, ଅଃମିମଃନ୍ ମାପ୍ରୁର୍ ଲକ୍ । 9 କାୟ୍ତାକ୍ବଃଲେକ୍ କ୍ରିସ୍ଟ ମଃରି ଜିବନ୍ ହାୟ୍ ଉଟ୍ଲାକ୍ ସେ ମଃଲା ଲକ୍ମଃନାର୍ ଆର୍ ଜିବନ୍ ଲକ୍ମଃନାର୍ ମାପ୍ରୁ ଅୟ୍ଆଚେ । 10 ✡୨ କର ୫:୧୦.ତଃବେ ତୁମି କାୟ୍ତାକ୍ ବିନ୍ ବିସ୍ୱାସି ବାୟ୍ର୍ ବିଚାର୍ କଃରୁଲାସ୍ ? ତୁମି କାୟ୍ତାକ୍ ବିନ୍ ବିସ୍ୱାସି ବାୟ୍କ୍ ଇନ୍ମାନ୍ କଃରୁଲାସ୍ ? ଅଃମିମଃନ୍ ସଃବୁଲକ୍ ତ ଇସ୍ୱରାର୍ ବିଚାର୍ କଃର୍ତା ଟାଣେ ଟିଆ ଅଃଉଁନ୍ଦ୍ । 11 ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
“ମାପ୍ରୁ କଃଉଁଲା, ଅଃମି ଜିବନ୍ ମାପ୍ରୁ, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।”
12 ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।
ବାୟ୍ର୍ ବାଦା ଗଃଟାଉଆ ନାୟ୍
13 ତଃବେ ତୁମି ଏକ୍ ଆରେକାର୍ ବିଚାର୍ କଃରା ନାୟ୍ । ଆର୍ ଇରଃକମ୍ ହେଁ କାୟ୍ କାମ୍ କଃରା ନାୟ୍, ଜୁୟ୍ତାର୍ ଗିନେ କି ତୁମାର୍ ବାୟ୍ ଜଟ୍ୟାୟ୍ ଅୟ୍ ହାହ୍ କଃରେଦ୍ । 14 ମୁୟ୍ଁ ଜାଣି ଆଚି ଆର୍ ମାପ୍ରୁ ଜିସୁର୍ ତଃୟ୍ ବାୟ୍ଦ୍ରେ ଜାଣୁଲେ ଜେ, କାୟ୍ ହେଁ କାଦି ବିଟାଳ୍ ନୟ୍, ମଃତର୍ ଜୁୟ୍ଲକ୍ କାୟ୍ କାଦିକ୍ ବିଟାଳ୍ ବଃଲି ମଃନେ କଃରେଦ୍ ତାର୍, ଗିନେ ସେରି ବିଟାଳ୍ । 15 ତୁମି କାୟ୍ କାଦି କାୟ୍ଲେକ୍ ତୁମାର୍ ବାୟ୍ ଜଦି ଦୁକ୍ ହାଉଁଲା, ତଃବେ ତୁମି ତାକ୍ ଲାଡ୍ ଚାଲାଚାଲ୍ତି ନଃକେରୁଲାସ୍ । ଜୁୟ୍ ବାୟ୍ର୍ ଗିନେ କ୍ରିସ୍ଟ ମଃଲା, ତୁମିମଃନ୍ ତୁମାର୍ ମଲ୍ ନୟ୍ଲା କାଦି ଗିନେ ତାକେ ନାସ୍ କଃରା ନାୟ୍ । 16 ତୁମି ଜାୟ୍ରି ନିକ ବଃଲି ବାବୁଲାସ୍, ସେ କାମ୍କେ ବିନ୍ ଲକ୍ମଃନ୍ ଲିନ୍ଦା ନଃକେରତ୍ । 17 ବଃଲେକ୍ ଇସ୍ୱରାର୍ ରାଇଜ୍ କାତାର୍ ହିଉତାର୍ ନାୟ୍, ମଃତର୍ ପବିତ୍ର ଆତ୍ମା ଦିଲା ଦଃର୍ମି, ସୁସ୍ତା ଆର୍ ସଃର୍ଦା । 18 ଜେ କେ ଇ ରଃକମ୍ ବାବେ କ୍ରିସ୍ଟର୍ ସେବା କଃରେଦ୍; ସେ ଇସ୍ୱର୍କେ ସଃର୍ଦା କଃରେଦ୍, ଲକ୍ମଃନାର୍ ତଃୟ୍ ହେଁ ମାୟ୍ନ୍ ହାୟ୍ଦ୍ ।
19 ତଃବେ ଆସା, ସଃବାର୍ ବିତ୍ରେ ସୁସ୍ତା ଆଣୁକେ ଆର୍ ସଃକ୍ତି ଜଃନ୍ମାଉଁକେ ଜାୟ୍ରି ସଃବୁ ଦଃର୍କାର୍, ସେ ଉହ୍ରେ ଦିଆନ୍ ଦେଉଁଆ । 20 ମଲ୍ ନୟ୍ଲା କାଦିର୍ ଗିନେ ଇସ୍ୱର୍ ଜାୟ୍ କାମ୍ କଃଲା ଆଚେ, ସେରି ନଃସ୍ଟ୍ କଃରା ନାୟ୍ । ସଃବୁ କାଦି କାଉଁକେ ହାରୁଆଁ; ଅୟ୍ଲେକ୍ ହେଁ ଜୁୟ୍ କାଦି କାୟ୍ଲେକ୍ ବିନ୍ ଲକାର୍ ବାଦା ଗଃଟେଦ୍, ସେ କାଦି କାତାର୍ ନିକ ନାୟ୍ । 21 ମାସ୍ କାତାର୍ କି ମଃଦ୍ କାତାର୍ ଆର୍ କାୟ୍ରି କାତାର୍ ଜଦି ତୁମାର୍ ବାୟ୍ର୍ ଜଟ୍ୟାୟ୍ ଅଃଉତାର୍ ଅୟ୍ଦ୍, ତଃବେ ସେରି ନଃକେଲେକ୍ ନିକ । 22 ଇ ବିସୟେ ତୁମାର୍ ନିଜାର୍ ବିସ୍ୱାସ୍ ଅଃବ୍କା ଇସ୍ୱର୍ ଜାଣ । ଜୁୟ୍ ଲକ୍ ପରିକ୍ୟାୟ୍ ଜିଣିଆଚେ ବଃଲି ବିଚାର୍ କଃରି କୁୟ୍ କାମ୍ ହେଁ କଃରେଦ୍, ଆର୍ ସେତାର୍ଗିନେ ହଃଚେ ତାକେ ଦୁକ୍ କଃରୁକେ ନଃହେଳେ ସେ ଲକ୍ ଦନ୍ୟ । 23 ମଃତର୍ କାୟ୍ ହେଁ କାଦି କାତାର୍ ନିକ କି ନାୟ୍, ଅଃହ୍ରାତ୍ କଃରି ଜୁୟ୍ଲକ୍ ସେରି କାୟ୍ଦ୍, ଇସ୍ୱରାର୍ ଚଃମେ ସେ ଦସି ଅୟ୍ଦ୍, କାୟ୍ତାକ୍ବଃଲେକ୍ ସେରି ତାର୍ ବିସ୍ୱାସ୍ ହଃର୍କାରେ କାମ୍ ନାୟ୍, ଆର୍ ଜାୟ୍ରି ହେଁ ବିସ୍ୱାସେ ଅୟ୍ ନଃକେରେ ସେରି ହାହ୍ ।