କରନ୍ତିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପ୍ରଥମ ପତ୍ର
କରନ୍ତିୟ ମଣ୍ଡଲିର୍ ଲକ୍ମନର୍ଟାନେ ପାଉଲ୍ ପର୍ତୁମ୍ତର୍ ଚିଟି ଲେକ୍ଲାଟା
ଏ ବଇ ବିସଇତେଇ ଜାନ୍ବାଟା
ପର୍ତୁମ୍ କରନ୍ତିର୍ ଚିଟି ପେରିତ୍ ପାଉଲ୍ ଲେକିରଇଲା । ଏଟା ଜିସୁ କିରିସ୍ଟ ଜନମ୍ ଅଇକରି ୫୫ ବରସ୍ ପଚେ ଲେକିରଇଲାଇ । ୧:୧ପାଉଲ୍ ଲେକିରଇଲା ଦୁଇଟା ଚିଟି ବିତ୍ରେଅନି ଏଟା ୧ ମ ଚିଟି । ସେ ଏପିସିତେଇ ରଇଲା ବେଲାଇ ଏ ଚିଟି ଲେକିରଇଲା । ମାକିଦନିଆଅନି କରନ୍ତି ବାସାଅଇଲା ଆଗେ ଲେକାଅଇରଇଲା । ୧୬:୫-୯ ।
ପାଉଲ୍ ଏ ଚିଟିଟାନେ ମଣ୍ଡଲି ବିତ୍ରେ ଅଇତେ ରଇବା କରାପ୍ କାମ୍, ଦଲ୍ ଦଲ୍ ବିତ୍ରେ ବେଗ୍ଲା ବେଗ୍ଲି ଅଇବାଟା, ପାପ୍ କାମ୍ କର୍ବାଟା ଜାନିରଇଲା । ଏ ସବୁ ବିସଇ ମଣ୍ଡଲିର୍ ଲକ୍ମନର୍ ଟାନେ ସୁନିକରି ଏ ସବୁର୍ ଉତର୍ ଦେବାକେ ଦିଆନ୍ ଦେଇତେ ରଇଲା । କରନ୍ତିୟ ନଅରେ ମୁନୁସ୍ ପିଲା ମାଇଜିଟକି ଅଇବା କରାପ୍ କାମର୍ ପାଇ ଡାକ୍ପୁଟା ରଇଲା । ତେବର୍ ପାଇ ମଣ୍ଡଲିମନ୍କେ ଏନ୍ତାରି ଅସୁବିଦାମନ୍ ଆଇତେ ରଇଲା । ୧ ମ କରନ୍ତି ଆଲାଦ୍ ବିସଇ ଗଟେକ୍ ବାଗ୍ ଦାରିଆଚେ ।
ଏ ବଇଟାନେ ରଇବାଟା
୧. ପାଉଲ୍ କରନ୍ତିଏ ରଇବା ଲକ୍ମନ୍କେ ଜୁଆର୍ ଜାନାଇଲାନି ଆରି ସେମନର୍ ପାଇ ପରମେସର୍କେ ଦନିଅବାଦ୍ ଦେଲାନି । ୧:୧-୯
୨. ପାଉଲ୍ କରନ୍ତି ମଣ୍ଡଲିଅନି ସୁନି ରଇବା ମଣ୍ଡଲି ମଣ୍ଡଲି ବେଗ୍ଲି ଜାଇରଇବା ବିସଇ ସିକିଆ ଦେଲାନି । ୧:୧୦;୪:୨୧
୩. ବିନ୍ଟା ଅଇଲାନି ମାଇଜିଟକି ମୁନୁସ୍ ପିଲା ଅଇବା କାରାପ୍ କାମ୍ କରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ କରଟ୍ ଦୁଆର୍ ଜାକ ନେବା ବିସଇ ଲେକିଆଚେ । ୫–୬
୪. ପଚେ ଜିବା ବିସଇ ମୁର୍ତିମନ୍କେ ବଲିଦେବାଟା, ସବୁ ମିସିକରି ପାର୍ତନା କର୍ବାଟା, ଆତ୍ମାଇ ଦାନ୍ ପାଇଲାଟା ଆରି ମରି କରି ଆରି ତରେକ୍ ଉଟ୍ବାଟା ବିସଇ ଲେକା ଆଚେ । ୭–୧୫
୫. ସାରାସାରି ସେ ନିଜେ କର୍ତେରଇବା କେତେଟା ବିସଇ ଲେକିକରି ସାରାଇଲାନି । ୧୬
୧
୧ ମୁଇ ପାଉଲ୍ ଆରି ଆମର୍ ସଙ୍ଗର୍ ବିସ୍ବାସି ସସ୍ତିନା ଜୁଆର୍ ଜାନାଇଲୁନି । ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ପେରିତ୍ ଅଇବାକେ ମକେ ବାଚିଆଚେ ।
୨ ✡ପେରିତ୍ ୧୮:୧କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
୩ ଆମର୍ ବାବା ପର୍ମେସର୍ ଆରି ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
କିରିସ୍ଟର୍ ଟାନେ ଆସିର୍ବାଦ୍
୪ କିରିସ୍ଟ ଜିସୁର୍ଟାନେ ପର୍ମେସରର୍ ଜେନ୍ତି ଜିବନ୍ ଦୁକାଇରଇଲା, ସେ ଜିବନ୍ ଦୁକାନିର୍ ଲାଗି, ମୁଇ ସବୁବେଲେ ତମର୍ ବିସଇନେଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ୫ କାଇକେବଇଲେ ତମେ କିରିସ୍ଟ ସଙ୍ଗ୍ ମିସିକରି ଆଚାସ୍ ବଲି ପର୍ମେସର୍ ତମ୍କେ ଲଡାକେ ଅଇବା ସବୁ ବିସଇ, ତମର୍ କାତା ଅଇବା ବପୁ ଆରି ସବୁ ରକାମର୍ ଗିଆନ୍ ଦେଇଆଚେ । ୬ କିରିସ୍ଟର୍ ବିସଇନେଇ ତମ୍କେ ଜନ୍ କବର୍ କଇରଇଲୁ, ସେଟା ଟିକ୍ ଆକା ବଲି ଜାନା ପଡ୍ଲାନି । ୭ ତେବେ ତମେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍ ଆତ୍ମାର୍ ଦାନ୍ ମିଲାଇ ଆଚାସ୍ । ୮ ଜେନ୍ତିକି ଆମର୍ ମାପ୍ରୁ ଜିସୁ ଆଇବା ଦିନେ ତମ୍କେ କାଇ ମିସା ନିନ୍ଦା ନ ଅ । ଏଟାର୍ପାଇ ମାପ୍ରୁ ତମ୍କେ ସାରାସାରି ଜାକ ମିସା ତବିର୍ କରି ସଙ୍ଗଇସି ।
୯ ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
ବିସ୍ବାସିମନ୍ ବେଗ୍ଲା ବେଗ୍ଲି ଅଇବାଟା
୧୦ ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ । ୧୧ ତମର୍ ତମର୍ ବିତ୍ରେ ଲାଗାଜଡା ଆଚେ ବଲି ମୁଇ କିଲିୟର୍ କୁଟୁମେ ଅନି ସୁନିଆଚି । ୧୨ ✡ପେରିତ୍ ୧୮:୨୪ମୁଇ ବାବ୍ଲିନି, ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଜିବାଲକ୍, କେତେଲକ୍ ଆପଲର୍ ବାଟେ ଜିବାଲକ୍, କେତେଲକ୍ କେପାର୍ ବାଟେ ଜିବା ଲକ୍, ଆରି କେତେଲକ୍ ଆମେ କିରିସ୍ଟର୍ ବାଟେ ଜିବା ଲକ୍ । ୧୩ କିରିସ୍ଟକେ ମୁକା ମୁକା କରି ବାଗ୍ ବାଗ୍ କଲାପାରା ଦଲ୍ ଅଇଆଚାସ୍ । ମୁଇ ପାଉଲ୍, ତମର୍ ପାଇ କୁର୍ସେ ମରିରଇଲି କି ? କି ତମେ ପାଉଲର୍ ନାଉଁ ଦାରି ଡୁବନ୍ ନେଇରଇଲାସ୍ ?
୧୪ ✡ପେରିତ୍ ୧୮:୮; ପେରିତ୍ ୧୯:୨୯; ରମିୟ ୧୬:୨୩ସେଟାର୍ପାଇ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ୧୫ ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ । ୧୬ ✡୧ମ କରନ୍ତିୟ ୧୬:୧୫ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ । ୧୭ କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା । ୧୮ କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ । ୧୯ ତେବେ ଦରମ୍ ସାସ୍ତରେ ଏନ୍ତି ଲେକାଆଚେ,
ମୁଇ ଗିଆନ୍ ରଇବା ଲକ୍ମନର୍ ଗିଆନ୍ ନସାଇବି,
ଆରି ବୁଦି ରଇବା ଲକ୍ମନର୍ ବୁଦି
କାଇ ଲଡାକେ ନ ଆଇଲା ପାରା କର୍ବି ।
୨୦ ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
୨୧ ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା । ୨୨ ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି । ୨୩ ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି । ୨୪ ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ । ୨୫ ତେବେ ଜନ୍ଟା ପର୍ମେସରର୍ ବକୁଆ ବିସଇ ସେଟା ମୁନୁସର୍ ଗିଆନେ ଅନି ଅଦିକ୍ ଆଚେ, ଆରି ଜନ୍ଟା ପର୍ମେସରର୍ ଦୁର୍ବଲ୍ ବିସଇ, ସେଟା ମୁନୁସର୍ ବପୁଟାନେଅନି ଅଦିକ୍ ବପୁ ।
୨୬ ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ । ୨୭ ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ । ୨୮ ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ । ୨୯ ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ । ୩୦ ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ । ୩୧ ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।