ତେସଲନିକିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କର ପ୍ରଥମ ପତ୍ର
ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ପର୍ତୁମ୍ତର୍ ଚିଟିଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
୧ ମ ତେସଲନିକିୟ ଚିଟି ପେରିତ୍ ପାଉଲ୍ ଲେକାଅଇରଇଲା୧:୧ । ଏଟା ପାଉଲ୍ ପର୍ତୁମ୍ ତର୍ ଲେକାଅଇରଇଲା ଆରି ଏଟା ବାଇବଲେ ଗଟେକ୍ ବାଗ୍ ଅଇଆଚେ । ଏଟା ଜିସୁକିରିସ୍ଟ ଜନମ୍ ଅଇକରି ଲଗାଲଗି ୫୧ ବରସ୍ ପଚେ ଲେକା ଅଇଲାଆଚେ । ଜେଡେବେଲେ ପାଉଲ୍ ତେସଲନିକିୟ ମଣ୍ଡଲିକେ ଚିଟି ଲେକ୍ଲା, ସେବେଲେ ସେ କରନ୍ତିଅ ମଣ୍ଡଲିତେଇ ରଇଲା । ଜନ୍ ମଣ୍ଡଲିକେ କି ସେ ମିସ୍ନାରି ଇସାବେ ଦୁଇପାଲି ଗାଲାବେଲେ ତାପ୍ନା କରିରଇଲା । ପେରିତ୍ ୧୭:୧-୧୦ ।
ଏଟା କେତେଟା ଜିଉଦି ଆରି କେତେଟା ଗିରିକ୍ ବାସା କଇବା ଲକ୍ମନ୍ ଆକା କରିରଇଲାଇ ବଲି ପେରିତ୍ ବଇଟାନେ କୁଆଅଇଆଚେ । ପାଉଲ୍ ମଣ୍ଡଲି ତାପ୍ନା କଲା ପଚେ, ବେସି ଦିନ୍ ତେସଲନିକିଏ ରଇନାପାର୍ଲା । ତେବର୍ପାଇ ତେଇ ରଇବା ବିସ୍ବାସିମନ୍କେ ନ ଡରିକରି ରଇବାକେ ସେ ଏ ଚିଟି ପାଟାଇଲା । ଗଟେକ୍ ବିସ୍ବାସି କେନ୍ତାରି ଜିଉନା କାଉନା କର୍ବାକେ ପଡ୍ସି, ଏ ଚିଟି ଟାନେ କେତେକ୍ କେତେକ୍ ବିସଇ, ଆରି ବିନ୍ ବିନ୍ ଜାନ୍ବା କାତା ଆଚେ । ପାଉଲ୍ କେତେଟାଟାନେ ଆରିତରେକ୍ ଆଇବା ବିସଇ ମନ୍ଦିଆନ୍ ଦେଲାଆଚେ । ଜେନ୍ତିକି ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍ ଏ ବିସଇତେଇ କାଇ ଅସୁବିଦା ନ ଅଇକରି ଆଗ୍ତୁ ଅଇତେରଇଲାଇ । ପାଉଲ୍ ଜିସୁ ଆରିତରେକ୍ ଆଇବାଟା ନେଇ କେନ୍ତାରି ଜିଉନା କାଉନା କର୍ବାର୍ ଆରି ପର୍ମେସର୍କେ ସାର୍ଦା କରାଇବାକେ ଜାନାଇଲାନି । ୫:୬-୮ ।
ଏ ବଇଟାନେ ରଇଲାଟା
୧. ପାଉଲ୍ ମଣ୍ଡଲିକେ ଜୁଆର୍ ଜାନାଇ କରି ଆରି ପର୍ମେସର୍କେ ଦନିଅବାଦ୍ ଦେଇକରି ଚିଟି ଆରାମ୍ କଲାଆଚେ । ୧
୨. ପଚେ ସେ ତିମତି ଆନିରଇବା କବର୍ ଆରି ତାର୍ କାମ୍ ବିସଇନେଇ ବୁଜାଇଲା । ୨–୩
୩. ଜିସୁକେ ବିସ୍ବାସ୍ କଲା ଲକ୍ ସେ ଆରିତରେକ୍ ଆଇବା ଜାକ ଜାଗିରଇକରି କେନ୍ତାରି ଜିଉନା କାଉନା କର୍ବାର୍ ସେଟା ଚେତାଇ କରି ଆଦେସ୍ କଲାନି । ୪:୧–୫:୧୫
୪. ପାଉଲ୍ ଆରିତରେକ୍ ମଣ୍ଡଲିକେ ଜୁଆର୍ ଜାନାଇକରି ସେମନ୍କେ ଚିଟି ପଡ୍ବାକେ ବାଦିଅ କରାଇ ସେସ୍ କଲାନି । ୫:୧୬-୨୮
୧
୧ ✡ପେରିତ୍ ୧୭:୧ମୁଇ ପାଉଲ ଆରି ମର୍ ବାଇମନ୍ ସିଲାନ୍, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍ମନ୍କେ ଏ ଚିଟି ଲେକ୍ଲୁନି । ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇଲା ସାନ୍ତି ତମ୍କେ ମିଲ ।
ତେସଲନିକିୟ ମନର୍ ବିସ୍ବାସର୍
୨ ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ । ୩ ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ । ୪ ବାଇବଇନିମନ୍ ! ଆମେ ଜାନିଆଚୁ ଜେ, ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ସେ ତମ୍କେ ନିଜର୍ ଲକ୍ କର୍ବି ବଲି ବାଚ୍ଲାଆଚେ । ୫ ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା । ୬ ✡ପେରିତ୍ ୧୭:୫-୯ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ । ୭ ତେବେ ତମେ ମାକିଦନିଆ ଆରି ଆକାୟାତେଇ ରଇବା ସବୁ ବିସ୍ବାସିମନ୍କେ ଗଟେକ୍ ବାଟ୍ଦେକାଉ ପାରା ରଇଲାସ୍ । ୮ ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ । ୯ ଆମେ ତମର୍ଲଗେ ଆଇଲାବେଲେ ତମେ ଜେନ୍ତି ଆଲାଦର୍ସଙ୍ଗ୍ ଡାକିରଇଲାସ୍ ଆରି ଚୁଚା ପାକ୍ନାମନ୍ ପୁଜା କର୍ବାଟା ଚାଡିକରି ଜିବନ୍ ରଇବା ପର୍ମେସର୍କେ ଉପାସନା କର୍ବାକେ ଆଗ୍ତୁ ଆସିରଇଲାସ୍ । ଏ ସବୁ ବିସଇ ତେଇର୍ ଲକ୍ମନ୍ କାତା ଅଇଲାଇନି । ୧୦ ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି ।