ପ୍ରେରିତ ମାନଙ୍କର କାର୍ଯ୍ୟ
ପେରିତ୍ ସିସ୍ମନ୍ କାମ୍କଲା ଇସାବ୍
ଏ ବଇ ବିସଇତେଇ ଜାନ୍ବାଟା
ପେରିତ୍ ବଇ ଅଇଲାନି ମଣ୍ଡଲି ଆରାମ୍ ଅଇଲା ବଇ, ଆରି କେନ୍ତାରି ଜିରୁସାଲମେ ଅନି ଜିଉଦା ସମରିଆ, ଆରି ବିନ୍ବିନ୍ ଜାଗାମନ୍କେ ଜାନାଇ ଅଇଲା ୧:୮ । ଏଟା ଜିସୁ ସର୍ଗେ ଜିବା ଆଗ୍ତୁ ତାର୍ ସିସ୍ମନ୍କେ କଇ ରଇଲା, ପେରିତ୍ ବଇ ଲୁକ୍ଲେକି ରଇଲା, ଜେକି ଲୁକ୍ ସୁବ୍କବର୍ ମିସା ଲେକି ରଇଲା । ସେ ଗଟେକ୍ ଡାକ୍ଦର୍ ରଇଲା, ଆରି କାଇଟାମିସା ବୁଲ୍ ନ କର୍ତେ ଲେକ୍ବାକେ ମନ୍ଦିଆନ୍ ଦେଇତେ ରଇଲା । ସେ ସୁବ୍କବର୍ ବଇଟାନେ ଆରି ପେରିତ୍ ବଇ ଏ ଦୁଇଟା ବଇଟାନେଜାକ ତିଅପିଲ୍କେ ଜାନାଇ ଆଚେ । ଜନ୍ ଲକ୍କି ସେ ଗଟେକ୍ ଗିରିକ୍ ଲକ୍ ରଇଲା ଏ ଦୁଇଟାଜାକ ବଇ ଗିରିକ୍ ଆରି ଜିଉଦି ଲକ୍ମନର୍ ପାଇ ଅଇରଇଲା ପେରିତ୍ ୧:୧ ।
ଜାନ୍ବାକେ ଗାଲେ ପେରିତ୍ ବଇ ଜିସୁକିରିସ୍ଟ ଜନମ୍ ଅଇକରି ୬୦-୬୪ ବିତ୍ରେ ଲେକାଅଇ ରଇଲା । କାଇକେବଇଲେ ପାଉଲ୍ ବନ୍ଦିଗରେ ରଇକରି ମୁକଲ୍ବା ଆଗ୍ତୁ ଏ ବଇର୍ ଲେକାକାମ୍ ସାରିରଇଲା । ଲୁକ୍ ମିସା ପାଉଲର୍ ସଙ୍ଗ୍ ବୁଲି ରଇଲା, ଆରି ପେରିତ୍ ବଇ ଆନ୍ତିକିଆଇ ଅନି ଲେକାଅଇ ରଇଲା । ପେରିତ୍ ବଇ ଲୁକ୍ ସୁବ୍କବର୍ତେଇ ଅନି ଆରାମ୍ ଅଇଲା ଆଚେ, ଆରି ଜିସୁ ସର୍ଗେ ଜିବାଟା ଆରାମ୍ ଅଇଲାନି ଲୁକ୍ ସୁବ୍କବରର୍ ଆଦେସ୍ ଆରି ପେରିତର୍ ଲେକା ଆଦେସ୍ ସଙ୍ଗ୍ ସମାନ୍ ଆଚେ । ସେ ତିଅପିଲ୍କେ ଆରି ବିସ୍ବାସ୍ ବଡି ଆଇବା ଲକ୍ମନ୍କେ ନିକସଙ୍ଗ୍ ରଇବାକେ ମନ୍କଲାନି । ସେମନ୍କେ କାଇ ସିକିଆ ଦିଆ ଅଇରଇଲା ଜିସୁକିରିସ୍ଟର୍ ଜିବନ୍ ବିସଇ ଆରି ବଡିଆଇବା ବିସ୍ବାସିମନର୍ ବିସଇ କାଇବୁଲ୍ ନ କର୍ତେ ଇସାବ୍ ସଙ୍ଗଇଆଚେ । ପେରିତ୍ ବଇଟାନେ ଆଗ୍ତୁର୍ ମଣ୍ଡଲି ଜିସୁକିରିସ୍ଟର୍ ଟାନେ ବିସ୍ବାସ୍ କରି ଜିଇବା କାଇବାକେ ଆମ୍କେ ଜାନାଇଲାନି । ଆମ୍କେ ପେରିତ୍ମନର୍ ଟାନେଅନି ଜାନାଇଲାନି କି, ଆମେ କେନ୍ତାରି ସୁକଲ୍ ଆତ୍ମାଟାନେ ରଇକରି ବିନ୍ଲକ୍ମନ୍କେ ସୁବ୍କବର୍ ଜାନାଇ ଅଇସି ।
ଏ ବଇ ବିତ୍ରେ ରଇବା ମୁକିଆ ବିସଇ
୧. ସୁକଲ୍ ଆତ୍ମା ଆଇବାଟା ଆରି ମଣ୍ଡଲି ବଡ୍ବାଟା । ୧:୧–୮:୧
୨. ମଣ୍ଡଲିର୍ ଦୁକ୍କସ୍ଟ ଆରି ସୁବ୍କବର୍ ଅଦିକ୍ ଅଦିକ୍ ବଡ୍ବାଟା । ୮:୨–୧୨:୨୩
୩. ପାଉଲ୍ ପର୍ତୁମ୍ ତର୍ ସେବା କର୍ବାକେ ଜିବାଟା । ୧୨:୨୪–୧୪:୨୮
୪. ନୁଆ ବିସ୍ବାସିମନର୍ ଦର୍କାର୍ ବିସଇ ଆରି ଜିରୁସାଲମର୍ ସେବା । ୧୫:୧-୩୫
୫. ପାଉଲ୍ ଦୁଇପାଲି ସେବାକାମେ ଜିବାଟା । ୧୫:୩୬–୧୮:୨୨
୬. ପାଉଲ୍ ତିନ୍ପାଲି ସେବାକାମେ ଜିବାଟା । ୧୮:୨୩–୨୦:୩୮
୭. ପାଉଲ୍ ଜିରୁସାଲମେ ବନ୍ଦିଅଇରଇଲାଟା । ୨୧:୨୬
୮. ପାଉଲ୍ ରମ୍ ରାଇଜେ ଜିବାଟା । ୨୭:୧–୨୮:୧-୩୧
୧
ସୁକଲ୍ଆତ୍ମା ଦେଇରଇବା କାତା
୧ ✡ଲୁକ୍ ୧:୧-୪ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି । ୨ ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା । ୩ ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା । ୪ ✡ଲୁକ୍ ୨୪:୪୯ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ । ୫ ✡ମାତିଉ ୩:୧୧; ମାର୍କ ୧:୮; ଲୁକ୍ ୩:୧୬; ଜଅନ୍ ୧:୩୩କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
ଜିସୁ ସର୍ଗେ ଜିବାଟା
୬ ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି ?” ୭ ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ । ୮ ✡ମାତିଉ ୨୮:୧୯; ମାର୍କ ୧୬:୧୫; ଲୁକ୍ ୨୪:୪୭,୪୮ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।” ୯ ✡ମାର୍କ ୧୬:୧୯; ଲୁକ୍ ୨୪:୫୦,୫୧ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ । ୧୦ ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । ୧୧ ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
ଜିଉଦାର୍ ଜାଗାଇ ମତିଆସ୍କେ ବାଚ୍ଲା
୧୨ ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା । ୧୩ ✡ମାତିଉ ୧୦:୨-୪; ମାର୍କ ୩:୧୬-୧୯; ଲୁକ୍ ୬:୧୪-୧୬ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ । ୧୪ ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ । ୧୫ କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା, ୧୬ “ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା । ୧୭ ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।” ୧୮ ✡ମାତିଉ ୨୭:୩-୮ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା । ୧୯ ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
୨୦ ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ,
“ତାର୍ ଗର୍ ଚୁଚା ଅଇଜାଅ,
ତେଇ ବାସା ଅଇବାକେ କେ ମିସା ନ ରଅତ୍ ।”
ଆରି ମିସା ଲେକା ଅଇଲା ଆଚେ,
“ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
୨୧ ✡ମାତିଉ ୩:୧୬; ମାର୍କ ୧:୯; ଲୁକ୍ ୩:୨୧; ମାର୍କ ୧୬:୧୯; ଲୁକ୍ ୨୪:୫୧“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ । ୨୨ ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।” ୨୩ ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ । ୨୪ ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି ? ୨୫ ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।” ୨୬ ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
✡୧:୧ ଲୁକ୍ ୧:୧-୪
✡୧:୪ ଲୁକ୍ ୨୪:୪୯
✡୧:୫ ମାତିଉ ୩:୧୧; ମାର୍କ ୧:୮; ଲୁକ୍ ୩:୧୬; ଜଅନ୍ ୧:୩୩
✡୧:୮ ମାତିଉ ୨୮:୧୯; ମାର୍କ ୧୬:୧୫; ଲୁକ୍ ୨୪:୪୭,୪୮
✡୧:୯ ମାର୍କ ୧୬:୧୯; ଲୁକ୍ ୨୪:୫୦,୫୧
✡୧:୧୩ ମାତିଉ ୧୦:୨-୪; ମାର୍କ ୩:୧୬-୧୯; ଲୁକ୍ ୬:୧୪-୧୬
✡୧:୧୮ ମାତିଉ ୨୭:୩-୮
✡୧:୨୧ ମାତିଉ ୩:୧୬; ମାର୍କ ୧:୯; ଲୁକ୍ ୩:୨୧; ମାର୍କ ୧୬:୧୯; ଲୁକ୍ ୨୪:୫୧