୧୨
ଅଦିକ୍ ତାଡ୍ନା
୧ ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା । ୨ ଜଅନର୍ ବାଇ ଜାକୁବ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲା, ଜାକୁବ୍ ଜଅନର୍ ବଡ୍ ବାଇ ରଇଲା । ୩ ଜାକୁବ୍କେ ମରାଇଲାଟା ଜିଉଦିମନ୍କେ ସାର୍ଦା କରାଇଲା । ଏଟା ଦେକି ଏରଦ୍ ପିତର୍କେ ମିସା ବନ୍ଦି କର୍ବାକେ ତିଆର୍ଲା । ଏଟା ଜିଉଦିମନ୍ କମିର୍ ନ ମିସାଇତେ ରୁଟିକର୍ବା ପରବ୍ ବେଲେ ଅଇରଇଲା । ୪ ସଇନମନ୍ ପିତର୍କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍ ପଚେ ସବୁ ଲକର୍ ମୁଆଟେ ବିଚାର୍ନା କର୍ବି ବଲି ଏରଦ୍ ବାବି ରଇଲା । ସେଟାର୍ପାଇ ଗଟେକ୍ ଦଲେ ଚାରିଲକ୍ ଲାକା ଅଇ, ଚାରିଟା ଦଲ୍କରି ସନିଅମନ୍ ତାକେ ଜାଗିରଇଲାଇ । ୫ ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
ପିତର୍ ବନ୍ଦିଗରେ ଅନି ମୁକଲ୍ବାଟା
୬ ଜନ୍ ଦିନେ ଏରଦ୍ ପିତର୍କେ ଲକ୍ମନର୍ ମୁଆଟେ ଆନ୍ବାକେ କାତା ଦେଇରଇଲା, ତାର୍ ଆଗ୍ତୁର୍ ରାତି ପିତର୍ ବନ୍ଦିଗରେ ଦୁଇଟା ଜାଗୁଆଲ୍ମନର୍ ମଜାଇ ସଇରଇଲା । ତାକେ ସନିଅମନର୍ ମିସ୍ତେ ଦୁଇଟା ଆତେ ଦୁଇଟା ସିକ୍ଲି ସଙ୍ଗ୍ ବାନ୍ଦିରଇଲାଇ । ଆରି ଜାଗୁଆଲ୍ମନ୍ ବନ୍ଦିଗରର୍ ଦୁଆରେ ଜାଗିରଇଲାଇ । ୭ ସେ ଦାପ୍ରେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍ରେ ଉଟ୍ !” ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା । ୮ ତାର୍ପଚେ ଦୁତ୍ କଇଲା, “ଆଁଟାଇ ତୁଆଲ୍ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍ ।” ପିତର୍ ସେନ୍ତି କଲା ପଚେ ଦୁତ୍ କଇଲା, “ଚାଦର୍ ଡାବିଅଇକରି ମର୍ ସଙ୍ଗ୍ ଆଉ ।” ୯ ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା । ୧୦ ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା ।
୧୧ ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, “ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।”
୧୨ ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ । ୧୩ ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା । ୧୪ ପିତରର୍ କଁଟ୍ସର୍ ଜାନିପାରି ସେ ଏତେକ୍ ସାର୍ଦା ଅଇଲା ଜେ କାପାଟ୍ ନ ଉଗାଡି ବିତ୍ରେ ପାଲାଇକରି ତେଇର୍ ବିସ୍ବାସିମନ୍କେ କଇଲା, “ପିତର୍ ବାଇରେ ଟିଆଅଇଲା ଆଚେ ।” ୧୫ ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି ! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।
୧୬ ପିତର୍ ତର୍କେ ତର୍ କାପାଟେ ମାର୍ତେ ରଇଲା । ସାରାସାରି ସେମନ୍ କାପାଟ୍ ଉଗାଡି ତାକେ ଦେକି କାବାଅଇଗାଲାଇ । ୧୭ ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
୧୮ ସାକାଲ୍ ପାଇଲାକେ “ପିତର୍ କେନେଗାଲା ?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ । ୧୯ ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା ।
ତାର୍ ପଚେ ଏରଦ୍ ଜିଉଦା ରାଇଜେଅନି ଜାଇ କେତେ ଦିନର୍ପାଇ କାଇସରିଆଇ ବାସା ଅଇରଇଲା ।
ଏରଦର୍ ମରନ୍
୨୦ ସେ ବେଲାଇ ଏରଦ୍ ସର୍ ଆରି ସିଦନର୍ ଲକ୍ମନ୍କେ ବେସି ରିସା ଅଇରଇଲା । ସେଟାର୍ ପାଇ ତେଇର୍ ଲକ୍ମନ୍ ଗଟେକ୍ ଦଲ୍, ତାକେ ବେଟ୍ ଅଇବାକେ ଗାଲାଇ । ପର୍ତୁମ୍ ସେମନ୍ ରାଜା ସଇବା ଗର୍ ଦାଇତେ ରଇଲା ବାଲସ୍ଟସ୍କେ ବୁଜାଇ, ତାର୍ ସାଇଜ ପାଇଲାଇ । ତାର୍ ପଚେ ସେମନ୍ ଏରଦର୍ ଲଗେ ଜାଇ ସାନ୍ତିସଙ୍ଗ୍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍ ରାଇଜେଅନି ସେମନର୍ ଦେସେ କାଇବା ଜିନିସ୍ ଜାଇତେରଇଲା ।
୨୧ ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା । ୨୨ ସୁନ୍ବା ଲକ୍ମନ୍ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍ ନଏଁ, ମାତର୍ ପର୍ମେସର୍ !” ୨୩ “ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
୨୪ ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ । ୨୫ ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।