ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମାଥିଉ ଲେଖିଥିବା ସୁସମାଚାର
ଜିସୁକିରିସ୍ଟ ବିସଇ ନେଇକରି ମାତିଉ ଲେକିରଇବା ନିମାନ୍ କବର୍
ଏ ବଇ ବିସଇ ଜାନ୍ବାଟା
ମସିଅକେ ରାଇଜ୍ ସାସନ୍ କର୍ବା ରାଜା ଆଇସି ବଲି ବିସ୍ବାସ୍ କର୍ତେରଇଲାଇ । ମାତିଉ ସେମନ୍ ବିସ୍ବାସ୍ କରିରଇବାଟା ବାଦ୍ଲାଇ ଦେଲା । ପର୍ମେସରର୍ ରାଇଜ୍ ଅଇଲାନି ଆତ୍ମାର୍ ରାଇଜ୍, ଏ ଜଗତର୍ ରାଇଜ୍ ନଏଁ ବଲି ସେଟା ଗୁର୍ତୁସଙ୍ଗ୍ ସିକାଇତେରଇଲା ।
ମାତିଉ ଲେକ୍ଲା ସୁବ୍କବର୍ ନୁଆ ନିଅମର୍ ପର୍ତୁମର୍ ବଇ ଇସାବେ ମିସାଇଲେ ନିକ । କାଇକେ ବଇଲେ ପୁର୍ନା ନିୟମର୍ ବାକିଅମନ୍ ଅଦିକ୍ ମିସି କରି ଆଚେ । ଏ ବଇ ପୁର୍ନା ନିୟମ୍କେ ଆରି ନୁଆ ନିୟମ୍କେ ମିସାଇସି । ପଣ୍ଡିତ୍ମନ୍ ମିସା କଇବାଇ ମାତିଉ ତାର୍ ଲେକାଟାନେ ମସାର୍ ନିୟମ୍ ବଇମନର୍ ପାରା କର୍ବାକେ ଚେସ୍ଟା କରିଆଚେ । ଜିସୁ ଡଙ୍ଗର୍ ଉପ୍ରେ ସିକିଆ ଦେବା ବିସଇ ମାତିଉ ୫:୭ ପର୍ମେସର୍ ମସାର୍ ନିୟମ୍ ଦେବା ବିସଇ ସଙ୍ଗ୍ ମିସା ତୁଲ୍ନା କରିଅଇସି ୨ୟ ବିବରଣି ୧୯:୩;୨୩–୩୩
ଏ ବଇବିତ୍ରେ ରଇଲାଟା
୧. ଜିସୁର୍ ଜନମ୍ ଆରି ତାର୍ ସେବାକାମ୍ । ୧–୪
୨. ଜିସୁର୍ ସେବାକାମ୍ ଆରି ସିକିଆ । ୫–୨୫
୩. ଜିସୁ କିରିସ୍ଟର୍ ମରନ୍ ଆରି ମରିକରି ଉଟ୍ବାଟା । ୨୬–୨୮
୧
ଜିସୁର୍ ଆନିଦାଦିମନର୍ ନାଉଁ ତାଲିକା
(ଲୁକ୍ ୩:୨୩-୩୮)
୧ ଏଟା ଅଇଲାନି ଜିସୁକିରିସ୍ଟର୍ ଆନିଦାଦିମନର୍ ନାଉଁ ତାଲିକା । ସେ ଦାଉଦ୍ ବଁସର୍ ରଇଲା ଆରି ଦାଉଦ୍ ଅବ୍ରାଆମ୍ ବଁସର୍ ରଇଲା ।
୨ ଅବ୍ରାଅମର୍ ପଅ ଇସାକ୍, ଇସାକର୍ ପଅ ଜାକୁବ୍, ଜାକୁବର୍ ପଅ ଜିଉଦା ଆରି ତାର୍ ବାଇମନ୍ । ୩ ଜିଉଦା ପେରସ୍ ଆରି ଜେରଅର୍ ବାବା ରଇଲା, ତାକର୍ ମାଆ ଅଇଲାନି ତାମର୍ । ପେରସର୍ ପଅ ଏସ୍ରନ୍ । ୪ ଏସ୍ରନର୍ ପଅ ଆରାମ୍, ଆରାମର୍ ପଅ ଅମିନାଦବ୍ ଅମିନାଦବର୍ ପଅ ନଅସନ୍, ନଅସନର୍ ପିଲା ସଲ୍ମନ୍ ୫ ସଲ୍ମନର୍ ପଅର୍ ନାଉଁ ବୟଜ୍, ବୟଜର୍ ମାଆ ରାଅବ୍ । ବୟଜର୍ ପଅର୍ ନାଉଁ ଅବେଦ୍ ଆରି ଅବେଦର୍ ମାଆର୍ ନାଉଁ ରୁତ୍ । ଅବେଦର୍ ପଅ ଜସୟ,
୬ ଦାଉଦ୍ ରାଜାର୍ ସାସନ୍ ବେଲେ ଅନି ଜେଡେବଲ୍ ଇସ୍ରାଏଲ୍ ଲକ୍ମନ୍କେ ବାବିଲନ୍ ଦେସେ ବାନ୍ଦି ନେଇରଇଲା ଜାକ ସେତ୍କି ଆନିଦାଦିମନର୍ ତାଲିକା ଆଚେ । ଜସୟର୍ ପଅ ଦାଉଦ୍ ରାଜା । ଉରିୟର୍ ମାଇଜିର୍ ପେଟେ ଅନି ସଲ୍ମନ୍କେ ଜନମ୍ ଦେଲା, ୭ ସଲମନର୍ ପଅ ରିଅବିୟାମ୍ ରିଅବିୟାମର୍ ପଅ ଅବିୟ । ୮ ଅବିୟର୍ ପଅ ଆସା, ଆସାର୍ ପଅ ଜିଅସାପଟ୍, ଜିଅସାପଟର୍ ପଅ ଜରାମ୍, ଜରାମର୍ ପଅ ଉଜିୟ । ୯ ଉଜିୟର୍ ପଅ ଜତାମ୍, ଜତାମର୍ ପଅ ଆଅସ୍, ଆଅସର୍ ପଅ ଇଜକିୟ । ୧୦ ଇଜକିୟର୍ ପଅ ମନସେଅ, ମନସେଅର୍ ପଅ ଆମନ୍, ଆମନର୍ ପଅ ଜସିୟ । ୧୧ ଜସିୟ ବାବିଲନ୍ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍ ବାଇମନ୍ ଜନମ୍ ଅଇଲାଇ ।
୧୨ ବାବିଲନେ ବନ୍ଦିଅଇ ସାର୍ଲା ପଚେଅନି ଜିସୁର୍ ଜନମ୍ ଜାକ ଏତ୍କି ଆନିଦାଦିମନର୍ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍ଟିଏଲ୍ ଜନମ୍ ଅଇଲା, ସଲ୍ଟିଏଲର୍ ପଅ ଜିରୁବାବେଲ୍, ୧୩ ଜିରୁବାବେଲର୍ ପଅ ଅବିଉଦ୍, ଅବିଉଦର୍ ପଅ ଏଲିୟାକିମ୍, ଏଲିୟାକିମର୍ ପଅ ଅଜୁର୍ । ୧୪ ଅଜୁର୍ ପଅ ସାଦକ୍, ସାଦକର୍ ପଅ ଆକିମ୍, ଜାକିନର୍ ପଅ ଏଲିଉଦ୍, ଏଲିଉଦର୍ ପଅ ଏଲାଜାର୍, ଏଲାଜାରର୍ ପଅ ମତ୍ତାନ୍ । ୧୫ ମତ୍ତାନର୍ ପଅ ଜାକୁବ୍, ଜାକୁବର୍ ପଅ ଜସେପ୍ । ୧୬ ଏ ଜସେପ୍ ମରିୟମ୍କେ ବିବା ଅଇରଇଲା । ମରିୟମର୍ ପେଟେଅନି ଜିସୁ ଜନମ୍ ଅଇରଇଲା । ଜିସୁ କିରିସ୍ଟକେ ମସିଅ ବଲି ମିସା ନାଉଁ ଆଚେ ।
୧୭ ଏନ୍ତାରି ଅବ୍ରାଆମର୍ତେଇ ଅନି ଦାଉଦ୍ ରାଜାର୍ ଜାକ ଚଉଦ ଉତାର୍, ଦାଉଦର୍ତେଇ ଅନି ବାବିଲନ୍ ବନ୍ଦିରଇଲା ଜାକ ଚଉଦ ଉତାର୍, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍ଟର୍ ଜନମ୍ ଜାକ ଚଉଦ ଉତାର୍ ।
ଜିସୁର୍ ଜନମ୍ ବିସଇ
(ଲୁକ୍ ୨:୧-୭)
୧୮ ✡ଲୁକ୍ ୧:୨୭ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା । ୧୯ ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା । ୨୦ ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
୨୧ ✡ଲୁକ୍ ୧:୩୧ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
୨୨ ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । ୨୩ ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
୨୪ ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା । ୨୫ ✡ଲୁକ୍ ୨:୨୧ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।