ଫିଲିମନଙ୍କ ନିକଟକୁ ପାଉଲଙ୍କ ପତ୍ର
ପାଉଲ୍ ପିଲିମନ୍କେ ଚିଟି ଲେକ୍ଲାଟା
ଏ ବଇ ବିସଇରେ ଜାନ୍ବାଟା
ସବୁର୍ଅନି ସାନ୍ ବଇ ପିଲିମନ୍ ପେରିତ୍ ପାଉଲ୍ ଲେକ୍ଲା ଆଚେ ୧:୧ । ଜେଡେବଲ୍ ସେ ଏ ବଇ ଲେକ୍ଲା ସେଡ୍କିବେଲେ ସେ ବନ୍ଦି ଗରେ ବନ୍ଦି ଅଇରଇଲା । ଜାର୍ ଅରତ୍ ଏଟା ଅଇପାରେ ସେ ରମ୍ଦେସେଅନି ଲେକିଆଚେ । ଜଦି ସେ ରମ୍ଦେସେ ରଇଲା କିରିସ୍ଟ ଜନମର୍ ପାକାପାକି ୬୧ ବରସ୍ ପଚେ ଏ ଚିଟି ଲେକି ରଇପାରେ । ଜନ୍ଟା କି ସେ ସମାନ୍ ବେଲାଇସେ କଲସିଅ ମଣ୍ଡଲିକେ ମିସା ଲେକି ରଇସି । ସେ ଏ ଚିଟି ପିଲିମନ୍ ନାଉଁର୍ ଗଟେକ୍ ଲକ୍କେ ଲେକିଆଚେ । ପିଲିମନ୍ ଗଟେକ୍ ମଣ୍ଡଲିର୍ ଲକ୍ ଆରି ଗତିଦାଙ୍ଗ୍ଡାମନର୍ ସାଉକାର୍ ରଇଲା । ପାଉଲ୍ ଲେକ୍ଲାଇନି ଜେ, ସେ ଅନିସିମସ୍କେ ଡଣ୍ଡ୍ ନ ଦେଅ ଜେ କି ଚରିକରି ପିଲିମନର୍ ଟାନେଅନି ଦୁରିକେ ପାଲାଇରଇଲା । ରମିୟ ନିୟମ୍ ଇସାବେ ପିଲିମନ୍ ଅନିସିମସ୍କେ ମରନର୍ ଡଣ୍ଡ୍ ଦେବାର୍ ଅଦିକାର୍ ରଇଲା । ଅନିସିମସ୍କେ କିରିସେ ବାଇ ଇସାବ୍ରେ ଡାକ୍ବାକେ ପିଲିମନ୍କେ ପାଉଲ୍ ବାଦିଅ କରି ବାବୁଜିଆ କରି ସାର୍ଦା ଦେଲାନି । ପାଉଲ୍ ଅନିସିମସ୍କେ ପିଲିମନର୍ ଜାଗାଇ ସେବା କାମ୍ କର୍ବାକେ ରାଜିଅଇବାକେ କଇଦେଲା । ୧:୧୩-୧୪
ଏ ବଇ ବିତ୍ରେ ରଇଲାଟା
୧. ପାଉଲ୍ ପିଲିମନ୍କେ ଜୁଆର୍ ଜାନାଇବାଟା । ୧:୧-୩
୨. ପାଉଲ୍ ଅନିସିମସର୍ ବାଟେଅଇ ଅନିସିମସ୍କେ ଗଟେକ୍ କିରିସ୍ଟର୍ତେଇ ଗଟେକ୍ ବାଇ ଇସାବେ ନାମ୍ବାକେ ପିଲିମନ୍କେ କଇଲାନି । ୧:୪-୨୧
୩. ପାଉଲ୍ ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଜିବାକେ ରଇଲା ମନ୍ବିତ୍ରର୍ କାତାକେ ଜାନାଇଲାନି ଆରି ଜୁଆର୍ ପାଟାଇଲାନି । ୧:୨୨-୨୫
୧
୧ ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି ।
ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି । ୨ ✡କଲସିଅ ୪:୧୭ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି ।
୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
ପିଲିମନର୍ ଆଲାଦ୍ ଆରି ବିସ୍ବାସ୍
୪ ବାଇ ପିଲିମନ୍, ମୁଇ ଜେଡେବେଲେ ମିସା ପାର୍ତନା କର୍ବା ବେଲେ, ତକେ ଏତାଇକରି ପର୍ମେସର୍କେ ଦନିଅବାଦ୍ ଦେଲିନି । ୫ କାଇକେବଇଲେ ପର୍ମେସରର୍ ଲକର୍ପାଇ ରଇବା ତମର୍ ଆଲାଦ୍ ଆରି ମାପ୍ରୁ ଜିସୁର୍ଟାନେ ରଇବା ତମର୍ ବିସ୍ବାସ୍ ମୁଇ ସୁନିଆଚି । ୬ କିରିସ୍ଟର୍ ସଙ୍ଗ୍ ଆମେ ମିସ୍ଲାର୍ପାଇ ଆମର୍ ଜିବନେ ଜେତ୍କି ସବୁ ଆସିର୍ବାଦ୍ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍ ବୁଜ୍ବାକେ ଆମେ ତମର୍ ସଙ୍ଗ୍ ରଇଲାବେଲେ, ବୁଜିପାର୍ବୁ ବଲି ମୁଇ ଆସା କଲିନି । ୭ ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
ଅନିସିମସ୍ ପାଇ ଗୁଆରି
୮ ତେବେ ଏଟାର୍ଲାଗି କିରିସ୍ଟର୍ ପାଇ ଗଟେକ୍ ବାଇ ଇସାବେ ତକେ ତିଆର୍ବାକେ ମର୍ ପୁରାପୁରୁନ୍ ଅଦିକାର୍ ଆଚେ । ୯ ମାତର୍ ମୁଇ ତକେ ଆଲାଦ୍ କଲିନି, ସେଟାର୍ଲାଗି ଅବ୍କା ବାବୁଜିଆ କର୍ବି । ମୁଇ ପାଉଲ୍ କିରିସ୍ଟ ଜିସୁର୍ ମୁକିଅ କବର୍ନେଉ ଅଇରଇଲେମିସା, ତାର୍ଲାଗି ଏବେ ମୁଇ ବନ୍ଦିଅଇଆଚି । ୧୦ ✡କଲସିଅ ୪:୯ଅନିସ୍ମସ୍ ଜେକି କିରିସ୍ଟର୍ ଲାଗି ମର୍ ନିଜର୍ ପଅ ପାରା ଅଇଗାଲା ଆଚେ । ତାର୍ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍ ଆତ୍ମା ଇସାବେ ରଇବା ବାବା ପାରା ଅଇଆଚି । ୧୧ ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା ।
୧୨ ମୁଇ ଏବେ ତାକେ ତର୍ ଲଗେ ପାଟାଇଲିନି । ମର୍ ଜିବନେ କାନ୍ଦି କାନ୍ଦି ଆଚି । ୧୩ ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା । ୧୪ ମାତର୍ ତୁଇ ମକେ ସାଇଜ କର୍ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍କରି କଲେ, ମୁଇ ମନ୍ କର୍ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।
୧୫ ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା । ୧୬ ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି ।
୧୭ ତେବର୍ପାଇ ତୁଇ ମକେ ଜଦି ସଙ୍ଗର୍କାମ୍କରୁ ଇସାବେ ଦେକ୍ଲୁସ୍ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍, ସେନ୍ତାରିସେ ତାକେ ମିସା ଡାକିନେ । ୧୮ ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ । ୧୯ ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ । ୨୦ ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ ।
୨୧ ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ । ୨୨ ଏଟାଚାଡି ମର୍ପାଇ ଗଟେକ୍ ବାକ୍ରା ସାଜାଡି ର । କାଇକେବଇଲେ, ତୁଇ ପାର୍ତନା କଲା ଇସାବେ ମୁଇ ତର୍ଲଗେ ଦାପ୍ରେ କେଟିପାର୍ବି ।
ଜୁଆର୍ବେଟ୍
୨୩ ✡କଲସିଅ ୧:୭;୪:୧୨ଏପାପ୍ରା ଜେକି କିରିସ୍ଟର୍ ଲାଗି ମର୍ସଙ୍ଗ୍ ବନ୍ଦିଅଇଆଚେ, ସେ ତାର୍ ଜୁଆର୍ ଜାନାଇଲାନି । ୨୪ ✡ପେରିତ୍ ୧୨:୧୨,୨୫;୧୩:୧୩;୧୫:୩୭-୩୯; କଲସିଅ ୪:୧୦; ପେରିତ୍ ୧୯:୨୯;୨୭:୨; କଲସିଅ ୪:୧୦; କଲସିଅ ୪:୧୪; ୨ୟ ତିମତି ୪:୧୦; କଲସିଅ ୪:୧୪; ୨ୟ ତିମତି ୪:୧୧ସେନ୍ତାରିସେ, ମର୍ ସଙ୍ଗର୍ କାମ୍ କରୁମନ୍ ମାର୍କ, ଆରିସ୍ତାକସ୍, ଦିମା ଆରି ଲୁକ୍ ମିସା ।
୨୫ ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର ।