୧୪
ବିନ୍ଲକର୍ ଦସ୍ ଦାରାନାଇ
୧ ✡ରମିୟ ୨:୧୬ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ । ୨ କେତେକ୍ ଲକର୍ ବିସ୍ବାସ୍, ଜେନ୍ତି ରକାମର୍ କାଦିକେ ମିସା ଉଁ ବଲି କଇବାଇ । ମାତର୍ ଜାର୍ ବିସ୍ବାସ୍ ଏବେଜାକ ଡାଁଟ୍ନାଇ ସେମନ୍ କାଇ ମାଉଁସ୍ ମିସା କାଇବାର୍ ନଏଁ, ଅବ୍କା ସାଗ୍ଡାଲ୍ସେ କାଇବାଇ । ୩ ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ । ୪ ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି ।
୫ ସେନ୍ତାରିସେ, ବିନ୍ଦିନ୍ ମନର୍ଟାନେଅନି କନ୍ଆଲେ ଗଟେକ୍ଦିନ୍ ସୁବ୍ଦିନ୍ ବଲି କେତେ ଲକ୍ ବାବ୍ବାଇ । ବିନ୍ ଲକ୍ମନ୍ ସବୁଦିନ୍ ସମାନ୍ ବଲି ବାବ୍ବାଇ । କନ୍ଟା ଟିକ୍ ରଇସି ବଲି ଲକ୍ମନ୍ ନିଜେ ନିଜେ ବିଚାର୍ କର୍ବାର୍ ଆଚେ । ୬ ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି । ୭ ଆମର୍ ବିତ୍ରେ ସବୁଲକ୍ ଦର୍ତନିତେଇ ବଁଚିରଇଲେ କି ମରିଗାଲେ ମିସା ପର୍ମେସରର୍ । ୮ ଆମେ ବଁଚିରଇଲେ ପର୍ମେସରର୍ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍ମେସରର୍ ପାଇସେ । ୯ କାଇକେବଇଲେ କିରିସ୍ଟ ମରିଗାଲା ଆରି ମଲାତେଇଅନି ଆରିତରେକ୍ ଉଟ୍ଲା । ସେଟାର୍ପାଇ ସେ ମଲାଲକ୍ମନ୍କେ ଆରି ଜିବନ୍ ରଇଲା ଲକ୍ମନ୍କେ ସାସନ୍ କର୍ସି । ୧୦ ✡୨ୟ କରନ୍ତିୟ ୫:୧୦ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି ? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି ? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି । ୧୧ କାଇକେବଇଲେ ସାସ୍ତରେ ଲେକାଆଚେ,
“ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ ।
ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।”
୧୨ ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
ବାଇକେ ନସ୍ଟ ଅଇବାକେ ନ ଦିଆସ୍
୧୩ ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ । ୧୪ ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ । ୧୫ ତମେ କାଇ କାଦି ମିସା କାଇଲାର୍ପାଇବଲି ଜଦି ତମର୍ ଗଟେକ୍ ବାଇକେ ଦୁକ୍ କରାଇସା, ସେନ୍ତାର୍ଆଲେ ତାର୍ପାଇ ତମର୍ କାଇ ଆଲାଦ୍ ନାଇ ପାରା ଆଚେ । ତମର୍ କାଇବା କାଦିର୍ଲାଗି ଆରିଗଟେକ୍ ଲକ୍ ମନ୍ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍ ସଙ୍ଗର୍ ବିସ୍ବାସି । ଆରି ତାର୍ ଜାଗାଇମିସା କିରିସ୍ଟ ମଲାଆଚେ । ୧୬ ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ । ୧୭ ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ । ୧୮ ଆମେ କିରିସ୍ଟକେ ଏ ରକାମ୍ ନାମ୍ଲେ, ପର୍ମେସର୍କେ ସାର୍ଦା କରାଇବୁ ଆରି ବିନ୍ ଲକ୍ମନ୍କେ ନାମାଇବୁ ।
୧୯ ସେଟାର୍ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍ତି କରୁ, ଜେନ୍ତାରିକି ଆମର୍ ଆମର୍ ବିତ୍ରେ ସୁକ୍ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍ ବିସ୍ବାସ୍ ଡାଟ୍ ରଇସି । ୨୦ ଜନ୍ କାଦି କାଇବାକେ ବିନ୍ ଲକର୍ ମନ୍ନାଇ, ସେ କାଦି କାଇକରି, ପର୍ମେସରର୍ କାମ୍ ନସାଆ ନାଇ । ଜନ୍ ରକାମ୍ କାଦିମିସା କାଇଅଇସି । ମାତର୍ ତମେ କାଇଲାର୍ପାଇ ବିନ୍ ଲକ୍ମନ୍କେ ପାପ୍ବାଟେ ଡାକିନେଲେ, ସେଟା ବୁଲ୍ । ୨୧ ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ । ୨୨ ଏ ବିସଇନେଇ ତମେ କାଇଟା ବିସ୍ବାସ୍ କଲାସ୍ନି ସେଟା ପରମେସରର୍ ଆରି ତମର୍ ବିତ୍ରେ ରଅ । ଜନ୍ ଲକ୍ମନ୍ ନିଜର୍ ଚଲାଚଲ୍ତିର୍ପାଇ ନିଜର୍ ବିବେକ୍ ସେମନ୍କେ ଦସ୍ ନ ଦାରେ, ସେ କେଡେକ୍ କରମର୍ ଲକ୍ । ୨୩ ଜଦି ଗଟେକ୍ ଲକ୍ ତାର୍ କାଇବାଟା ଟିକ୍ କି ନାଇ ବଲି ବାବ୍ଲାନି, ଆରି ମନ୍କେ ନ ଲାଗ୍ବା କାଦି କାଇସି, ସେନ୍ତାର୍ଆଲେ ସେ, ପର୍ମେସରର୍ ବିରୁଦେ ପାପ୍କଲାନି । କାଇକେବଇଲେ ସେ ନିଜର୍ ବିବେକ୍କେ ମାନେନାଇ । ଜନ୍ଟା ନିକ ନଏଁ ବଲି ଆମେ ବିସ୍ବାସ୍ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍ଆଲେ ଆମେ ପାପ୍କଲୁନି ।