ପିତର ଲେଖିଥିବା ପ୍ରଥମ ପତ୍ର
ପିତର୍ ଲେକ୍ଲା ପର୍ତୁମ୍ ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପିତରର୍ ପର୍ତୁମ୍ ଚିଟି ପେରିତ୍ ତିତସର୍ ଲାଗି ଲେକାଅଇ ରଇଲା । ପିତର୍ କେ ଆରି ସେ କାକେ ଏ ଚିଟି ଲେକ୍ଲାନି, ସେ ଏଚିଟିତେଇ ସବୁ ବିନ୍ ଦେସର୍ ବିସ୍ବାସି ବାଇବଇନି ମନର୍ ପାଇ ବଲିକରି ଏ ଚିଟି ଲେକ୍ଲାନି ୧:୧;୧:୧୭ ଆରି ୨:୧୧ ସେ ତାକର୍ ପଡ୍ବା ଲକ୍ମନ୍କେ ଏ ରକାମ୍ ବାବିକରି ଲେକ୍ଲାନି । କାଇକେବଇଲେ ସେମନ୍ ବିନ୍ବିନ୍ ଦେସେ ଚିନ୍ବିନ୍ ଅଇରଇଲାଇ । ଏ ଚିଟି କେତେଟା ଏପିସିଅ ମଣ୍ଡଲିଲଗେ ପାଉଲର୍ ଚିଟି ରକାମ୍ । ବେସିଲକ୍ ବିସ୍ବାସ୍ କଲାଇନିଜେ, ପର୍ତୁମ୍ ପିତର୍ ଜିସୁକିରିସ୍ଟର୍ ଜନମ୍ଅଇ ୬୫ ବରସ୍ ପଚେ ଲେକାଅଇ ରଇଲା । ପିତର୍ ଏ ଚିଟି ରମେଅନି ଜାକେକି ବାବିଲନ୍ ବଲିକରି କଇବାଇ ସିତିଅନି ସେ ଲେକି ରଇଲା । ୫:୧୩ ।
ପିତର୍ ଏ ଚିଟିତେଇ ଲକ୍ମନ୍ କଇଲାଇ ନିଜେ, ଏ ବଇର୍ ଆଦେସ୍ ତମ୍କେ ସାଆସ୍ ଦେଇସି ଆରି ପର୍ମେସରର୍ ସତ୍ ଆରି ଦୟାକେ ପରିକା କର୍ବାଟା ଆକା ୫:୧୨ ଏଟା କେତେଟା ସମାନ୍ସେ ଆଚେ ଆରି ୧ ମ ପିତର୍ ୨:୧୧–୩:୭ଏପିସିୟ ୫:୧୮–୬:୯କଲସିଅ ୩:୧୮–୪:୬ ଏ ତିନ୍ଟା ଚିଟିର୍ ସବୁବଇ ନିଜର୍ ନିଜର୍ ଲକ୍ ମନର୍ ବିସଇ ଆରି ଅଦିକାର୍ ବିସୟ୍ରେ କଇଲା ଆଚେ । ସାରାସାରି ବେଲାଇ କେଟ୍ଲାନିକେ କସ୍ଟ ବେଲାଇମିସା ତବିର୍ଅଇକରି ରଇବାକେ ବିସ୍ବାସିମନ୍କେ ବପୁଦେଲାନି ୪:୧
ଏ ବିତ୍ରେ ରଇବାଟା
୧. ପିତର୍ ତାର୍ ଚିଟି ପଡ୍ବା ଲକ୍ମନ୍କେ ତାର୍ ନିଜର୍ ବିସଇ ଆରି ସେ ରଇବା ଜାଗାର୍ ବିସଇ ଜାନାଇଆଚେ । ୧:୧-୨
୨. ପିତର୍ ପର୍ମେସର୍କେ ଦନିଅବାଦ୍ ଦେଇଆଚେ । ଜେନ୍ତିକି ସବୁଲକ୍ ପର୍ମେସରର୍ ମୁକ୍ତିଟାନେ ମିସ୍ବାଇ । ଜନ୍ଟାକି ତାକର୍ ଜିବନ୍ ଉଦାର୍ ଅଇସି । ୧:୩–୨:୧୦
୩. ପଚେ ଜଗତେ କେନ୍ତାରି ଜିଉନା କାଉନା କରିଅଇସି ଆରି ମାଇଜି ମୁନୁସ୍ ସାଉକାର୍ ଆରି ଦାଙ୍ଗ୍ଡାମନର୍ ବିତ୍ରେ କେନ୍ତାରି ମିସିବିଡି ରଇବାକେ ଅଇସି, ସେଟା ଜାନାଇଦେଲାନି । ୨:୧୧–୪:୧୧
୪. ତାର୍ପଚେ ଦୁକ୍ କସ୍ଟ ଆଇଲାବେଲେ ତବିର୍ ଅଇରଇବାକେ ପିତର୍ ସେମନ୍କେ ସାଆସ୍ ଦେଲାନି । ୪:୧୨–୫:୧୧
ସେ ତାର୍ ଚିଟି ଲେକ୍ବାଟା ସାରାଇଆଚେ । ୫:୧୨-୧୪
୧
ପିତର୍ ଲେକ୍ଲା ପର୍ତୁମର୍ ଚିଟି
୧ ମୁଇ ପିତର୍, ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ସିସ୍ ।
ପନ୍ତ୍, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍ମନ୍କେ, ବିନ୍ଦେସର୍ ଲକ୍ମନର୍ପାରା ଚିନ୍ବିନ୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ମୁଇ ଏ ଚିଟି ଲେକ୍ଲିନି ।
୨ ତାର୍ ଜଜ୍ନା ଇସାବେ ବାବା ପର୍ମେସର୍ ତମ୍କେ ଡାକ୍ଲା ଆଚେ । ତାର୍ ସୁକଲ୍ ଆତ୍ମାଇ ସେ ତମ୍କେ ତାର୍ ସୁକଲ୍ ଲକ୍ କରାଇସି । ତମେ ଜିସୁ କିରିସ୍ଟକେ ମାନିକରି, ତାର୍ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍ନା କଲା ।
ତାର୍ ଜିବନ୍ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍ ତମ୍କେ ମିଲ ।
ଜିବନ୍ ରଇବା ଆସା
୩ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ ।
୪ ସେଟାର୍ପାଇ ପର୍ମେସର୍ ତାର୍ ଲକ୍ମନର୍ପାଇ ଜେତ୍କି ସବୁ ଆସିର୍ବାଦ୍ ସର୍ଗେ ଜତନ୍ କରି ସଙ୍ଗଇଆଚେ, ସେଟା ସବୁ ଆମର୍ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍ ନ ଦାରେ କି ଉନା ମିସା ନ ଅଏ ।
୫ ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି ।
୬ ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇ ତମେ ସାର୍ଦା ଅଇକରି ରୁଆ ।
୭ ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା ।
୮ ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
୯ ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ ।
୧୦ ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ ।
୧୧ କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।
୧୨ ମାତର୍ ଜନ୍ ଆଗ୍କେ ଗଟ୍ବା କାତା ସେମନ୍ କଇରଇଲାଇ, ସେଟା ସେମନର୍ ବଲ୍ପାଇ ନାଇ ମାତର୍ ତମର୍ ବଲ୍ପାଇ ବଲି ପର୍ମେସର୍ ସେମନ୍କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍ ଅଇଲା । କାଇକେବଇଲେ ଜନ୍ ଲକ୍ମନ୍ ତମ୍କେ ସୁବ୍ କବର୍ ଜାନାଇଲାଇ ଆଚତ୍, ତମେ ସେ କାତା ସୁନିଆଚାସ୍ । ସର୍ଗେଅନି ପାଟାଇରଇବା ସୁକଲ୍ଆତ୍ମା ସେମନ୍କେ ବପୁଦେଲା । ଦୁତ୍ମନ୍ ମିସା ଏ ବିସଇ ଜାନ୍ବାକେ ମନ୍ କଲାଇ ।
ସୁକଲ୍ ଅଇକରି ଜିଉନା କାଉନା କର୍ବାଟା
୧୩ ସେଟାର୍ପାଇ ତମେ ନିଜର୍ ନିଜର୍ ମନେ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ଜାଗିରୁଆ । ଆରି ଜିସୁ କିରିସ୍ଟ ବାଉଡି ଆଇବା ବେଲାଇ ସେ ଜନ୍ ଆସିର୍ବାଦ୍ ତମ୍କେ ଦେଇସି, ସେଟା ମିଲ୍ସି ବଲି ପୁରାପୁରୁନ୍ ଆସା ଉଆ ।
୧୪ ପର୍ମେସରର୍ ଆଦେସ୍ ମାନିକରି ରୁଆ । ତାର୍ ସତ୍ ସିକିଆ ଜାନ୍ବା ଆଗ୍ତୁ ତମେ କେନ୍ତାରି ନିଜେ ମନ୍ କଲାଟା ପୁରାପୁରୁନ୍ କର୍ତେରଇଲାସ୍, ସେନ୍ତାରି ଆରି କରାନାଇ ।
୧୫ ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ ।
୧୬ ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
୧୭ ପର୍ମେସର୍ ଜେଡେବେଲେ ମୁନୁସ୍ମନ୍କେ ବିଚାର୍ କର୍ସି, ସେ କାର୍ବିତ୍ରେ ସାନ୍ ବଡ୍ ନ ଦେକେ । ଗଟେକ୍ ଗଟେକ୍ ଲକ୍କେ ତାକର୍ କଲା କାମ୍ ଇସାବେ ସେ ବିଚାର୍ କର୍ସି । ତେବେ ତମେ ପାର୍ତନା କର୍ବାବେଲେ ପର୍ମେସର୍କେ ବାବା ବଲି ଡାକ୍ଲାସ୍ନି । ତମେ ଜେତ୍କି ଦିନ୍ ଏ ଜଗତେ ବଁଚିଆଚାସ୍, ତାକେ ମାନିକରି ରଇବାର୍ଆଚେ ।
୧୮ ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ ।
୧୯ ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
୨୦ ଏ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ପର୍ମେସର୍ କିରିସ୍ଟକେ ବାଚିରଇଲା । ମାତର୍ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍କେ ସାଇଜକରିପାର୍ସି ।
୨୧ ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ ।
୨୨ ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
୨୩ ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି ।
୨୪ ସାସ୍ତରେ ଲେକାଅଇଲାପାରା,
ଗୁଲାଇ ମୁନୁସ୍ ଜାତି ଗାଁସ୍ ପାରା ।
ତାକର୍ ବାନିମୁର୍ତି ଗାଁସର୍ ପୁଲ୍ପାରା ।
ଗାଁସ୍ ସୁକିଜାଇସି ଆରି ପୁଲ୍ ଜଡିଜାଇସି ।
୨୫ ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି ।
ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ ।