୨
୧ ମାତର୍ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍କେ ଦୁକ୍ ଦେଲି, ସେନ୍ତି ଆରିତରେକ୍ ଦୁକ୍ ଦେବାର୍ ଆଲେ ନ ଆସି ବଲି ବାବ୍ତେ ରଇଲି ।
୨ ଜଦି ମୁଇ ତମ୍କେ ଦୁକ୍ଦେବି, ତେବେ କେ ମକେ ସାର୍ଦା କରାଇବାଇ ? ଜନ୍ ଲକ୍କେ ମୁଇ ଦୁକ୍ ଦେଇରଇଲି, ସେ ସମାନ୍ ଲକ୍ ତମେ ଆକା ।
୩ ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
୪ ମୁଇ ମନେ ମନେ ବେସି ଦୁକ୍ କସ୍ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍କେ ବେସି ଆଲାଦ୍ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
ଦସିକେ କେମା ଦେବାଟା
୫ ଏବେ ତମର୍ ବିତ୍ରେ ଜେ ପାପ୍ କରି ତମ୍କେ ଦୁକ୍ ଦେଲା ଆଚେ, ସେ ଅବ୍କା ମକେ ଦୁକ୍ ଦେଏନାଇ, ମାତର୍ ତମ୍କେ ସବୁକେ ଦୁକ୍ ଦେଲାଆଚେ । ସବୁକେ ନଇଲେ ମିସା, କେତେଲକ୍କେ ଦେଇଆଚେ । ତାର୍ ପାପ୍ କଲାଟା ଅଦିକ୍ ବଡ୍ ଅଇକରି ଡିସ ବଲି ମୁଇ ମନ୍ କରିନାଇ ।
୬ ତମର୍ ବିତ୍ରେ ଜବର୍ ଲକ୍ ତାକେ ଡଣ୍ଡ୍ ଦେଲାଇ ଆଚତ୍ । ଆରି ସେମନ୍ ତାକେ ଦେଇରଇବା ଡଣ୍ଡ୍ ତାର୍ପାଇ ଅଇଜାଇସି ।
୭ ଏବେ ତମେ ତାକେ କେମା ଦେଇକରି ସାଆସ୍ ଦେବାର୍ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍ ଅଇକରି ତାର୍ ମନ୍ ବାଙ୍ଗିଜାଇସି ।
୮ ସେଟାର୍ପାଇ ତାକେ ଆରିତରେକ୍ ଆଲାଦ୍ କରା ବଲି ମୁଇ ତମ୍କେ ବାବୁଜିଆ କଲିନି ।
୯ କାଇକେବଇଲେ ତମେ ବିସ୍ବାସର୍ ପରିକାତେଇ ଡାଟ୍ଅଇ ରଇଲାସ୍ କି ନାଇ, ଆରି ତମେ ମର୍ ଆଦେସ୍ ମାନ୍ଲାସ୍ନି କି ନାଇ ବଲି ଜାନ୍ବାକେ ମୁଇ ତମ୍କେ ଆଗ୍ତୁର୍ ସେ ଚିଟି ଲେକିରଇଲି ।
୧୦ ଜେଡେବେଲେ ମିସା ତମେ ସେ କରିରଇବା କାମର୍ ପାଇ ତାକେ କେମା କର୍ସା, ତେବେ ମୁଇମିସା ତାକେ କେମା କର୍ବି, ଜଦି କାଇଟା ମିସା ମୁଇ କର୍ବାର୍ ରଇଲା, ତମର୍ପାଇ ମୁଇ କିରିସ୍ଟର୍ ମୁଆଟେ ସେମନ୍କେ କେମା ଦେଇସାରାଇ ଆଚି ।
୧୧ ଜେନ୍ତିକି ସଇତାନ୍, ଆମର୍ ଉପ୍ରେ ଜିତି ନାପାରେ, କାଇକେବଇଲେ, ସେ କରିରଇବା ସବୁ ଜଜ୍ନା ଆମେ ଜାନ୍ଲୁନି ।
୧୨ କିସ୍ଟର୍ ସୁବ୍କବର୍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍ଆୟାଇ ସେବା କାମର୍ପାଇ ମାପ୍ରୁର୍ ବାଟ୍ ମେଲାଅଇଆଚେ ବଲି ମୁ ଜାନି ପାର୍ଲି ।
୧୩ ମାତର୍ ଆମର୍ ବାଇ ତିତସ୍କେ ବେଟ୍ ନ ଅଇଲି ଜେ ମର୍ ମନେ ମନେ ବେସି ଚିନ୍ତା ରଇଗାଲା । ତେବର୍ ପାଇ ମୁଇ ତେଇର୍ ଲକ୍ମନ୍କେ ଗାଲିନିବେ ବଲି ତେଇଅନି ମାକିଦନିଆଇ ଉଟିଗାଲି ।
ଜିସୁର୍ ଲାଗି ଜିତ୍ବାଟା
୧୪ ମାତର୍ ପର୍ମେସର୍ ଦନିଅବାଦ୍ ପାଅ । କିରିସ୍ଟତେଇ ମିସିରଇଲାର୍ପାଇ ତାର୍ ଜିତ୍ଲା ଦଲର୍ ଦାଡିତେଇ ବନ୍ଦି ଲକର୍ ଇସାବେ ପର୍ମେସର୍ ଆମ୍କେ ସବୁବେଲେ ଡାକିନେଲାନି । ସବୁଲକ୍କେ କିରିସ୍ଟର୍ ବିସଇ ଜାନାଇବାକେ ସେ ଆମର୍ ଦେଇକରି କାମ୍ କଲାନି । ଜନ୍ଟା କି ଦୁପ୍ ପାରା ସବୁ ଜାଗାଇ ବାସ୍ନା ମାର୍ସି ।
୧୫ କାଇକେବଇଲେ ଆମେ କିରିସ୍ଟ ପର୍ମେସର୍କେ ପଡାଇ ଦେଇତେରଇବା ଦୁପ୍ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍କବର୍ ଗଟେକ୍ ସୁନ୍ଦର୍ ବାସ୍ନା ପାରା ସବୁଲକ୍କେ ଗାଲାନି । ଗଟେକ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ଆରି ଗଟେକ୍ ବାଟର୍ ଲକ୍ମନ୍ ରକିଆ ପାଇଲାଇନି ।
୧୬ ଜନ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ସେମନର୍ପାଇ ସେଟା ଗନ୍ଦ୍ । ଆରି ସେଟା ମର୍ବା ବାଟେ ଡାକିନେଇସି । ମାତର୍ ଜନ୍ ବାଟର୍ ଲକ୍ ରକିଆ ପାଇଲାଇନି, ସେଟା ସେମନ୍କେ ସୁନ୍ଦର୍ ବାସ୍ନା । ଆରି ସେଟା ନ ସାର୍ବା ଜିବନ୍ତେଇ ଡାକିନେଇସି । ଏ ଆବଡ୍ କାମ୍ କେ ମିସା କରି ନାପାରତ୍ ।
୧୭ କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।