ତେସଲନୀକିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କର ଦ୍ୱିତୀୟ ପତ୍ର
୨ ୟ ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଦୁଇପାଲି ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
୨ ୟ ତେସ୍ଲନିକିୟ ବଇ ତେସ୍ଲନିକିୟ ମଣ୍ଡଲିତେଇ ଲେକ୍ଲା ଦୁଇ ପାଲି ଜାଇରଇଲା ଚିଟି । ଏ ଚିଟି ପେରିତ୍ ପାଉଲ୍ ଲେକାଇରଇଲା ୧:୧ । ୧ ମ ତେସ୍ଲନିକିୟର୍ ଦାପେ ଦାପେସେ କିରିସ୍ଟ ଜନମ୍ କରି ୫୧ ବରସ୍ ଗାଲା ପଚେ ଏ ଚିଟି ଲେକି ରଇଲା । ତେସ୍ଲନିକି ମଣ୍ଡଲିକେ ଚିଟି ଲେକ୍ଲା ବେଲେ ପାଉଲ୍ କରନ୍ତିୟ ମଣ୍ଡଲିତେଇ ରଇଲା । ଜନ୍ ମଣ୍ଡଲିକେ କି ସେ ମିସ୍ନାରି ଇସାବେ ଦୁଇ ପାଲି ଗାଲାବେଲେ ଗଡି ରଇଲା ପେରିତ୍ ୧୭:୧-୧୦ ।
କେତେଟା ଜିଉଦିମନ୍ ଆରି କେତେଟା ଗିରିକ୍ ଲକ୍ମନର୍ ଲାଗି ଏ ମଣ୍ଡଲି ତାପ୍ନା ଅଇଲା ଆଚେ ବଲି ପେରିତ୍ ବଇଟାନେ କଇଲାଇଆଚତ୍ । ତେସଲନିକି ମଣ୍ଡଲି ଲେକାଅଇରଇବା ଚିଟିଟାନେ କିରିସ୍ଟ ଆରିତରେକ୍ ଆଇବାଟା ଆରି ସାରାସାରିବେଲାର୍ ବିସଇ ଲେକାଅଇଲାଆଚେ । କାଇକେବଇଲେ ପାଉଲ୍ ତାର୍ ଚିଟିଟାନେ ଏ ଦୁଇଟା ଜାକ ତେସଲନିକି ମଣ୍ଡଲିକେ ଲେକିଆଚେ । ୨ ୟ ତେସ୍ଲନିକିୟଟାନେ ଲେକାରଇବା ବିସଇ ପାକାପାକି ଅଦା ବିସଇ ସାରାସାରିବେଲା ବିସଇରେସେ ଆଚେ । ପାଉଲ୍ ଅଲ୍ସିଆ ବିସଇନେଇ ମିସା ତରିକ୍ନା କରାଇଲାନି । ସବୁ ମୁନୁସ୍ ଜାତି ସେମନର୍ କାଦିର୍ ପାଇ ପାଇଟିକାବାଡ୍ କର୍ବାର୍ ଆଚେ ୩:୬-୧୦ ।
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ତାର୍ ଚିଟିଟାନେ ତାର୍ ନିଜର୍ ମଇତର୍ମନ୍କେ ଚିନାର୍ ଜାନାର୍ କରାଇ ଆରାମ୍ କଲାନି । ୧:୧-୨
୨. ତେସ୍ଲନିକି ମଣ୍ଡଲିର୍ ପାଇ ପରମେସର୍କେ ଦନିଅବାଦ୍ ଦେଲାନି ଆରି ପାର୍ତନା କଲାନି । ୧:୩-୧୨
୩. ୨ ୟ ଅଦିଆଇ ଜଗତର୍ ସାରାସାରି ବେଲାର୍ ବିସଇ କଇଲାନି । ୨:୧-୧୭
୪. ସେ ଅଲସ୍କେ ବିରଦ୍ କଲାନି ଆରି ପାଇଟିକାବାଡ୍ କର୍ବା ବିସଇ କଇଲାନି । ୩:୧-୧୫
୫. ପାଉଲ୍ ଆରିତରେକ୍ ମଣ୍ଡଲିର୍ ଲକ୍ମନ୍କେ ଜୁଆର୍ ଜାନାଇକରି ସାରାଇଲାନି । ୩:୧୬-୧୮
୧
୧ ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି ।
୨ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଜିସୁ ଆରିତରେକ୍ ଆସି ବିଚାର୍ କର୍ବାଟା
୩ ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
୪ ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି ।
୫ ପର୍ମେସରର୍ ଜନ୍ ରାଇଜର୍ପାଇ ତମେ ଦୁକ୍ କସ୍ଟ ପାଇଲାସ୍ନି, ସେ ରାଇଜ୍ ପାଇସା । ପର୍ମେସରର୍ ବିଚାର୍ କର୍ବାଟା ଟିକ୍ ଆକା, ଇତିଅନି ସେଟା ଜାନିଅଇଲାନି ।
୬ ଜନ୍ଟା ଟିକ୍, ସେଟା ପର୍ମେସର୍ ପୁରାପୁରୁନ୍ କର୍ସି । ଜନ୍ଲକ୍ମନ୍ ଏବେ ତମ୍କେ କସ୍ଟ ଦେଲାଇନି, ସେମନ୍ କସ୍ଟ ପାଇବାଇ ।
୭ ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି ।
୮ ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
୯ ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ ।
୧୦ ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ ।
୧୧ ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି ।
୧୨ ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।